ETV Bharat / bharat

TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS11AM ର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 11AM,ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 21, 2022, 11:02 AM IST

1.ମନୀଷ ସିସୋଦିଆଙ୍କ ନାଁରେ ଲୁକଆଉଟ ସର୍କୁଲାର ଜାରି କଲା CBI

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢିବାରେ ଲାଗିଛି ।

2.Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ଦୁର୍ବଳ ହେଲା ଗଭୀର ଅବପାତ । ଆଜିଠୁ ରାଜ୍ୟରେ କମିବ ବର୍ଷା । ଆଜି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

3.ମହାନଦୀରେ ଭାସିଗଲା ଡଙ୍ଗା, ମୃତ୍ୟୁମୁଖରୁ ଫେରିଲେ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ

ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଯନ୍ତ୍ର ଚାଳିତ ଡଙ୍ଗା ।

4.Odisha Corona Cases, ଦିନକରେ 287 ସଂକ୍ରମିତ

କମୁଛି କୋରୋନା ସଂକ୍ରମଣ, 24 ଘଣ୍ଟାରେ ରାଜ୍ୟରେ ଆଉ 287 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି ।

5.India Corona, ଦିନକରେ 11 ହଜାରରୁ ଅଧିକ ସଂକ୍ରମିତ

ଦେଶରେ ବଢୁଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 11,539 ନୂଆ କୋରୋନା ସଂକ୍ରମିତ ଚିହ୍ନଟ ।

6.ପଞ୍ଜାବ ଓ ଦିଲ୍ଲୀରେ ପ୍ରତି 10ରୁ 9 ଜଣ ଶିଶୁଙ୍କ ଠାରେ ଦେଖା ଦେଉଛି ହୃଦ ସମସ୍ୟା

ପଞ୍ଜାବ ଏବଂ ଦିଲ୍ଲୀର ପ୍ରତି 10 ଜଣରୁ 9 ଜଣ କିଶୋର ବୟସ୍କ ହୃଦରୋଗ ସମସ୍ୟା(Healthy Heart Lifestyle)ର ସମ୍ମୁଖୀନ ହେଉଛନ୍ତି ।

7.ନାଳ ପାରି ହେଉଥିବା ବେଳେ ଅଘଟଣ, କାର ସହ ଭାସିଯାଇ ଦୁଇ ମୃତ

ସମ୍ବଲପୁର ନାକଟିପାଲି ନାଳ ପାର ହେଉଥିବା ବେଳେ ଅଘଟଣ । କାର ସହ ଭାସିଯାଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

8.ଟଳୁଛି ବନ୍ୟା ବିପଦ, ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା

ନଦୀ ଜଳସ୍ତର କ୍ରମାଗତ ଭାବେ କମିବାରେ ଲାଗୁଛି । ରାଜ୍ୟରେ ବନ୍ୟା ବିପଦ ଧୀରେ ଧୀରେ କମୁଥିବା ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

9.ବଢୁଛି ସୁବର୍ଣ୍ଣରେଖା ବୁଢ଼ାବଳଙ୍ଗ ଜଳସ୍ତର, ବଡ ବନ୍ୟା ଆଶଙ୍କା

ମୟୂରଭଞ୍ଜରେ ହାରାହାରି 125 ଓ ବାଲେଶ୍ଵର ଜିଲ୍ଲାରେ 97 ମିଲିମିଟର ବର୍ଷା ରେକର୍ଡ ହୋଇଛି । ଫଳରେ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି।

10.ଜଗତସିଂହପୁର ଜିଲ୍ଲାପାଳଙ୍କ ଘନ ଘନ ବନ୍ୟାଞ୍ଚଳ ଗସ୍ତ, ଜିରୋ କାଜୁଆଲିଟି ଉପରେ ଗୁରୁତ୍ବ

ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟି ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଜିଲ୍ଲାପାଳ ଘନ ଘନ ବନ୍ୟାଞ୍ଚଳ ଗସ୍ତ କରି ସମୀକ୍ଷା କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.