ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ପ୍ରମୁଖ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

author img

By

Published : Jan 25, 2022, 9:01 AM IST

1.ବ୍ରିଜ ତଳୁକୁ ଖସିଲା କାର, ୭ ମେଡିକାଲ ଛାତ୍ର ମୃତ

ବ୍ରିଜ ଉପରୁ ୫୦ ଫୁଟ ତଳକୁ ଖସିଲା କାର । ଅକାଳରେ ଚାଲିଗଲା ୭ ଜୀବନ ।

2.National Voters Day: ମୋ ଭୋଟ ମୋ ଅଧିକାର

ମତଦାନ ସାବ୍ୟସ୍ତ ଦେଶର ବିକାଶ ଧାରାକୁ ଆଗକୁ ନିଏ । ଭୋଟରଙ୍କୁ ସଚେତନ କରିବା ପାଇଁ 2011ରୁ ପ୍ରତିବର୍ଷ ଜାନୁଆରୀ 25କୁ ଜାତୀୟ ଭୋଟର ଦିବସ ଭାବରେ ପାଳନ କରାଯାଏ ।

3.ବଢୁଛି ଦୈନିକ ସଂକ୍ରମଣ, ୯ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ ମାଣ୍ଡଭ୍ୟ

୩ ଲକ୍ଷ ପାର କରିଛି ଦୈନିକ ସଂକ୍ରମଣ । କୋରୋନା ସହ ନୂଆ ଭାରିଏଣ୍ଟ ପାଳି କରି ଦେଶରେ ଆତଙ୍କ ଖେଳାଇଛି । ଏହାର ମୁକାବିଲା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘନଘନ ବୈଠକ ବସୁଛି ।

4.Anti-CAA protest: JNU ଛାତ୍ର ଶର୍ଜିଲଙ୍କ ବିରୋଧରେ ଦେଶଦ୍ରୋହ ମାମଲା

CAA ଏବଂ ଜାତୀୟ ନାଗରିକ ପଞ୍ଜିକା (NRC) ବିରୋଧରେ ୨୦୧୯ରେ ଦେଶର ବିଭିନ୍ନ ପ୍ରାନ୍ତରେ ହୋଇଥିବା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପାଇଁ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ଛାତ୍ର ଶର୍ଜିଲ ଇମାମଙ୍କ ନାମରେ ଦିଲ୍ଲୀର ଏକ କୋର୍ଟ ଚାର୍ଜଫ୍ରେମ କରିଛନ୍ତି ।

5.Republic Day Parade: CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ

ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ CRPF ପ୍ରଜ୍ଞାପନ ମେଢର ନେତୃତ୍ବ ନେବେ ଓଡିଆ ଝିଅ । ଓଡିଶାରୁ ସ୍ଥାନ ପାଇନାହିଁ କୌଣସି ପ୍ରଜ୍ଞାପନ ମେଢ ।

6.ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ ସୁପାରିଶ କରିଥିଲେ ଇମ୍ରାନ ଖାନ: କ୍ୟାପଟେନ

ନବଜୋତ ସିଂହ ସିଦ୍ଧିଙ୍କୁ ମନ୍ତ୍ରୀ କରିବା ଲାଗି ସୁପାରିଶ କରିଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସିଦ୍ଧୁଙ୍କୁ ନେଇ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି କ୍ୟାପଟେନ ।

7.ଓଡିଶା ମାଟିରେ ପ୍ରଥମ ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ, ଉତ୍ସାହିତ ଆୟୋଜକ ଓ ଖେଳାଳି

ଆଜିଠୁ କଟକର ଜବାହାରଲାଲ ନେହେରୁ ଇନଡୋର୍‌ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି BWF ଓଡିଶା ଓପନ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ।

8.ଦୁର୍ବଳ ହେଉଛି ମାଓ ସଂଗଠନ, ଓଡିଶା ସମେତ ବିଭିନ୍ନ ସ୍ଥାନରେ ନକ୍ସଲ ବିରୋଧୀ ଅଭିଯାନ ଆରମ୍ଭ: BSF ADG

ଛତିଶଗଡ ଓ ଓଡିଶାରେ ନକ୍ସଲ ମୁକାବିଲାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବିଏସଏଫ । ଗତ ଏକ ଦଶନ୍ଧିରେ ନକ୍ସଲ ସଂଗଠନରେ ନିଯୁକ୍ତ ହ୍ରାସ ପାଇଛି

9.Uttarakhand Polls: ରାମନଗରରୁ ଲଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାୱତ

ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ପ୍ରଥମ ତାଲିକା ପ୍ରକାଶ ପରେ ଗତକାଲି ଦ୍ବିତୀୟ ତାଲିକାରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି କଂଗ୍ରେସ ।

10.ଚଳିତ ମାସ ୨୭ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India

ଜାନୁଆରୀ ୨୭ ରେ ଟାଟାକୁ ହସ୍ତାନ୍ତର ହୋଇପାରେ Air India । ଜାରି ରହିଛି କେନ୍ଦ୍ରର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.