ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Sep 27, 2021, 9:02 AM IST

1-ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ, ସମର୍ଥନରେ 500ରୁ ଊର୍ଦ୍ଧ୍ବ ସଙ୍ଗଠନ

କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବରୋଧ କରି ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ।

2-ଆଜି Ayushman Bharat Digital Missionର ଶୁଭାରମ୍ଭ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଶୁଭାରମ୍ଭ କରିବେ । ଦିନ ୧୧ଟାରେ ଭିସି ଯୋଗେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

3-ଗଭୀର ଅବପାତର ରୂପ ନେଲା 'ଗୁଲାବ', ଦକ୍ଷିଣ-ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା

ଓଡ଼ିଶା ଉପରୁ ଟଳିଲା ବିପଦ ଗୁଲାବ । ଆନ୍ଧ୍ରପ୍ରଦେଶର କଳିଙ୍ଗପାଟ୍ଟନମ୍‌ର ୨୦ କିମି ଉତ୍ତରକୁ ଓ ଓଡ଼ିଶାର ଗୋପାଳପୁରର ଦକ୍ଷିଣ ପଶ୍ଚିମରେ ୧୬୦ କିମି ଦୂର ସନ୍ଥଗୁଡ଼ାଠାରେ ବାତ୍ୟା ‘ଗୁଲାବ’ ଲ୍ୟାଣ୍ଡଫଲ କରିଛି । ଏହା ପରେ ବାତ୍ୟା ଗୁଲାବ ଗଭୀର ଅବପାତର ରୂପ ନେଇଛି । ଆଜି ଛତିଶଗଡକୁ ମୁହାଁଇବ ବାତ୍ୟା ।

4-ଗୁଲାବ ପ୍ରଭାବ: କୋରାପୁଟରେ ଭାଙ୍ଗିଲା ଗଛ, ବର୍ଷା ଜାରି

ବାତ୍ୟା ଗୁଲାବ୍‌ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିଛି । ପ୍ରଭାବରେ କୋରାପୁଟରେ ପବନ ସହ ପ୍ରବଳ ବର୍ଷା ଜାରି ରହିଛି । ଭୁବନେଶ୍ୱରରୁ କୋରାପୁଟ ଗମନାଗମନ ବ୍ୟାହତ ।

5-ଆଧୁନିକ ଭାରତର ଜନକ ରାଜା ରାମମୋହନ ରାୟଙ୍କ ଆଜି ପୁଣ୍ୟତିଥି

ଆଧୁନିକ ଭାରତର ଜନକ କୁହାଯାଉଥିବା ରାଜା ରାମ ମୋହନ ରାୟଙ୍କ ଆଜି ପୁଣ୍ୟତିଥି । ସେ ନାରୀ ସ୍ବାଧିନତା ଏବଂ ନାରୀଶିକ୍ଷା ଉପରେ ଗୁରୁତ୍ବ ଦେବା ସହ ବାଲ୍ୟବିବାହ ଓ ବହୁବିବାହ ଆଦି ଘୃଣ୍ୟ ପ୍ରଥା ଉଚ୍ଛେଦ କରିଥିଲେ ।

6-ଛୋଟ ଛୁଆ ଜରିଆରେ ଚୋରି, ରାଜଧାନୀରେ ବୁଲୁଛି ସ୍ମାର୍ଟ ଚୋରଣୀ

ରାଜଧାନୀର ବୁଲୁଛି ସ୍ମାର୍ଟଚୋରଣୀ । ଛୋଟ ଶିଶୁଙ୍କୁ ଢାଲ କରି କରୁଛି ଚୋରି। ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ ।

7-ଦୁର୍ବଳ ହେଉଛି ଲାଲ ସାମ୍ରାଜ୍ୟ: ୨୩ % ହ୍ରାସ ପାଇଛି ମାଓ ହିଂସା

ଲାଲଗଡର ସ୍ଥିତିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଧିରେ ଧିରେ ଲାଲ ସାମ୍ରାଜ୍ୟ ଦୁର୍ବଳ ହେଉଥିବା ଜଣାପଡିଛି ।

8-REET ପରୀକ୍ଷା: ଚପଲରେ ଲୁଚାଇଥିଲେ ବ୍ଲୁଟୁଥ୍ ଡିଭାଇସ୍, ବନ୍ଧା ହେଲେ ୫

ଶିକ୍ଷକମାନଙ୍କ ପାଇଁ ହୋଇଥିବା REET 2021 ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରି ବନ୍ଧାହେଲେ ୫ ପରୀକ୍ଷାର୍ଥୀ ।

9-ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧୀନ ସ୍ଥଳରେ ପ୍ରଧାନମନ୍ତ୍ରୀ, ନୂଆ ସଂସଦ ଭବନ କାର୍ଯ୍ୟର କଲେ ସମୀକ୍ଷା

ରବିବାର ରାତିରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧିନ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଣ୍ଟାଏ ସମୟ ବିତାଇବା ସହ ମିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ।

10-IPL 2021: ମୁମ୍ବାଇକୁ ୫୪ ରନରେ ହରାଇଲା RCB

ରବିବାର IPLରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ । ୫୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.