ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 18, 2021, 9:02 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ରାଜ୍ୟରେ କମୁନି ସଂକ୍ରମଣ; ଦିନକରେ 10321 ପଜିଟିଭ, ଖୋର୍ଦ୍ଧାରେ ସର୍ବାଧିକ

ଆଜି ରାଜ୍ୟରେ 10321 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ 1566 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

2.ରାଜ୍ୟରେ ଆଉ ଦୁଇ ସପ୍ତାହ ବଢିପାରେ ଲକଡ଼ାଉନ, ଅପରାହ୍ନ 4.30ରେ ଘୋଷଣା

ରାଜ୍ୟରେ ଆସନ୍ତାକାଲି(ବୁଧବାର) ସରୁଛି ପ୍ରଥମ ଲକଡାଉନ ଅବଧି । ଆଉ 2 ସପ୍ତାହ ଲକଡାଉନ ବୃଦ୍ଧି କରିବା ନେଇ ରାଜ୍ୟ ସରକାର ଆଜି କରିପାରନ୍ତି ବଡ ଘୋଷଣା ।

3.ଆଜି ରାଜ୍ୟ-ଜିଲ୍ଲା ଅଧିକାରୀଙ୍କ ସହ ବୈଠକ କରିବେ ମୋଦି

କୋଭିଡ ପରିଚାଳନାକୁ ନେଇ ମଙ୍ଗଳବାର ରାଜ୍ୟ ଓ ଜିଲ୍ଲା ଅଧିକାରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି ।

4.TMC ନେତାଙ୍କ ଜାମିନ ଉପରେ କୋଲକାତା ହାଇକୋର୍ଟଙ୍କ ରୋକ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ ପରେ ମାମଲାକୁ ନେଇ ହାଇକୋର୍ଟ ପହଞ୍ଚିଥିଲା ସିବିଆଇ । ବିଭାଗୀୟ ସ୍ବତନ୍ତ୍ର କୋର୍ଟ ସୋମବାର ସଂଧ୍ୟାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି

5.ଗୋଟିଏ ଦିନରେ 50 ଡାକ୍ତରଙ୍କ ଜୀବନ ନେଲା କୋରୋନା

ଗୋଟିଏ ଦିନରେ 50 ଜଣ ଡାକ୍ତରଙ୍କ କୋରୋନା ଜନିତ ମୃତ୍ୟୁ । ଭାରତୀୟ ମେଡିକାଲ ଆସୋସିଏନସନ ଦ୍ବାରା ପ୍ରଦତ୍ତ ତଥ୍ୟରୁ ସୂଚନା ।

6.କୋଭିଡ ଚିକିତ୍ସାରୁ ବାଦ ପଡ଼ିଲା ପ୍ଲାଜମା ଥେରାପି

ଏଣିକି ଆଉ ହେବନି କୋରୋନା ରୋଗୀଙ୍ଗ ପ୍ଲାଜମା ଥେରାପି । ପରୀକ୍ଷା ପରେ କୋରୋନା ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି ଉପରେ ଲାଗିଲା ବ୍ରେକ

7.ବେଡ୍ ସଙ୍କଟ ନେଇ ସୋନୁ-ଜିଲ୍ଲାପାଳଙ୍କ ଟ୍ବିଟର ୱାର, ପ୍ରମାଣ ପରେ ବଦଳିଲା ଆଭିମୁଖ୍ୟ

ଟ୍ବିଟରରେ ସୋନୁ ସୁଦ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଲଢେଇ । ସୋନୁ ସୁଦ ପ୍ରମାଣ ଦେବା ପରେ ପ୍ରଶଂସା କଲେ ଜିଲ୍ଲାପାଳ ।

8.ଉତ୍ତରାଖଣ୍ଡରେ ଆଉ ସପ୍ତାହେ ବଢିଲା କୋରୋନା କର୍ଫ୍ୟୁ

ଉତ୍ତରାଖଣ୍ଡରେ କୋରୋନା କର୍ଫ୍ୟୁକୁ ଆଉ ଏକ ସପ୍ତାହ ବୃଦ୍ଧି କଲେ ରାଜ୍ୟ ସରକାର ।

9.ଶିବସୁନ୍ଦର ଦାସ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ନିଯୁକ୍ତ

ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ ନିଯୁକ୍ତ ହେଲେ ଶିବ ସୁନ୍ଦର ଦାସ । ମହିଳା କ୍ରିକେଟ ଦଳର ଇଂଲଣ୍ଡ ଗସ୍ତ ପାଇଁ ଏହି ପୂର୍ବତନ ଟେଷ୍ଟ ଓପନର ବ୍ୟାଟିଂ କୋଚିଂ ଦେବେ ।

10.ଦିଲ୍ଲୀ-ପଞ୍ଜାବକୁ ଅକ୍ସିଜେନ କନସେନଟ୍ରେଟର ପଠାଇଲେ ଟ୍ବିଙ୍କଲ

ଦେଶବାସୀଙ୍କ ସେବାରେ ଲାଗିଛନ୍ତି ଟ୍ବିଙ୍କଲ । ଧିରେ ଧିରେ କରି ସବୁ ରାଜ୍ୟକୁ ପଠାଉଛନ୍ତି ଅକ୍ସିଜେନ କନସେନଟ୍ରେଟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.