ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Apr 6, 2021, 9:05 AM IST

Updated : Apr 6, 2021, 9:15 AM IST

1.ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT ,ସେକ୍ଟର ଅଫିସର ନିଲମ୍ବିତ

ଟିଏମସି ନେତାଙ୍କ ଘରୁ ମିଳିଲା EVM ଓ VVPAT । ପଶ୍ଚିମବଙ୍ଗ ଉଲୁବୁରିଆ ବିଧାନସଭା ଆସନରେ ଚାଲିଛି ମତଦାନ । ଏହି ସମୟରେ ଟିଏମସି ନେତାଙ୍କ ଘରୁ ମିଳିଛି EVM ଓ VVPAT । ଏହାକୁ ନେଇ କଡା ପଦକ୍ଷେପ ନେଇଛି ନିର୍ବାଚନ କମିସନ ।

2.କେରଳ-ପୁଡୁଚେରୀ-ତାମିଲନାଡୁରେ ଚାଲିଛି ମତଦାନ: ଭୋଟ୍ ଦେବାକୁ ମୋଦିଙ୍କ ଅପିଲ

ଆଜି 5ଟି ରାଜ୍ୟରେ ନିର୍ବାଚନୀ ମତଦାନ । ଏ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି, ‘ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ଚାଲିଛି। ମୁଁ ଏହି ସ୍ଥାନଗୁଡିକର ଲୋକଙ୍କୁ ରେକର୍ଡ ସଂଖ୍ୟାରେ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ।

3.ତୃତୀୟ ପର୍ଯ୍ୟାୟ ମତଦାନ; ପ୍ରସ୍ତୁତ ବଙ୍ଗ ମୈଦାନ

ଗତ 2ଟି ପର୍ଯ୍ୟାୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡା ଟକ୍କର । ଆଉ ଏଥର ତୃତୀୟ ପର୍ଯ୍ୟାୟ ଉପରେ ରହିଛି ସମସ୍ତଙ୍କ ନଜର ।

4.କେରଳ ବିଧାନସଭା ନିର୍ବାଚନ: ଶାସନ ଗାଦି ପାଇଁ ତ୍ରିକୋଣୀୟ ଲଢେଇ

ଆଜି କେରଳ ବିଧାନସଭା ନିର୍ବାଚନ। ରାଜ୍ୟର 140 ବିଧାନସଭା ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା କୁହୁକ ସଂଖ୍ୟା 71 ରହିଛି।

5.ତାମିଲନାଡୁ ବିଧାନସଭା ନିର୍ବାଚନ, ଭୋଟ୍ ଦେବେ 6 କୋଟିରୁ ଉର୍ଦ୍ଧ୍ବ

ଦେଶରେ 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ । ଆଜି( ଏପ୍ରିଲ 6) ଏହି 5ଟି ରାଜ୍ୟରେ ମତଦାନ ପ୍ରକ୍ରିୟା । ତାମିଲନାଡୁର ସମସ୍ତ 234 ଆସନ ପାଇଁ ଆଜି ମତଦାନ ହେବାକୁ ଯାଉଛି ।

6.ତାମିଲନାଡୁ ବିଧାନସଭା ନିର୍ବାଚନ, ଭୋଟ୍ ଦେବେ 6 କୋଟିରୁ ଉର୍ଦ୍ଧ୍ବ

7.ଆସାମରେ 2.7 ତୀବ୍ରତାର ଭୂକମ୍ପ ଝଟକା

ଆସାମ ତିନସୁକିଆରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.7 ରେର୍କଡ ହୋଇଛି ।

8.ଅନ୍ଧବିଶ୍ୱାସର କରୁଣ ପରିଣତି, ସାମାଜିକ ବାସନ୍ଦ ହେଲେ ପରିବାର

ଅନ୍ଧବିଶ୍ବାର ଅନ୍ଧଗଳିରେ ଆଧୁନିକ ମଣିଷ। ବଦଳୁନି ମାନସିକତା ଓ ମନୋଭାବ। ମହିଳାଙ୍କୁ ଚାଉଳ ଖୁଆଇ ଚୋରଣୀର ଆଖ୍ୟା ଦେଲେ ଓ ସାମାଜିକ ବାସନ୍ଦ କରାଇବା ପାଇଁ ବ୍ୟବସ୍ଥା ମଧ୍ୟ କରାଇଦେଲେ।

9.କୋରୋନା କାୟା, ସମସ୍ତ ଘରୋଇ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ବେଙ୍ଗାଲୁରୁରେ ଏପ୍ରିଲ 18ରୁ 25 ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ ଟୁର୍ଣ୍ଣାମେଣ୍ଟ ଓ ହାଇଦ୍ରାବାଦରେ ମଇରେ ହେବାକୁ ଥିବା ଜୁନିୟର ଓ ସବ-ଜୁନିୟର ପ୍ରତିଯୋଗିତା ସ୍ଥଗିତ ।

10.‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ସ୍ଥଗିତ

କୋରୋନାର ଭୟ ପୁଣି ବଲିଉଡରେ । ଧିରେ ଧିରେ ଘୁଞ୍ଚିବାରେ ଲାଗିଛି ଫିଲ୍ମର ରିଲିଜ ତାରିଖ । ଏବେ ସ୍ଥଗିତ ରହିଲା ରୋହିତ ସେଟ୍ଟୀଙ୍କ ଆକ୍ସନ ଡ୍ରାମା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ।

Last Updated : Apr 6, 2021, 9:15 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.