ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9amର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jan 8, 2021, 9:10 AM IST

1.10 ମାସ ପରେ ଆଜିଠୁ ସ୍କୁଲ ଯିବେ ଛାତ୍ରଛାତ୍ରୀ

ଦୀର୍ଘ 10 ମାସର ବ୍ୟବଧାନ ପରେ ଆଜିଠୁ ସ୍କୁଲ ଯିବେ ଛାତ୍ରଛାତ୍ରୀ । କୋଭିଡ କଟକଣା ମଧ୍ୟରେ ଆଜିଠୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।

2.୧୧ ରେ ଖୋଲିବ କେନ୍ଦ୍ରୀୟ ବିଦ୍ୟାଳୟ, ପ୍ରସ୍ତୁତି ଜୋରଦାର

୯ ମାସରୁ ଅଧିକ ସମୟ ଧରି ବନ୍ଦ ପଡ଼ିଥିବା କେନ୍ଦ୍ରୀୟ ବିବ୍ୟାଳୟ ଗୁଡିକ ଆସନ୍ତା ୧୧ ତାରିଖରୁ ଖୋଲିବା ନେଇ ନିଷ୍ପତି ପରେ ରାୟଗଡାରେ ମଧ୍ୟ ତତ୍ପରତା ପ୍ରକାଶ ପାଇଛି ।

3.ଆଜିଠୁ ସୁବର୍ଣ୍ଣପୁରରେ ଖୋଲିବ ସମସ୍ତ ମଠ-ମନ୍ଦିର

କୋଭିଡ୍‌ କଟକଣା ମଧ୍ୟରେ ଆଜିଠୁ ସୁବର୍ଣ୍ଣପୁରରେ ଖୋଲିବ ସମସ୍ତ ମଠ-ମନ୍ଦିର ।

4.ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମାଇଲଖୁଣ୍ଟ; ଆଜି ଗୁରୁ କେଳୁଚରଣଙ୍କ ଜୟନ୍ତୀ

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ମହାକୁମ୍ଭ ଗୁରୁ କେଳୁଚରଣ ମହାପାତ୍ରଙ୍କ ଆଜି ଜୟନ୍ତୀ। ସେ ପଦ୍ମ ବିଭୂଷଣ ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ ।

5. ଆମେରିକାରେ ଗଣତନ୍ତ୍ରକୁ ଦୁର୍ବଳ କରୁଛି ଉଦଦ୍ଭ୍ରାନ୍ତ ନେତାଗିରି

ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ଏବଂ ଆମେରିକୀୟ ସଂସଦ ବା କ୍ୟାପିଟାଲ ହିଲକୁ ଦଖଲ କରିବା ପ୍ରୟାସରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭଳି ଉଦ୍‌ଭ୍ରାନ୍ତ ନେତାଙ୍କ କାରସାଦିର ପ୍ରତିଫଳନ ଘଟିଛି ବୋଲି ମତ ଦିଅନ୍ତି ଈଟିଭି ଭାରତର ସହକାରୀ ବାର୍ତ୍ତା ସଂପାଦକ ଭର୍ଗିଜ୍‌ ପି. ଆବ୍ରାହମ୍‌ ।

6.ବଲାଙ୍ଗୀରର ବିସ୍ମୟ ବାଳକ: କୁନି କମ୍ପ୍ୟୁଟର ମାଷ୍ଟର ଭେଙ୍କଟ ରମଣ

ସର୍ବକନିଷ୍ଠ ଭାବେ ପ୍ରସିଦ୍ଧ କମ୍ପ୍ୟୁଟର ସଫ୍ଟୱାର ନିର୍ମାତା ମାଇକ୍ରୋସଫ୍ଟ କମ୍ପାନୀର ଏମଟିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଦାହରଣ ସୃଷ୍ଟି କରିଛନ୍ତି ସାତ ବର୍ଷର ବାଳକ ଭେଙ୍କଟ ରମଣ ପଟ୍ଟନାୟକ।

7.ଖୋଲିଲା ମାଣ୍ଡିଆ ମଣ୍ଡି, 72 ହଜାର କ୍ଵିଣ୍ଟାଲ କିଣିବା ଲକ୍ଷ୍ୟ

କୋରାପୁଟରେ ଖୋଲିଲା ଚଳିତ ବର୍ଷର ପ୍ରଥମ ମାଣ୍ଡିଆ ମଣ୍ଡି । ଉଦଘାଟନ କଲେ ଜିଲ୍ଲାପାଳ । ଜିଲ୍ଲାରୁ 72 ହଜାର କ୍ଵିଣ୍ଟାଲ ମାଣ୍ଡିଆ କ୍ରୟ କରିବାର ଲକ୍ଷ୍ୟ ରଖିଛି ପ୍ରଶାସନ ।

8.ବିବାଦୀୟ ଜିଲ୍ଲାପାଳ ସଂଗ୍ରାମ କେଶରୀଙ୍କୁ ଗ୍ରାମବାସୀଙ୍କ ବିରୋଧ

ଜଗତସିଂହପୁର ଜିଲ୍ଲାପାଳ ଭାବେ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଶତାଧିକ ଗ୍ରାମବାସୀଙ୍କ ବିରୋଧ । ଜିଲ୍ଲାପାଳ ଦାୟିତ୍ବରୁ ହଟାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗ୍ରାମବାସୀ ।

9.ସିଡନୀ ଟେଷ୍ଟ: ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଲା ବର୍ଷା, ଅଷ୍ଟ୍ରେଲିଆ 166/2

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଉଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ । ଷ୍ଟମ୍ପ୍‌ସ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ 166/2 ।

10.ବର୍ଥଡେ’ ସେଲିବ୍ରେଶନ କରିବେନି ୟଶ, ଜାଣନ୍ତୁ କାରଣ

ଜନ୍ମଦିନ ପାଳନକୁ ବାତିଲ କଲେ ୟଶ । କୋରୋନା ପାଇଁ ପତ୍ନୀଙ୍କ ସହ ମିଶି ନିଷ୍ପତ୍ତି ନେଇଛନ୍ତି ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.