ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 25, 2020, 9:07 AM IST

1.ଆଜି ମିଳିବ ପିଏମ-କିଷାନ ଅର୍ଥ; 9 କୋଟି ଚାଷୀ ସିଧାସଳଖ ହେବ ଉପକୃତ

ଆଜି ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଜାରି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଦ୍ବାରା 9 କୋଟିରୁ ଅଧିକ ଚାଷୀଙ୍କୁ 18 ହଜାରରୁ କୋଟି ଟଙ୍କା ହସ୍ତାନ୍ତର କରାଯିବ

2.ଯୁଗପୁରୁଷଙ୍କ 96ତମ ଜୟନ୍ତୀ, ଅଟଳଙ୍କୁ ଝୁରୁଛି ଦେଶ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ । ବାଜପେୟୀଙ୍କ ଜୟନ୍ତୀଙ୍କୁ ଭାରତ ସୁଶାସନ ଦିବସ ଭାବରେ ପାଳନ କରୁଛି ।

3.ପବିତ୍ର ବଡଦିନ: ଖାଁ ଖାଁ ଚର୍ଚ୍ଚ, ଘରେ ଘରେ ଆନନ୍ଦ ଉଲ୍ଲାସ

ଆଜି ହେଉଛି ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଏହାକୁ ପବିତ୍ର ବଡଦିନ ଭାବରେ ପାଳନ କରାଯାଏ । ଏହି ଦିନ ଖାସକରି ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକଙ୍କ ଠାରେ ବେଶ ଚଳଚଞ୍ଚଳ ଦେଖିବାକୁ ମିଳିଥାଏ ।

4.ମୃଦ୍ୟୁ ଭୂମିକମ୍ପ ଝଟକାରେ ଥରିଲା ଦିଲ୍ଲୀ

ଦିଲ୍ଲୀରେ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା 2.3 ରେକର୍ଡ କରାଯାଇଛି । ଯାହାର ଗଭୀରତା 5 କିଲୋମିଟର ପର୍ଯ୍ୟନ୍ତ ରହିଥିଲା ।

5.ବିଷାକ୍ତ ହେଉଛି ଦିଲ୍ଲୀର ବାୟୁ ଗୁଣବତ୍ତା

ଦିନକୁ ଦିନ ବିଗିଡିବାରେ ଲାଗିଛି ଦିଲ୍ଲୀର ବାୟୁ ଗୁଣବତ୍ତା । ଦିଲ୍ଲୀର ଏପରି ପ୍ରଦୂଷଣରେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ ।

6.ଜାନୁଆରୀ 3ରୁ ଖୋର୍ଦ୍ଧାରେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ

ଖୋର୍ଦ୍ଧା ଜିଲ୍ଲାରେ ଆସନ୍ତା 3 ତାରିଖରେ ଖୋଲିବ ମନ୍ଦିର ଓ ଧର୍ମାନୁଷ୍ଠାନ । ହେଲେ ଭୁବନେଶ୍ୱର ମହାନଗର ନିଗମରେ ଥିବା ଧାର୍ମିକ ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ ।

7.କାଳ ହେଲା କଟକଣା: ଖ୍ରୀଷ୍ଟମାସରେ ଖାଁ ଖାଁ ରାଜଧାନୀର ସତ୍ୟନଗର ଚର୍ଚ୍ଚ

ଖାଁ ଖାଁ ରାଜଧାନୀର ସତ୍ୟନଗର ଚର୍ଚ୍ଚ। ନାହିଁ ସାଜସଜ୍ଜା, ନାହିଁ ଖ୍ରୀଷ୍ଟଧର୍ମାମ୍ବଲମ୍ବୀଙ୍କର ଗହଳି ଚହଳି ।

8.ରଙ୍ଗୀନ ସ୍ବପ୍ନକୁ ଦଳି ଦେଇଛି କୋରୋନା; ପେଟପାଟଣା ପାଇଁ ଯାତ୍ରାକଳାକାରଙ୍କ ଚା’ ଦୋକାନ

ଯାତ୍ରା କଳାକାରଙ୍କ ଜୀବନରେ ଘୋର ଦୁର୍ଦ୍ଦିନ ଆଣି ଦେଇଛି ମହାମାରୀ କୋରୋନା । କାମଧନ୍ଦା ନ ପାଇ ଏବେ ଜୀବନ-ଜୀବିକା ସଂଘର୍ଷରେ ମାମୁନିଙ୍କ ଛୋଟିଆ ଚା’ଦୋକାନ ।

9.BCCI ଜାତୀୟ ଚୟନକର୍ତ୍ତା କମିଟିରେ ଦେବାଶିଷ ମହାନ୍ତି, ଚେତନ ଶର୍ମା ଚେୟାରମ୍ୟାନ

ବିସିସିଆଇରର ନୂତନ ଜାତୀୟ ଚୟନକର୍ତ୍ତା ଟିମ ଘୋଷଣା । ଚୟନକର୍ତ୍ତା ଟିମରେ ରହିଛନ୍ତି ଓଡିଆ ପୁଅ ଦେବାଶିଷ ମହାନ୍ତି । କମିଟିର ଅନ୍ୟ ଦୁଇ ସଦସ୍ୟ ରହିଛନ୍ତି ଚେତନ ଶର୍ମା, ଓ ଆବେ କୁରୁଭିଲ୍ଲା ।

10.'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ଆହତ ହେଲେ ଜନ୍

ଗୁରୁବାର ଦିନ ବନାରସରେ ଚଳଚ୍ଚିତ୍ର 'ସତ୍ୟମେବ ଜୟତେ -୨'ର ସୁଟିଂ ସମୟରେ ବଲିଉଡ ଅଭିନେତା ଜନ୍ ଅବ୍ରହାମ ଆହତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.