1-CBSE ଦ୍ବାଦଶ ପରୀକ୍ଷା ବାତିଲ
2-3 ମାସର ଆଗୁଆ ଭତ୍ତା ଦେବେ ରାଜ୍ୟ ସରକାର
ସବୁ ହିତାଧିକାରୀଙ୍କୁ ମିଳିବ 3 ମାସର ଆଗୁଆ ଭତ୍ତା । ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀ ପାଇବେ ସୁବିଧା ।
3-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ
4-24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11095 ସଂକ୍ରମିତ
ରାଜ୍ୟରୁ ଦିନକରେ 11095 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 6 ଲକ୍ଷ 92 ହଜାର 27 ରେ ପହଞ୍ଚିଲା ।
5-ବଦଳିଲା ଗ୍ଲୋବାଲ ଟେଣ୍ଡର ସର୍ତ୍ତ
6-ICMRର ଦାବି, ଜୁଲାଇରେ ଦୈନିକ ହେବ 1 କୋଟି ଟୀକାକରଣ
7-କୋଭିସିଲ୍ଡ ଟିକା ନୀତିରେ ପରିବର୍ତ୍ତନ ନାହିଁ, 12 ସପ୍ତାହ ବ୍ୟବଧାନରେ ଦ୍ବିତୀୟ ଡୋଜ
8-ଏୟାର ଇଣ୍ଡିଆକୁ ଝଟକା, ଇସ୍ତଫା ଦେଇଥିବା ପାଇଲଟଙ୍କ ପୁନଃନିଯୁକ୍ତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ
9-ମହିଳା କ୍ରିକେଟକୁ ଆବଶ୍ୟକତା ରହିଛି ଗଣମାଧ୍ୟମର ସହଯୋଗ: ମିତାଲି ରାଜ
10-ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା
ବିଶ୍ବ ମାନ୍ୟତାର ନମ୍ବର 2 ଜାପାନ ଖେଳାଳି ନାଓମି ଓସାକା ସୋମବାର ଫ୍ରେଞ୍ଚ ଓପନରୁ ଓହରି ଯାଇଛନ୍ତି ।