ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 1, 2021, 9:10 PM IST

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-CBSE ଦ୍ବାଦଶ ପରୀକ୍ଷା ବାତିଲ

ହଟିଲା ସସପେନ୍ସ । ଦେଶବ୍ୟାପୀ CBSE ଦ୍ବାଦଶ ପରୀକ୍ଷା ବାତିଲ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ।

2-3 ମାସର ଆଗୁଆ ଭତ୍ତା ଦେବେ ରାଜ୍ୟ ସରକାର

ସବୁ ହିତାଧିକାରୀଙ୍କୁ ମିଳିବ 3 ମାସର ଆଗୁଆ ଭତ୍ତା । ସାମାଜିକ ସୁରକ୍ଷା ଯୋଜନାର ସବୁ ହିତାଧିକାରୀ ପାଇବେ ସୁବିଧା ।

3-ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ

ମହିଳା ଓ ଶିଶୁ ବିକାଶ ବିଭାଗରୁ ପୃଥକ ହୋଇ ଆଜି (ମଙ୍ଗଳବାର) ଠାରୁ ଏକ ସ୍ଵତନ୍ତ୍ର ବିଭାଗ ଭାବେ କାର୍ଯ୍ୟ କରିଛି ମିଶନ ଶକ୍ତି ବିଭାଗ ।

4-24 ଘଣ୍ଟାରେ ରାଜ୍ୟରୁ କୋରୋନାରେ ସୁସ୍ଥ ହେଲେ ଆଉ 11095 ସଂକ୍ରମିତ

ରାଜ୍ୟରୁ ଦିନକରେ 11095 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 6 ଲକ୍ଷ 92 ହଜାର 27 ରେ ପହଞ୍ଚିଲା ।

5-ବଦଳିଲା ଗ୍ଲୋବାଲ ଟେଣ୍ଡର ସର୍ତ୍ତ

ବର୍ତ୍ତମାନ ସମୟରେ ଦେଶରେ ଟିକାକୁ ନେଇ ଘୋର ସମସ୍ୟା ଦେଖିବାକୁ ମିଳୁଛି । ଯାହାକୁ ନେଇ ଟିକା ପାଇଁ ନିୟମରେ କୋହଳ କରିଛନ୍ତି ରାଜ୍ୟ ଔଷଧ ନିଗମ ।

6-ICMRର ଦାବି, ଜୁଲାଇରେ ଦୈନିକ ହେବ 1 କୋଟି ଟୀକାକରଣ

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଭ୍ୟାକ୍ସିନ ଅଭାବର ଏହି ସମସ୍ୟା ଖୁବଶୀଘ୍ର ଶେଷ ହୋଇଯିବ ।

7-କୋଭିସିଲ୍ଡ ଟିକା ନୀତିରେ ପରିବର୍ତ୍ତନ ନାହିଁ, 12 ସପ୍ତାହ ବ୍ୟବଧାନରେ ଦ୍ବିତୀୟ ଡୋଜ

ଭ୍ୟାକ୍ସିନର ଦୁଇ ଡୋଜ ନୀତି ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।

8-ଏୟାର ଇଣ୍ଡିଆକୁ ଝଟକା, ଇସ୍ତଫା ଦେଇଥିବା ପାଇଲଟଙ୍କ ପୁନଃନିଯୁକ୍ତି ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଏୟାର ଇଣ୍ଡିଆ ସେବାକୁ ବନ୍ଦ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପାଇଲଟଙ୍କ ଦ୍ବାରା କୋର୍ଟରେ ହୋଇଥିବା ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ।

9-ମହିଳା କ୍ରିକେଟକୁ ଆବଶ୍ୟକତା ରହିଛି ଗଣମାଧ୍ୟମର ସହଯୋଗ: ମିତାଲି ରାଜ

ମହିଳା କ୍ରିକେଟକୁ ଗଣମାଧ୍ୟମ ସହଯୋଗର ଆବଶ୍ୟକତା ରହିଛି କଲେ ଭାରତୀୟ ମହିଳା ଟେଷ୍ଟ ଓ ଦିନିକିଆ କ୍ୟାପଟେନ ମିତାଲି ରାଜ ।

10-ଫ୍ରେଞ୍ଚ ଓପନରୁ ଓହରିଲେ ନାଓମି ଓସାକା

ବିଶ୍ବ ମାନ୍ୟତାର ନମ୍ବର 2 ଜାପାନ ଖେଳାଳି ନାଓମି ଓସାକା ସୋମବାର ଫ୍ରେଞ୍ଚ ଓପନରୁ ଓହରି ଯାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.