ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - taja khabar

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 6, 2021, 12:59 PM IST

1. ଭେଣ୍ଟିଲେଟରରେ ପ୍ରଦୀପ୍ତ; ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ନବୀନ

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତ 24 ଘଣ୍ଟା ହେଲା ତାଙ୍କୁ AIIMS ଭେଣ୍ଟିଲେଟରରେ ରଖାଯାଇଛି ।

2. ଆଜି ପୁଣି ବଢିଲା ତୈଳ ଦର, ଜାଣନ୍ତୁ କେତେ ?

ନିର୍ବାଚନ ଶେଷ ହେଉ ହେଉ ତୈଳ କମ୍ପାନୀମାନେ ଦର ବଢାଇବା ଆରମ୍ଭ କରିଦେଇଛନ୍ତି ।

3. ଲକଡାଉନର ଦ୍ବିତୀୟ ଦିନ, ରାଜଧାନୀରେ ଜୋରଦାର ଚେକିଂ

ଭୟଙ୍କର ହେଉଛି କୋରୋନାର ଦ୍ବିତୀୟ ଲହର । ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟ ସରକାର ଦୁଇ ସପ୍ତାହ ଲକଡାଉନ ଘୋଷଣା କରିଛନ୍ତି ।

4.ବିନା ପଞ୍ଜୀକରଣରେ ଟିକାଦାନ କେନ୍ଦ୍ରକୁ ଆସନ୍ତୁ ନାହିଁ: ବିଏମସି କମିଶନର

ବିନା ପଞ୍ଜୀକରଣରେ ଆସି ଟିକାଦାନ କେନ୍ଦ୍ରରେ ଅଯଥା ଗହଳି ନ କରିବାକୁ କହିଛନ୍ତି ବିଏମସି କମିଶନର ।

5. ଭୂକମ୍ପରେ ଥରିଲା ଆସାମ

ଭୂକମ୍ପରେ ଥରିଲା ଆସାମ । ରିକ୍ଟର ସ୍କେଲରେ ଏହାର ତିବ୍ରତା 3.6 ରେକର୍ଡ ।

6. ବଙ୍ଗରେ ବଢୁଛି ହିଂସା: ଯାଞ୍ଚ ପାଇଁ ପହଞ୍ଚିଲା ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ଟିମ୍

ପଶ୍ଚିମବଙ୍ଗ ମତଦାନ ପରେ ହିଂସା । ତଦନ୍ତ ପାଇଁ ପହଞ୍ଚିଲା ଗୃହ ମନ୍ତ୍ରାଳୟର ସ୍ବତନ୍ତ୍ର ଟିମ୍ ।

7. ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ଅକ୍ସିଜେନ ଯୋଗାଣ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି ।

8. ପୁଣି 4 ଲକ୍ଷ ଟପିଲା ଦୈନିକ ସଂକ୍ରମଣ, 3980 ଜୀବନ ନେଲା କିଲର ଭାଇରସ

24 ଘଣ୍ଟା ମଧ୍ୟରେ 4 ଲକ୍ଷ 12 ହଜାର 262 ଆକ୍ରାନ୍ତ ଚିହ୍ନଟ । 3 ହଜାର 980 ଜଣଙ୍କର ମୁଣ୍ତ ନେଇଛି କିଲର ଭାଇରସ ।

9. ବିମାନରେ 100ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟସେବା ଯୋଗାଇଲା ଭାରତୀୟ ବାୟୁସେନା

ଆଜିଠାରୁ( ଗୁରୁବାର) ସାଧାରଣ ଲୋକଙ୍କ ପାଇଁ ବେଙ୍ଗାଲୁରୁର ଜାଲାହାଲି ବାୟୁ ସେନା ଷ୍ଟେସନରେ 100 ଶଯ୍ୟା ବିଶିଷ୍ଟ କୋଭିଡ ସ୍ବାସ୍ଥ୍ୟସେବା ଆରମ୍ଭ ହେବ ।

10. ବିବାଦୀୟ ବୟାନ ଦେଇ ଫସିଲେ ହାସ୍ୟ ଅଭିନେତା ସୁନୀଲ, ମାମଲା ରୁଜୁ

ନିକଟରେ ଏକ ଭିଡିଓରେ ଦେଶର ଡାକ୍ତରଙ୍କ ଉପରେ ଖରାପ କମେଣ୍ଟ କରିଥିଲେ ସୁନୀଲ । ଏବେ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.