ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ @9PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 10, 2022, 9:21 PM IST

୧. ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ, ୫ ଅଧିକାରୀ ବିଦା

ଦୁର୍ନୀତିଗ୍ରସ୍ତ ବା ଅପାରଗ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଛାଟ । ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

୨. ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ଅଚ୍ୟୁତପୁର ଆରଆଇ

ଖୋର୍ଦ୍ଧା ଜିଲ୍ଲା ଅଚ୍ୟୁତପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଲାଞ୍ଚ ନେଉଥିବା ବେଳେ ବନ୍ଧାହେଲେ କାର୍ଯ୍ୟରତ ଆରଆଇ ଗୌରାଙ୍ଗ ଶବର

୩. ଜିଦରେ ଅଟଳ ଦୁଇ ନିଯୋଗ, ବନ୍ଦ ହେଲା ଲିଙ୍ଗରାଜଙ୍କ ପଇତାଲାଗି ନୀତି

ପୂଜା ପଣ୍ଡା ଓ ବଡ଼ୁ ନିଯୋଗ ମଧ୍ୟରେ ବୁଝାମଣା ଅଭାବରୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ହୋଇଛି । ଲିଙ୍ଗରାଜଙ୍କ ପଇତା ଲାଗି ନୀତି ବନ୍ଦ ରହିଛି ।

୪. ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲା: ୭ ଅଭିଯୁକ୍ତଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ

ବହୁ ଚର୍ଚ୍ଚିତ ପାରାଦୀପ ପୋର୍ଟ ଲାଞ୍ଚ କାରବାର ସିବିଆଇ ଗିରଫ କରି ରିମାଣ୍ଡରେ ନେଇଥିଲା ୭ ଅଭିଯୁକ୍ତଙ୍କୁ ।

୫. ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ଅରେଞ୍ଜ ୱାର୍ଣ୍ଣିଂ ଜାରି

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟତଃ ସମସ୍ତ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ।

୬. Airfare cap ହଟିଲା, ସେପ୍ଟେମ୍ବର ପହିଲାରୁ ଘରୋଇ ବିମାନ ଭଡ଼ା ବଢିବା ଆଶଙ୍କା !

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳାୟର ହଟାଇଲା airfare cap । ଅଗଷ୍ଟ 31 ତାରିଖରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ।

୭. 75th Independence Day: ତେଲେଙ୍ଗାନାର ୫୫୨ଟି ପ୍ରେକ୍ଷାଳୟରେ ପିଲା ଦେଖିବେ ଫିଲ୍ମ ଗାନ୍ଧୀ

ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ତେଲେଙ୍ଗାନାର ୫୫୨ଟି ପ୍ରେକ୍ଷାଳୟରେ ରିଚାର୍ଡ ଆଟ୍ଟେନବୋରୋଙ୍କ ଫିଲ୍ମ "ଗାନ୍ଧୀ" ଦେଖିବାର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।

୮. ଦେଶସେବାରେ ସରିଗଲା ଯୁବାବସ୍ଥା, ୭୫ ବର୍ଷରେ ଶୁଣିଲେ ବାପା ଡାକ

ଦେଶ ସେବା କରି ଅବସର ନେଲା ପରେ ୭୫ ବର୍ଷରେ ସନ୍ତାନ ଲାଭ କଲେ ରାଜସ୍ଥାନର ଅବସରପ୍ରାପ୍ତ ସେନାଅଧିକାରୀ ।

୯. Sunil Bansal: ବଦଳିଲେ ରାଜ୍ୟ ବିଜେପି ପ୍ରଭାରୀ, ସୁନୀଲ ବଂଶଲ ନୂଆ ଇନଚାର୍ଜ

ଦକ୍ଷ ସାଂଗଠନିକ ସଂଗଠକ ସୁନୀଲ ବଂଶଲ (Sunil Bansal ) ଙ୍କୁ ପଦନ୍ନୋତି ଦେଇଛି ଦଳ ।

୧୦. ଭାଇକୁ ବିପଦରୁ ସୁରକ୍ଷା ଦେବ Smart Rakshi, ପ୍ରସ୍ତୁତ କଲେ ଦୁଇ ଇଞ୍ଜିନିୟରିଂ ଛାତ୍ରୀ

ଭାଇର ସୁରକ୍ଷା କରିବ ସ୍ମାର୍ଟ ରାକ୍ଷୀ । ପ୍ରସ୍ତୁତ କଲେ ଉତ୍ତର ପ୍ରଦେଶର କମ୍ପ୍ଯୁଟର ସାଇନ୍ସ ବିଭାଗର ଦୁଇ ଛାତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.