ETV Bharat / bharat

TOP NEWS AT 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 15, 2022, 9:14 PM IST

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1.ରାଜ୍ୟରେ ଖୁବଶୀଘ୍ର 5G ସେବା, କେନ୍ଦ୍ର IT ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା

ପୁରୀରେ ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣର ଆଜି ଉଦଯାପନୀ ଦିବସ । ଆଜି ଶେଷ ଦିବସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ଦଳକୁ କିଭଳି ମଜଭୁତ କରିହେବ ସେ ନେଇ ଟିପ୍ସ ଦେଇଛନ୍ତି

2.ନାମ୍ବିଆରୁ ଚିତାକୁ ଆଣିବ ବାଘ ବିମାନ, ଜନ୍ମଦିନରେ ଜଙ୍ଗଲରେ ଛାଡିବେ ପ୍ରଧାନମନ୍ତ୍ରୀ

ନାମ୍ବିଆରୁ ଭାରତ ଆସୁଛନ୍ତି ୮ ଚିତାବାଘ । ବାଘ ରଙ୍ଗରେ ରଙ୍ଗୀନ ହୋଇଛି ଆଣୁଥିବା ସ୍ବତନ୍ତ୍ର ବିମାନ (Tiger Faced Plane To Fly In Cheetahs)। ଫଟୋ ଟ୍ବିଟ୍‌ କଲେ ଭାରତୀୟ ଉଚ୍ଚାୟୁକ୍ତ

3.ଗୋଟିଏ ଦିନରେ ୧୮ ବୈଠକ, ଲୋକଙ୍କ ପାଇଁ କାମ କଲେ ଥକ୍କା ଲାଗେନି କହିଲେ ନବୀନ

ମୁମ୍ବାଇରେ ଅନୁଷ୍ଠିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଅନେକ ପୁଞ୍ଜିପତିଙ୍କ ସହ ଆଲୋଚନା କରିଥିଲେ

4.ନକଲି ମେଡିସନ କାରବାର, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେପି

ସିଲଭରସିଟିରେ ନକଲି ମେଡିସିନ କାରବାରକୁ ନେଇ ଗର୍ଜିଲା ବିଜେପି । ସ୍ବାସ୍ଥ୍ୟମନ୍ତ୍ରୀ ଓ ମେୟରଙ୍କ ଇସ୍ତଫା ଦାବି କଲା ଦଳ

5.ସରିଲା ଜନଶୁଣାଣି, ପାରାଦ୍ବୀପରେ ହେବ ନାନୋ ସାର କରାଖାନା

ପାରାଦ୍ବୀପରେ ନିର୍ମାଣ ହେବ ନାନୋ ୟୁରିଆ ସାର କାରଖାନା । ପ୍ରସ୍ତାବିତ କାରଖାନାକୁ ଜନଶୁଣାଣିରେ ଅଞ୍ଚଳବାସୀ ସମର୍ଥନ କରିଛନ୍ତି

6.ହାତୀ ଗୋଡାଇବାରୁ ପାହାଡ ଚଢିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ (Elephant in front of trivendra singh rawat convoy)। ଗାଡିରୁ ଓହ୍ଲାଇ ଏକ ବଡ ପଥର ଉପରେ ଅଧଘଣ୍ଟା ନେଲେ ଆଶ୍ରୟ

7.ଆଦିବାସୀଙ୍କ ଅତୁଟ ବିଶ୍ୱାସର ପର୍ବ ଜନାସରଣୀ ପୂଜା, ପ୍ରଥମ ଫସଲ ଖାଏ ଅସୁରୁଣୀ

ରାୟଗଡା ଆଦିବାସୀ ସମ୍ପ୍ରଦାୟର ନିଆରା ପରମ୍ପରା ଓ ଅତୁଟ ବିଶ୍ବାସର କୃଷି ଭିତ୍ତିକ ପର୍ବ ହେଉଛି ଜନାସରଣୀ ବା ଜନାଖାଇ ପୂଜା । ମକା ଫସଲ ଅମଳ ପରେ ଏଠାରେ ଜନାଖାଇ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ମକା ଫସଲକୁ ଜଗି ରହିଥାଏ ଜନାଖାଇ ଅସୁରୁଣୀ ।

8.କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ, କଡା ଆପତ୍ତି ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

କାନାଡା ରାଜଧାନୀ ଟରାଣ୍ଟୋରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ (Hindu Temple demolished In Toronto)। ତୀବ୍ର ଆପତ୍ତି ଉଠାଇଲା ଭାରତ

9.ଦଶନ୍ଧୀର ଯାତ୍ରା ଶେଷ, ଅନ୍ତର୍ଜାତୀୟ ହକିରୁ ନମିତା ଟପ୍ପୋଙ୍କ ଅବସର

ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ମହିଳା ହକି ଅଲମ୍ପିଆନ ନମିତା ଟପ୍ପୋ (Namita Toppo announces retirement) । ଭାରତୀୟ ଦଳରେ ମିଡ୍‌ଫିଲ୍‌ଡର ଭାବରେ ୧୫୦ ମ୍ୟାଚ୍‌ ଖେଳିଛନ୍ତି ନମିତା ଟପ୍ପୋ

10.Rajnath Singh To Meet Prabhas: କ୍ରିଷ୍ଣମ୍‌ ରାଜୁଙ୍କ ପରିବାର ସଦସ୍ୟକୁ ଭେଟିବେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କ୍ରିଷ୍ଣମ୍‌ ରାଜୁ (Veteran actor and former union minister Krishnam Raju) ଙ୍କ ପରିବାର ସଦସ୍ୟକୁ ଭେଟିବେ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.