ETV Bharat / bharat

TOP NEWS AT 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଆଜିର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS AT 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Sep 4, 2022, 9:12 PM IST

୧. Teachers Day: ଶିକ୍ଷକଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଗୁରୁ ଦିବସ ଅବସରରେ ଦେଶର ସମସ୍ତ ଶିକ୍ଷକଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

୨. Jharkhand Crisis: କାଲି ସ୍ବତନ୍ତ୍ର ଅଧିବେଶନ, ଛତିଶଗଡରୁ ରାଞ୍ଚି ଫେରିଲେ ଶାସକ ବିଧାୟକ

ଝାଡଖଣ୍ଡରେ ଆସନ୍ତାକାଲି ସ୍ବତନ୍ତ୍ର ବିଧାନସଭା ଅଧିବେଶନ (Special Assembly Session in Jharkhand)। ଫ୍ଲୋରରେ ବହୁମତ ପରୀକ୍ଷା ଦେବ ସୋରେନ ସରକାର । ରାଞ୍ଚି ଫେରିଲେ ରାୟପୁରର ରିସୋର୍ଟରେ ଥିବା ଶାସକ ମେଣ୍ଟର ବିଧାୟକ

୩. ଓଡିଶା ଭିଜିଲାନ୍ସ ଅଧିକ ସକ୍ରିୟ, 2021ରେ ରାଜ୍ୟରେ ସର୍ବାଧିକ ଆୟବର୍ହିଭୁତ ମାମଲା

ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବକ 2021 ମସିହାରେ ଓଡ଼ିଶା ଭିଜିଲାନ୍ସ ମୋଟ 92ଟି ଆୟବର୍ହିଭୁତ ସମ୍ପତି ଠୁଳ ମାମଲା ରୁଜୁ କରିଛି । ଯାହାକି ସମଗ୍ର ଦେଶରେ ସର୍ବାଧିକ

୪. ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଘଟଣାର ସତ୍ୟତା ଜଣାପଡିବ: ଡିସିପି

ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ଘଟଣା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ତଦନ୍ତ ଆଗେଇବା ନେଇ କଟକ ଡିସିପି ସୂଚନା ଦେଇଛନ୍ତି

୫. ମାଆର ଦଶାହ ଦିନ ଚାଲିଗଲେ ବାପା, ଅସହାୟ ଦୁଇ ଭାଇ ଭଉଣୀ

ଗାଁ ଦାଣ୍ତର ଚାଲିଛି କୋକେଇ ବନ୍ଧା । କାନ୍ଧ ବୋବାଳିରେ ଫାଟି ପଡୁଛି ପରିବେଶ । ପ୍ରିୟ ମଣିଷକୁ ହରାଇ ଭାଙ୍ଗି ପଡିଛି ପୁରା ପରିବାର । ଆଉ ନିଜ ବାପାଙ୍କ ମୃତଦେହ ପାଖରେ ବସିଛନ୍ତି ଦୁଇ ଭାଇ ଭଉଣୀ

୬. ଦିବ୍ୟାଙ୍ଗଙ୍କ ଆଶାର ଆଲୋକ ସାଜିଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର

କେନ୍ଦୁଝର ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ପ୍ରତିଷ୍ଠା ହୋଇଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (Advanced Rehabilitation Centre) । କେନ୍ଦୁଝର ସମେତ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଭିନ୍ନକ୍ଷମମାନଙ୍କୁ ମଧ୍ୟ ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଚିକିତ୍ସା କରାଯାଉଛି

୭. ଆଇରନ ରଡ୍‌ରେ ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ

ଆନ୍ଧ୍ରପ୍ରଦେଶ ବିଜୟୱାଡାରେ ତେଲୁଗୁ ଦେସାମ ପାର୍ଟି (TDP)ର ରାଜ୍ୟ ସମ୍ପାଦକ ତଥା ବିଜୟୱାଡା ପୂର୍ବତନ କର୍ପୋରେଟରଙ୍କୁ ଆକ୍ରମଣ । ଆକ୍ରମଣରେ ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସୂଚନା

୮. Ramon Magsaysay ଆୱାର୍ଡ ନେବାକୁ ମନାକଲେ କେରଳ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ

ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଉଚ୍ଚକୋଟୀର କାର୍ଯ୍ୟ ଲାଗି କେରଳ ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ଶୈଳଜାଙ୍କୁ ମାଗସେସେ ଆୱାର୍ଡ । ମାତ୍ର ଆୱାର୍ଡ ନେବାକୁ ମନା କଲେ ମନ୍ତ୍ରୀ

୯. ଭୋଜିସାରି ଫେରୁଥିବାବେଳେ ଚିଲିକାରେ ବୁଡ଼ିଲା ଡଙ୍ଗା, 2 ନିଖୋଜ

କୃଷ୍ଣପ୍ରସାଦ ବ୍ଳକ ଗମ୍ଭାରୀ କାଳିଜାଇ କୁଦ ନିକଟରେ ଡଙ୍ଗା ବୁଡି 2ଜଣ ନିଖୋଜ

୧୦. ଏସିଆ କପ୍‌ରୁ ବାଂଲାଦେଶ ଆଉଟ୍‌ ପରେ ଟି୨୦ରୁ ମୁସଫିକରଙ୍କ ଅବସର

ବାଂଲାଦେଶ ୱିକେଟ କିପର ମୁସଫିକର ରହିମ ଅନ୍ତର୍ଜାତୀୟ ଟି୨୦ କ୍ରିକେଟରୁ ଅବସର ଘୋଷଣା । ନିକଟରେ ଏସିଆ କପ୍‌ 2022ର ସୁପର 4 ପର୍ଯ୍ୟାରୁ ବାଦ୍‌ ପଡିଥିଲା ବାଂଲାଦେଶ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.