ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 29, 2022, 9:09 PM IST

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM
ବର୍ତ୍ତମାନର ବଡ଼ ଖବର

1.ଫେସବୁକ ପେଜରେ BJD ଠୁ AAPର ଫଲୋଅର୍ସ ଅଧିକ

ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଓଡ଼ିଶାରେ ବି ଦେଖିବାକୁ ମିଳିଛି ଆପ୍‌ର କ୍ରେଜ୍‌ (AAP may contest as main opposition )। ସୋସିଆଲ ମିଡିଆ ପେଜ୍‌ରେ ବିଜେଡିର ଫଲୋଅର୍ସ ସଂଖ୍ୟାଠାରୁ ବଢ଼ିଛି ଆପ୍‌ର ଫଲୋଅର୍ସ ସଂଖ୍ୟା

2.ଗଢା ହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ, ୩ଟି ୟୁନିଟ୍ ସହ ସୃଷ୍ଟି ହେବ ୧୪୪ଟି ପଦବୀ

ଫୋକସରେ ଓଡିଶା ଅଗ୍ନିଶମ ବାହିନୀର ସଶକ୍ତିକରଣ । ଷ୍ଟ୍ରାଇକିଂ ଫାୟାର ଫୋର୍ସକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିପର୍ଯ୍ୟୟ ବେଳେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ ।

3.Odisha Weather, ଆସନ୍ତା ୫ ଦିନ କାଁଭାଁ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି । ଦୁର୍ବଳ ମୌସୁମୀ ଯୋଗୁଁ ଆହୁରି ୪ରୁ ୫ ଦିନ ରାଜ୍ୟରେ କାଁଭାଁ ବିକ୍ଷିପ୍ତ ବର୍ଷା ହେବ

4.2021ରେ ଦୁର୍ଘଟଣା ନେଇଛି 1 ଲକ୍ଷ 73 ହଜାର ଜୀବନ, ଉତ୍ତର ପ୍ରଦେଶରେ ସର୍ବାଧିକ

ଦେଶରେ ବଢିବାରେ ଲାଗିଛି ଟ୍ରାଫିକ ଦୁର୍ଘଟଣା । 2021ରେ ଦୁର୍ଘଟଣା ନେଇଛି 1 ଲକ୍ଷରୁ ଅଧିକ ଜୀବନ । ପୂର୍ବ ବର୍ଷ ଅପେକ୍ଷା 16 ପ୍ରତିଶତ ବଢିଛି ଦୁର୍ଘଟଣାଜନିତ ମୃତ୍ୟୁ ହାର ।

5.ସଇତାନ ବାପା, ପରିବାରର 5 ଜଣଙ୍କୁ ଗଳାକାଟି ହତ୍ୟା କଲା

ସଇତାନ ବାପାର ନାରକୀୟ କାଣ୍ଡ । ଧାରୁଆ ଅସ୍ତ୍ରରେ ଗଳାକାଟି ମା ପତ୍ନୀ ଓ ଶିଶୁଙ୍କୁ ହତ୍ୟା । 5 ଜଣଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ Five people killed in dehradun

6.AICC ଅଧ୍ୟକ୍ଷ ନିର୍ବାଚନ ପାଇଁ ୧୯ରେ ଜାରି ହେବ ବିଜ୍ଞପ୍ତି

ଅକ୍ଟୋବର ୧୭ ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ Congress President Election । ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ନୀରଜ ଡାଙ୍ଗି ।

7.ଚର୍ଚ୍ଚାରେ ଗଡକାରୀଙ୍କ ବୟାନ, କୂଅକୁ ଡେଇଁ ଜୀବନ ହାରିବି ପଛେ କଂଗ୍ରେସକୁ ଯିବିନି

ପୁଣି ଚର୍ଚ୍ଚାରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କ ବୟାନ । କଂଗ୍ରେସକୁ ନେଇ ଏମିତି କହିଲେ ନୀତିନ ଗଡକରୀ

8.ଦିଲ୍ଲୀ ବିଧାନସଭା ମୁଲତବୀ, କେଜ୍ରିଓ୍ବାଲଙ୍କ ଆସ୍ଥା ଭୋଟ ଉପରେ ଆସନ୍ତାକାଲି ଫୈସଲା

ଆଜି ମୁଲତବୀ ରହିଲା ଦିଲ୍ଲୀ ବିଧାନସଭା । ଆସନ୍ତା କାଲି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କେଜ୍ରଓ୍ବାଲଙ୍କ ଆସ୍ଥା ଭୋଟ୍‌ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା Kejriwals vote of confidence

9.ଏସିଆ କପ୍‌ର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ

ଭାରତ ଏସିଆ କପରେ ନିଜର ଦବଦବା ଜାହିର କରି ୭ଥର ଏସିଆ କପ ASIA CUP ଟାଇଟଲ ହାସଲ କରିଛି ।

10.ଫ୍ୟାନ୍ସଙ୍କ ମନ ଜିଣିଲେ କାର୍ତ୍ତିକ ଆର୍ଯ୍ୟନ୍‌, ପାନ ମସଲା ବିଜ୍ଞାପନକୁ କହିଲେ ନା

ଅନ୍ୟ ଅଭିନେତାଙ୍କ ପରେ ଏବେ ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କଲେ ବଲିଉଡ ଷ୍ଟାର୍ କାର୍ତ୍ତିକ ଆର୍ଯ୍ୟନ୍‌। 9 କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ପ୍ରତ୍ୟାଖ୍ୟାନ କରିଛନ୍ତି କାର୍ତ୍ତିକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.