ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM
TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Aug 15, 2022, 9:15 PM IST

1. Flood Fury In Odisha: ଆସନ୍ତା 19ରେ ଆସୁଛି ଆଉ ଏକ ଲଘୁଚାପ, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ(monsoon in Odisha) । ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ । ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (yellow warning alert ) ଜାରି କରାଯାଇଛି l

2. ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ନଈକୂଳିଆ

ଯାଜପୁରରେ ଫୁଲୁଛି ବୈତରଣୀ । ଜିଲ୍ଲାର ଆଖୁଆପଦା, ବଲ୍ଲଭିଘାଟ,ଦଶରଥପୁର ପ୍ରଭୃତି ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀ । ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ଧସି ଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ କଲାଣି । ଏଣୁ ଚିନ୍ତାରେ ନଈକୂଳ ବାସିନ୍ଦା ।

3. Independence Day, ସ୍ପେଶାଲ ଡୁଡଲ୍‌ ମାଧ୍ୟମରେ ଦିବସ ପାଳିଲା Google

ଆଜି ଦେଶ ପାଳୁଛି ୭୬ତମ ସ୍ବାଧୀନତା ଦିବସ । ସ୍ପେଶାଲ ଡୁଡଲ୍‌ ତିଆରି କରି ଏହି ସ୍ମରଣୀୟ ଦିବସକୁ ପାଳିଲା ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ ।

4. ଫୁଲୁଛି ମହାନଦୀ, ଜଗତସିଂହପୁର ଓ ପୁରୀକୁ ବେଶୀ ବିପଦ

ଲଗାଣ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢିବାରେ ଲାଗିଛି । ଏଥିଲାଗି ବଡ଼ ବନ୍ୟା ହେବାର ଆଶଙ୍କା ରହିଥିବାବେଳେ, ଜଗତସିଂହପୁର ଓ ପୁରୀକୁ ବେଶୀ ବିପଦ ବୋଲି କହିଛନ୍ତି SRC ପ୍ରଦୀପ ଜେନା ।

5. ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରଦୀପ ପାଣିଗ୍ରାହୀଙ୍କୁ କଳାପତାକା ପ୍ରଦର୍ଶନ, ବିଜେଡିକର୍ମୀଙ୍କ ସହ ଧସ୍ତାଧସ୍ତି

ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ହଟ୍ଟହଟ୍ଟା ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପ୍ରଦୀପ ପାଣିଗ୍ରାହୀଙ୍କ ଯୋଗ ଦେବାକୁ ନେଇ ବିଜେଡି କର୍ମୀ କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିବା ସହ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଥିଲା ।

6. ଆସାମରେ ପ୍ରତ୍ୟାହାର ହେବ ୧ ଲକ୍ଷ ସାମାନ୍ୟ ଅପରାଧ ମାମଲା

ଆସାମରେ ଏକ ଲକ୍ଷ ସାମାନ୍ୟ ଅପରାଧ ମାମଲା ପ୍ରତ୍ୟାହାର କରିବେ ସରକାର । ସ୍ବାଧୀନତା ଦିବସ ପାଳନ ଅବସରରେ ସମ୍ବୋଧନରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ।

7. ବିଶିଷ୍ଟ ସେବା ପାଇଁ ୨ ଓ ସାହସିକତା ପାଇଁ ୯ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ, ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

୭୬ ତମ ସ୍ବାଧୀନତା ଦିବସ ଅବସରରେ ସାହସିକତା ଓ ଅନ୍ୟାନ୍ୟ କ୍ଷେତ୍ରରେ ସେବା ଲାଗି ୨୯ ଜଣଙ୍କୁ ମିଳିଛି ପୋଲିସ ପଦକ ସମ୍ମାନ ।

8. Azadi Ka Amrit Mahotsava : ଶ୍ରୀନଗର ଲାଲଚୌକରେ ଉଡିଲା ତ୍ରିରଙ୍ଗା

ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା । ଉତ୍ସାହର ସହ ପାଳନ ହେଲା ସ୍ବାଧୀନତା ଦିବସ ।

9. ଫୁଲୁଛି ବୈତରଣୀ, ଭଦ୍ରକରେ ବନ୍ୟା ପରିସ୍ଥିତି

ବଢୁଛି ବୈତରଣୀ ନଦୀର ଜଳସ୍ତର । ଧାମନଗର ଓ ଭଣ୍ଡାରିପୋଖରୀର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

10. Pippa Teaser Release, ଇଶାନଙ୍କ ଫିଲ୍ମରେ 1971 ଭାରତ ପାକିସ୍ଥାନ ଯୁଦ୍ଧର ଝଲକ

ଅଭିନେତା ଇଶାନ ଖଟ୍ଟର ଏବଂ ମୃଣାଳ ଠାକୁରଙ୍କ ଚଳଚ୍ଚିତ୍ର ପିପ୍ପାର ଟିଜର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ର 2 ଡିସେମ୍ବର 2022 ରେ ରିଲିଜ୍‌ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.