ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jun 3, 2022, 9:00 AM IST

1. Brajarajnagar Bypoll: ଭୋଟ ଗଣତି ଆରମ୍ଭ, କଡାକଡି ସୁରକ୍ଷା ବ୍ୟବସ୍ଥା

ଆରମ୍ଭ ହେଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଭୋଟ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଚାଲିଛି ଭୋଟଗଣତି । ପୋଷ୍ଟାଲ ବାଲଟପେପରରେ ଗଣତି ଆରମ୍ଭ ହୋଇଛି । ୨୭୯ଟି ବୁଥ ଥିବାରୁ ୨୦ ରାଉଣ୍ଡ କାଉଣ୍ଟ ହେବ ।

2. ୟୁପିରେ ମୋଦିଙ୍କ ମେଗା ଇଭେଣ୍ଟ, ୮୦ହଜାର କୋଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ଆଜି ଉତ୍ତରପ୍ରଦେଶ ଗସ୍ତ କରି ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi To Visit UP) ।

3. UP Road Accident: ଟ୍ରାକ୍ଟରକୁ ପିଟିଲା ଟ୍ରକ, ୪ ମୃତ ୧୪ ଆହତ

ଉତ୍ତରପ୍ରଦେଶ ଠାକୁରଦ୍ବାର-ମୋରଦାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି ।

4. World Bicycle Day: ଦେଶବ୍ୟାପୀ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ

ଆଜି ଭୁବନେଶ୍ଵର ଓ ପୁରୀଠାରେ ମଧ୍ୟ ସାଇକେଲ ରାଲି ଆୟୋଜିତ ହେବ । ସେ ଦୃଷ୍ଟିରୁ ବିଶ୍ବ ସାଇକେଲ ଦିବସ ଅବସରରେ ଦେଶବ୍ୟାପୀ ସାଇକେଲ ରାଲି ଅନୁଷ୍ଠିତ ହେଉଥିବାବେଳେ ଗୋଟିଏ ଦିନରେ ୧ଲକ୍ଷ ୨୯ ହଜାର ଯୁବ ସାଇକେଲ ଆରୋହୀ ୯. ୬୮ ଲକ୍ଷ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବେ ।

5. ବିଦେଶରୁ ଫେରାଇ ଅଣାଯାଇଥିବା ପ୍ରାଚୀନ ମୂର୍ତ୍ତିକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର

ତାମିଲନାଡ଼ୁ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ପ୍ରାଚୀନ ପ୍ରତିମୂର୍ତ୍ତି ମଧ୍ୟରେ ରହିଛି, ଦ୍ବାରପାଳ, ନଟରାଜ, କଙ୍କଲମୂର୍ତ୍ତି କାଦୟମ, ନନ୍ଦୀକେଶ୍ବର କାଦାୟମ, ଚତୁର୍ଭୂଜ ବିଷ୍ଣୁଙ୍କ ମୂର୍ତ୍ତି, ଶ୍ରୀଦେବୀ, ଶିବ ଓ ପାର୍ବତୀ, ଶିଶୁ ସମ୍ବନ୍ଦରଙ୍କ ଦଣ୍ଡାୟମାନ ମୂର୍ତ୍ତି ଏବଂ ଶିଶୁ ସମ୍ବନ୍ଦରଙ୍କ ମୂର୍ତ୍ତି ଆଦି ।

6. UPSC Result: ବାପା ଠେଲାରେ ଖାଇବା ବିକନ୍ତି, ଝିଅ IAS

ୟୁପିଏସସି 2021ର ଫଳ ପ୍ରକାଶ ପାଇଛି । ପ୍ରକାଶିତ ଫଳରେ ଅଧିକ ଝିଅ ବାଜି ମାରିଛନ୍ତି । ଏଥିରେ ଅନେକ ଉଦାହରଣୀୟ ସଫଳତା ରହିଛି । ସେମିତି ସଫଳତାର କାହାଣୀ ହେଉଛି ରାଜସ୍ଥାନ ଭରତପୁରର ଦିପେଶ କୁମାରୀଙ୍କ କାହାଣୀ ।

7. Movie Samrat Prithviraj: ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ଅକ୍ଷୟଙ୍କ ଫିଲ୍ମ

ଉତ୍ତରାଖଣ୍ଡରେ ଟ୍ୟାକ୍ସ ଫ୍ରି ହେଲା ସୁପପରଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ବୀରାଜ । ମୁଖ୍ୟମନ୍ତ୍ରୀ ଧାମି ଏନେଇ ଘୋଷଣା କରିଛନ୍ତି ।

8. କାଶ୍ମୀରରେ ଥମୁନି Target Killing, 2 ଅଣସ୍ଥାନୀୟ ଶ୍ରମିକଙ୍କୁ ଆତଙ୍କୀଙ୍କ ଗୁଳିମାଡ, ଜଣେ ମୃତ

କାଶ୍ମୀରରେ ଅଣ ସ୍ଥାନୀୟଙ୍କୁ ଆତଙ୍କୀଙ୍କ ଗୁଳିମାଡ । ଜଣେ ମୃତ ଅନ୍ୟଜଣେ ଆହତ । ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କଲା ସେନା ।

9. ଶୀତଳଷଷ୍ଠୀ ଯାତ୍ରା: ସରିଲା ପତରପେଣ୍ତି, ଶନିବାର ଦେବ ଦମ୍ପତିଙ୍କ ବିବାହ

ଆସନ୍ତାକାଲି( ଶନିବାର) ହେବ ଦେବ ଦମ୍ପତିଙ୍କ ବିବାହ । ଗୁରୁବାର ସମ୍ପନ୍ନ ହେଲା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପତରପେଣ୍ଡି ।

10. ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ବେନି ଗାଣ୍ଟଜ । ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ନେଇ ହେଲା ଆଲୋଚନା । ପୂର୍ବରୁ ନିଜ ପ୍ରତିପକ୍ଷ ରାଜନାଥ ସିଂଙ୍କ ସହ ମଧ୍ୟ କରିଥିଲେ ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.