ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 10, 2022, 9:02 PM IST

1. ଓଡ଼ିଶାରେ ରହିବ ନାହିଁ ବାତ୍ୟା ଜନିତ ପବନର ପ୍ରଭାବ: SRC

ବାତ୍ୟା ଅସାନିକୁ ନେଇ ଏସଆରସିଙ୍କ ବଡ ସୂଚନା । ଓଡ଼ିଶାରେ ବାତ୍ୟା ଜନିତ ପବନର ପ୍ରଭାବ ରହିବ ନାହିଁ ବୋଲି ଏସଆରସି କହିଛନ୍ତି ।

2. Gallantry Awards: ପରମ ବିଶିଷ୍ଟ ସେବା ପଦକରେ ସମ୍ମାନିତ ହେଲେ ସ୍ଥଳସେନା ମୁଖ୍ୟ

ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ (General Manoj Pande) ଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ପଦକ(Param Vishisht Seva Medal) ସମ୍ମାନରେ ସମ୍ମାନିତ କରିଛନ୍ତି ।

3. ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଆନ୍ଧ୍ରର ପୂର୍ବତନ ମନ୍ତ୍ରୀ ଗିରଫ

ଦଶମ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଆନ୍ଧପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ନେତା ପି. ନାରାୟଣଙ୍କୁ ଆଜି( ମଙ୍ଗଳବାର) ପୋଲିସ ଗିରଫ କରିଛି ।

4. Ratha yatra 2022: ରଥଖଳା ହାଲଚାଲ, ଅଷ୍ଟମ ଦିନରେ 42ଟି ତୁମ୍ବରେ ଚାଲିଛି ବିନ୍ଧ କାର୍ଯ୍ୟ

ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା। ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରଥଖଳା ।

5. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସରକାର ନିୟମକୁ ଉଲଙ୍ଘନ କରିଛନ୍ତି: ନରସିଂହ ମିଶ୍ର

ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ନେଉ ନାହିଁ । ଗତକାଲି ହାଇକୋର୍ଟରେ ଏଏସଆଇ ପକ୍ଷରୁ ସତ୍ଯପାଠ ଦାଖଲ ପରେ ରାଜନୀତି ବୃଦ୍ଧି ପାଇଛି ।

6. ସ୍ବାମୀଙ୍କ ସହ ED କାର୍ଯ୍ଯାଳୟରେ ହାଜର ହେଲେ IAS ପୂଜା ସିଙ୍ଗଲ

ସ୍ବାମୀଙ୍କ ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) କାର୍ଯ୍ଯାଳୟରେ ହାଜର ହେଲେ ଝାଡଖଣ୍ଡ ଖଣି ସଚିବ IAS ପୂଜା ସିଙ୍ଗଲ । ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରୁ 19 କୋଟି ନଗଦ ଟଙ୍କା ଜବତ ପରେ ହାଜର ହେବା ପାଇଁ ଥିଲା ସମନ ।

7. ରାଜ୍ୟ ସରକାରଙ୍କ ଅହଙ୍କାର, ଏଏସଆଇର ଅବହେଳା ପାଇଁ ଶ୍ରୀମନ୍ଦିର ବିପଦରେ: ବିଜୟ ମହାପାତ୍ର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ଏଏସଆଇର ସତ୍ୟପାଠ ଦାଖଲ ପରେ ରାଜ୍ୟ ସରକାର ଓ ଏଏସଆଇକୁ କଡା ପ୍ରହାର କଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

8. ଇଂରାଜୀ କହିବାରୁ କୁକୁର ଲଗାଇ ଆକ୍ରମଣ ! ଗୁରୁତର ଯୁବକ ହସ୍ପିଟାଲରେ ଭର୍ତ୍ତି

ଦିଲ୍ଲୀର ଏକ ଦୋକାନରେ ଜିନିଷ କିଣିବାବେଳେ ଇଂରାଜୀ କହିବାରୁ କୁକୁର ଲଗାଇ ଆକ୍ରମଣ ଅଭିଯୋଗ ।

9. Cyclone Asani: ଗୋପାଳପୁର ବେଳାଭୂମିରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ, ଦେଖନ୍ତୁ କେମିତି ରହିଛି ଦୃଶ୍ୟ

ବାତ୍ୟା ଅସାନିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କୁ ଗୋପାଳପୁର ବେଳାଭୂମି ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମିକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

10. IPL2022: ଲକ୍ଷ୍ନୌ ବିପକ୍ଷରେ ଟସ ଜିତି ଗୁଜୁରାଟର ବ୍ୟାଟିଂ ନିଷ୍ପତ୍ତି

ଚଳିତ IPL2022 ର 57 ତମ ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ଟସ୍ ଜିତି ଗୁଜୁରାଟର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.