ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ରାତି ୯ଟାର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 7, 2022, 9:06 PM IST

1. Cyclone Update: ଓଡିଶା ଉପକୂଳ ଛୁଇଁବନି ସମ୍ଭାବ୍ୟ ବାତ୍ୟା

ଓଡିଶା ସ୍ଥଳଭାଗ ଛୁଇଁବନି ସମ୍ଭାବ୍ୟ ବାତ୍ୟା, ସୂଚନା ଦେଲା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।

2. ଶାନ୍ତି ଶୃଙ୍ଖଳାରେ ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ଖୁବଶୀଘ୍ର ମୂଲ୍ୟାୟନ ପ୍ରକ୍ରିୟା

ଶେଷହେଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶାନ୍ତି ଶୃଙ୍ଖଳାରେ ପରୀକ୍ଷା ଶେଷ ହୋଇଥିବା କହିଲେ ବୋର୍ଡ଼ ସଭାପତି ।

3. VIRAL VIDEO: ସରିଲା ଦଶମ ବୋର୍ଡ ପରୀକ୍ଷା, ଗୁଆଘିଅ ଗୀତରେ ନାଚିଲେ ଛାତ୍ର

ଗତ ଦୁଇବର୍ଷ ଧରି ମହାମାରୀ କୋରୋନା ଯୋଗୁଁ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଦଶମ ବୋର୍ଡ ପରୀକ୍ଷା ଅନଲାଇନ ମାଧ୍ୟମରେ ହୋଇଥିଲା ।

4. ଦେବାଶିଷଙ୍କ ଗୋହି ଖୋଳିଲେ ଦାମ, ନାଁ ନନେଇ ବିଜେଡି ସୁପ୍ରିମୋଙ୍କୁ ଦେଲେ ଚେତାବନୀ

ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ପାରାଦ୍ବୀପ ଟିକେଟ ଆଶାୟୀ ବୋଲି କହିବା ପରେ ସରଗରମ ହୋଇଛି ବିଜେଡି ରାଜନୀତି । ବର୍ଷୀୟାନ ନେତା ଦାମୋଦର ରାଉତ ପୁଅ ସପକ୍ଷରେ ଯୁକ୍ତି ବାଢିବା ସହ ଖୋଲିଛନ୍ତି ଦେବାଶିଷଙ୍କ ଗୋହି ।

5. ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସାଲୁଜା

ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଜେଡିର ଅଭିଯୋଗ ଉପରେ ବିଜେପିର ପ୍ରତିକ୍ରିୟା । ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି ସେମାନେ ତାଙ୍କ କାମ କରିବେ । ସରକାର କାହିଁକି ଗ୍ୟାସ ଦର ବଢାଉଛନ୍ତି ସେମାନେ ଜାଣନ୍ତି । ମୁଁ କହିପାରିବିନି । ଲୋକେ ତ ଟଙ୍କିକିଆ ଚାଉଳ ଖାଉଛନ୍ତି ଆଉ ସେ ବାବଦରେ ଗ୍ୟାସରେ ପଇସା ଦିଅନ୍ତୁ ।

6. Tajinder Pal Bagga case: ମୋହାଲି କୋର୍ଟ ଜାରି କଲେ ଆରେଷ୍ଟ ଓ୍ବାରେଣ୍ଟ, ମଙ୍ଗଳବାର ଯାଏଁ ସ୍ଥଗିତ ଶୁଣାଣି ରଖିଲେ ହାଇକୋର୍ଟ

ବିଜେପି ନେତା ତାଜିନ୍ଦର ସିଂ ବାଗା ଗିରଫଦାରୀ ମାମଲାର ମୋହାଲି କୋର୍ଟ ଏକ ନୂତନ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି । ଅନ୍ୟପଟେ ହାଇକୋର୍ଟରେ ଦାଏର ହୋଇଥିବା ମାମଲାର ଶୁଣାଣି (ମଙ୍ଗଳବାର) ମେ’ 10କୁ ସ୍ଥଗିତ । ଗତକାଲି ଓ ଆଜି ଶୁଣାଣି ପରେ ମଧ୍ୟ ପ୍ରକାଶ ପାଇପାରିଲାନି ରାୟ ।

7. BJP leader Bagga arrest case: କେଜ୍ରିଓ୍ବାଲଙ୍କ ବାସଭବନ ସାମ୍ନାରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବିଜେପି ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ କେଜ୍ରିଓ୍ବାଲଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । କିଛି କାର୍ଯ୍ୟକର୍ତ୍ତାଙ୍କୁ ଉଠାଇ ନେଲା ପୋଲିସ ।

8. Ratha yatra 2022: ରଥଖଳା ହାଲଚାଲ, 30 ତୁମ୍ବର କାର୍ଯ୍ୟ ଜାରି

ଆସନ୍ତା ଜୁଲାଇ 1 (ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା।

9. IPL 2022: ପଞ୍ଜାବକୁ ହରାଇ ପ୍ଲେ-ଅଫ୍‌ ନିକଟରେ ରାଜସ୍ଥାନ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL 2022) ୫୨ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ ।

10. ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ: ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା

ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ । ତାଙ୍କ ଆଗାମୀ ଚଳଚ୍ଚିତ୍ର Emancipationର ରିଲିଜ୍ ତାରିଖକୁ ବଢାଇ ଦେଇଛନ୍ତି ନିର୍ମାତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.