ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ୍ ନ୍ୟୁଜ

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : May 4, 2022, 9:06 PM IST

1. ଡେନମାର୍କରୁ ପ୍ୟାରିସ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦି

ୟୁରୋପ ଗସ୍ତର ଅନ୍ତିମ ଦିବସରେ ଡେନମାର୍କରୁ ପ୍ୟାରିସ ଅଭିମୁଖେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ । ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ କରିବେ ସାକ୍ଷାତ । ଆଜି ଡେନମାର୍କରେ 4 ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରି କଲେ ଆଲୋଚନା ।

2. ପୁରୀରେ 5T ସଚିବ, ମହାପ୍ରଭୁଙ୍କୁ କଲେ ଦର୍ଶନ

ମହାପ୍ରଭୁଙ୍କୁ ଦର୍ଶନ କଲେ 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ । ଏଥିସହ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିବା ସହ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ଆଲୋଚନା କରିଛନ୍ତି ।

3. ବିଗିଡିଲା ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା, ବୁର୍ଲା ସ୍ଥାନାନ୍ତର

ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ଆଜି(ବୁଧବାର) ତାଙ୍କୁ ଦେବଗଡ ମେଡିକାଲରୁ ବୁର୍ଲା ଭୀମ୍‌ସାରକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

4. ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଲେ IPS ପ୍ରତୀକ ସିଂ

ସପ୍ତମ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ବ ନେଲେ IPS ପ୍ରତୀକ ସିଂ ।

5. ଶହୀଦ ପରିବାରଙ୍କୁ ସହାୟତା ରାଶି ୧୦ଲକ୍ଷକୁ ବୃଦ୍ଧି

ଶହୀଦ ପରିବାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବୀରଗତି ପ୍ରାପ୍ତ ଶହୀଦ ପରିବାରଙ୍କୁ ପ୍ରଦାନ ଅନୁକମ୍ପା ମୂଳକ ସହାୟତା ରାଶିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

6. ମା' ଶାରଳାଙ୍କ ପୀଠରେ ଚନ୍ଦନଯାତ୍ରା, ୨୧ ଦିନ ପର୍ଯ୍ୟନ୍ତ ସ୍ବତନ୍ତ୍ର ନୀତିକାନ୍ତି

ଜଗତସିଂହପୁର ଜିଲ୍ଲାର ଇଷ୍ଟଦେବୀ ମା ଶାରଳାଙ୍କ ପୀଠରେ ଚନ୍ଦନ ଯାତ୍ରା ଅନୁଷ୍ଠିତ । ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ଚନ୍ଦନ ଯାତ୍ରା ୨୧ଦିନ ପର୍ଯ୍ୟନ୍ତ ଚାଲିବ ।

7. WATCH VIDEO: ବର୍ଷାରେ ଭାସିଲା ହାଇଦ୍ରାବାଦ, ଆଣ୍ଠୁଏ ପାଣିରେ ହନ୍ତସନ୍ତ ବାସିନ୍ଦା

ଗତ କିଛି ଦିନ ହେଲା ହାଇଦ୍ରାବାଦରେ ପ୍ରବଳ ଗରମ ଅନୁଭୂତ ହେଉଥିଲା । ହେଲେ ଆଜି ଭୋର ୫ଟାରୁ ଆରମ୍ଭ ହୋଇଥିଲା ନିର୍ଦ୍ଧୁମ ବର୍ଷା । ଯେଉଁଥିରେ ପୁରା ହାଇଦ୍ରାବାଦ ସହର ତାତିରୁ ପାଇଛି ମୁକ୍ତି ।

8. Loudspeaker Row: ବାଲ ସାହେବଙ୍କ ଭିଡିଓ ପୋଷ୍ଟ କଲେ ରାଜ ଠାକରେ

ଲାଉଡସ୍ପିକର ବିବାଦରେ ମହାରାଷ୍ଟ୍ର ସରକାରଙ୍କୁ କ୍ରମାଗତ ଟାର୍ଗେଟ କରିବା ପରେ ଏବେ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ।

9. ଗୁଜୁରାଟ ଉପକୂଳରୁ ପାକିସ୍ତାନୀ ବୋଟ ଜବତ

ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ଅନୁପ୍ରବେଶ । ଗୁଜୁରାଟ ଉପକୂଳର ଭୂଜ ଅଞ୍ଚଳରୁ ପାକିସ୍ତାନୀ ବୋଟ ଜବତ କଲା BSF । ଖସିଗଲେ ପାକିସ୍ତାନୀ ମତ୍ସ୍ୟଜୀବୀ ।

10. IPL 2022: RCB ବିପକ୍ଷରେ ଟସ୍ ଜିତିଲା CSK, ପ୍ରଥମେ ବୋଲିଂ ନିଷ୍ପତ୍ତି

ଚଳିତ IPL ୨୦୨୨ ର 49ତମ ଲିଗ ମ୍ୟାଚ ଆରମ୍ଭ । ଟସ୍ ଜିତି ଚେନ୍ନାଇର ଫଲ୍ଡିଂ ନିଷ୍ପତ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.