ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ଟପ୍‌ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Mar 23, 2022, 9:20 PM IST

1. Banapur Violence Case: ଗୋଟିଏ ନମ୍ବରରେ ଦୁଇଟି କାର

ଚିଲିକା ବହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଦବଙ୍ଗଗିରି ଓ ସେ ଚଢୁଥିବା କାରକୁ ନେଇ ଚର୍ଚ୍ଚା ଥମିବାର ନା ନେଉନାହିଁ ।

2. Lok sabha: ବାଣିଜ୍ୟ କାରବାର ନେଇ କଣ ପ୍ରସ୍ତାବ ଦେଲା ବିଜେଡି ?

ସଂସଦ ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ଆଜି ହେଉଛି ଅଷ୍ଟମ ଦିନ । ବାଣିଜ୍ୟ ଶିଳ୍ପ ମନ୍ତ୍ରଣାଳୟର ଅନୁଦାନ ଉପରେ ଆଜି ଲୋକସଭାରେ ବିତର୍କ ହେଉଛି ।

3. ଓଡିଶାରେ ଅଛନ୍ତି ସବୁଠୁ କମ ବେକାରୀ, ନବୀନଙ୍କୁ ପ୍ରଶଂସାର ସୁଅ

ପ୍ରକାଶ ପାଇଲା CMII ରିପୋର୍ଟ । ଆଉ ରିପୋର୍ଟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା ।

4. Lok Sabha: ଭାରତର ରେକର୍ଡ ରପ୍ତାନୀ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଂଶସା କଲେ ଅପରାଜିତା

ଲୋକସଭାରେ ଆଜି 2022-23 ଆର୍ଥିକ ବର୍ଷ ପାଇଁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ଅଧୀନରେ ଥିବା ଅନୁଦାନ ଉପରେ ଆଲୋଚନା ଏବଂ ଭୋଟ ଗ୍ରହଣ ହୋଇଛି ।

5. ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର'

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୬ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜଣେ ମୁଖ୍ୟଯନ୍ତ୍ରୀ, ୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର ଓ ୨ ଜଣ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୁଖ ଅନ୍ତର୍ଭୁକ୍ତ ।

6. ପୌର ନିର୍ବାଚନ ପାଇଁ ରେଶମ ସହରରେ ବ୍ୟାପକ ପ୍ରସ୍ତୁତି

ଆସନ୍ତାକାଲି(ଗୁରୁବାର) ବ୍ରହ୍ମପୁର ମହାନଗର ନିଗମର ୪୨ଟି ୱାର୍ଡର ୨୫୦ ବୁଥରେ ମତ ସାବ୍ୟସ୍ତ କରିବେ ଭୋଟର । ଏହାକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଆଜି(ବୁଧବାର) ସମସ୍ତ ଭୋଟଦାନ କେନ୍ଦ୍ରରେ ପ୍ରିଜାଇଡିଂ ଅଫିସର ଏବଂ ପୁଲିଂ ଅଫିସର ପହଞ୍ଚି ମତଦାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବେ ।

7. BrahMos missile: ପୁଣି ବଢିଲା ପାକିସ୍ତାନ ଟେନସନ, ଆଣ୍ଡାମାନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ

ଆଣ୍ଡାମାନରେ ସଫଳତାର ସହ ପରୀକ୍ଷଣ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଶୁଭେଚ୍ଛା ଜଣାଇଲେ ବାୟୁସେନା ମୁଖ୍ୟ ।

8. Sri Lanka Economic Crisis: ଭାରତ ମୁହାଁ ଶ୍ରୀଲଙ୍କା ନାଗରିକ, ରାମେଶ୍ବରମରୁ ୬ ଉଦ୍ଧାର

ଶ୍ରୀଲଙ୍କାର ଅର୍ଥନୈତିକ ସଙ୍କଟ ସୃଷ୍ଟି କରିବାରେ ଲାଗିଲାଣି ପଳାୟନ ସମସ୍ୟା । ଭାରତ ମୁହାଁ ଶ୍ରୀଲଙ୍କା ନାଗରିକ। ରାମେଶ୍ବରମ ଉପକୂଳରୁ 6 ଶ୍ରୀଲଙ୍କା ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ।

9. ବିଶ୍ବରେ ସର୍ବାଧିକ କାର୍ଯ୍ୟରତ ମହିଳା ପାଇଲଟ ଭାରତରେ, ସଂଖ୍ୟା 15%ରୁ ଅଧିକ: ସିନ୍ଧିଆ

ଭାରତରେ କାର୍ଯ୍ୟରତ 15 ପ୍ରତିଶତରୁ ଅଧିକ ମହିଳା ପାଇଲଟ । ଅନ୍ୟ ଦେଶ ଠାରୁ ଭାରତରେ ମହିଳା ପାଇଲଟଙ୍କ ସଂଖ୍ୟା ଅଧିକ ଥିବା ନେଇ ଗୃହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସୂଚନା ।

10. Birbhum Violence: ମୋଦିଙ୍କ ଉଦବେଗ, କହିଲେ ଅପରାଧୀଙ୍କୁ କ୍ଷମା ଦେବେ ନାହିଁ ରାଜ୍ୟବାସୀ

ପଶ୍ଚିମବଙ୍ଗର ବୀରଭୂମରେ କାଣ୍ଡରେ ଦୁଖଃ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଉ ପ୍ରଦେଶ ସରକାର।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.