ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ରାତି ୯ର ବଡ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 9PM
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Feb 7, 2022, 9:18 PM IST

1.ଖୋଲିଲା ସ୍କୁଲ, ପିଲାଙ୍କ ଖୁସିରେ ମୁଁ ବି ବହୁତ ଖୁସି: ମୁଖ୍ୟମନ୍ତ୍ରୀ

ପ୍ରାୟ ଦୁଇ ବର୍ଷ ପରେ ଆଜି(ସୋମବାର) ରାଜ୍ୟରେ ସ୍କୁଲ ଖୋଲିଛି। ଅଷ୍ଟମ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ୧୪ ତାରିଖରେ ଖୋଲିବ। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ।

2.PM Modi on president address: କୋରୋନା ପ୍ରଥମ ଲହରରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢାଇଥିଲା କଂଗ୍ରେସ

ଦେଶରେ କୋଭିଡ ପ୍ରଥମ ଲହର ସମୟରେ ପ୍ରବାସୀ ଶ୍ରମିକଙ୍କ ସଙ୍କଟ ବଢାଇଥିଲା କଂଗ୍ରେସ । ଶ୍ରମିକଙ୍କୁ ଅସ୍ଥିର କରି ସେମାନଙ୍କ ସସସ୍ୟା ବଢାଇବା ସହ ଦେଶରେ କୋଭିଡ ସଂକ୍ରମଣ ମଧ୍ୟ କଂଗ୍ରେସ ବଢାଇଥିବା କହିଲେ ପ୍ରଧାନମନ୍ତ୍ରୀ ।

3.PM Speech in Lok sabha: ଦେଶବାସୀ କଂଗ୍ରେସର ଉଦ୍ଦେଶ୍ୟ ବୁଝିସାରିଛନ୍ତି:ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi replies to the debate on the Motion of Thanks to the President's address, in Lok Sabha) ଆଜି (ସୋମବାର) ଲୋସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଜାରି ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ନିଜର ଜବାବ ଦେଉଛନ୍ତି ।

4.Encounter in Awantipora: ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ

ଦକ୍ଷିଣ କାଶ୍ମୀରର ଅବନ୍ତିପୁରାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ । ଜଣେ ଆତଙ୍କୀ ନିପାତ ହୋଇଥିବା ନେଇ ସ୍ଥାନୀୟ ପୋଲିସର ସୂଚନା ।

5.ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା କୋହଳ ଉପରେ ପ୍ରତିକ୍ରିୟା ରଖିଲା ବିଜେପି

ପଞ୍ଚାୟତ ନିର୍ବାଚନ କଟକଣା କୋହଳ ପ୍ରସଙ୍ଗରେ ରାଜ୍ୟ ବିଜେପିର ପ୍ରତିକ୍ରିୟା । ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତିକ୍ରିୟା ।

6.ଲତାଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ: ରେଳମନ୍ତ୍ରୀ

କିମ୍ବଦନ୍ତୀ କଣ୍ଠଶିଳ୍ପୀ ସ୍ବର୍ଗତଃ ଲତା ମଙ୍ଗେଶକରଙ୍କ ସ୍ମୃତିରେ ଉନ୍ମୋଚିତ ହେବ ଡାକ ଟିକେଟ । ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

7.ଲୁଟେରା କହିଲା ଲୁଟର କାହାଣୀ, ଆଗକୁ ବି ଜାରି ରଖିବି ଲୁଟ !

କଟକ ପୋଲିସ ଦ୍ବାରା ଗିରଫ ହେବା ପରେ ଲୁଟେରା କହିଛି ଲୁଟର କାହାଣୀ । ସେ ଜେଲରୁ ବାହାରିବା ପରେ ଏଭଳି ଲୁଟ ପୁଣି କରିବ ବୋଲି କହିଛି ।

8.ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମରହିମଙ୍କୁ ୨୧ ଦିନ ପାରୋଲ

ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜୀବନ ସଜ୍ଜା କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ରାମରହିମଙ୍କୁ ୨୧ ଦିନ ପାରୋଲ । ରହିଛନ୍ତି କୋଟି କୋଟି ସମର୍ଥକ । ପ୍ରଭାବିତ ହୋଇପାରେ ପଞ୍ଜାବ ରାଜନୀତି ।

9.ବଢୁଛି ରାଜା କରଣର ଅଡୁଆ, ଏଯାଏଁ ଦାଏର ହେଲାଣି ୪ ମାମଲା

ସରକାରୀ ଘର ଦେବା ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ରାଜା କରଣକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ସିଏମସି ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ପୋଲିସ ଗ୍ରହଣ କରିଛି ।

10.ଅର୍ଜୁନ କପୁରଙ୍କ ନୂଆ ଯାତ୍ରା ଆରମ୍ଭ, ଫଟୋ ସେୟାର କରି ଗର୍ଲଫ୍ରେଣ୍ଡଙ୍କୁ ଜଣାଇଲେ ଧନ୍ୟବାଦ

ଅଭିନେତା ଅର୍ଜୁନ କପୁରଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ବ୍ୟାୟାମ ଏବଂ ଡାଏଟ ଜଡିତ ଫଟୋ ଏବଂ ଭିଡିଓରେ ପରିପୂର୍ଣ୍ଣ ଥାଏ । ଆଜି ଅଭିନେତା କିଛି ଯୋଗ ଫଟୋ ଅନ୍ୟ ଏକ ସେଟ୍ ସେୟାର କରିଛନ୍ତି ଏବଂ ଏଥିପାଇଁ ଗର୍ଲଫ୍ରେଣ୍ଡ ମଲାଇକା ଅରୋରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.