ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Feb 5, 2022, 9:08 PM IST

1-ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା

ରାଜ୍ୟରେ ଡାକ୍ତରୀ ନାମଲେଖା ପାଇଁ ପ୍ରକାଶ ପାଇଲା ପ୍ରଥମ ତାଲିକା । ପ୍ରଥମ ପର୍ଯ୍ୟାୟରେ 1401 ଜଣଙ୍କର ନାମଲେଖା ପାଇଁ ତାଲିକା ପ୍ରକାଶିତ ପାଇଛି ।

2-ନୂଆ ଭୋଟରଙ୍କୁ ପୌର ନିର୍ବାଚନରେ ସାମିଲ କରାଯାଉ: ବିଜେପି

ପୌର ନିର୍ବାଚନରେ ନୂଆ ଭୋଟରଙ୍କୁ ସାମିଲ କରିବା ପାଇଁ ଦାବି କରିଛି ବିଜେପି ।

3-ଯାଜପୁର ରୋଡ ଷ୍ଟେସନକୁ ବଜେଟରେ ଉପେକ୍ଷା, କ୍ଷୋଭପ୍ରକାଶ କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଯାଜପୁର ରୋଡ ଷ୍ଟେସନକୁ ରେଳ ବଜେଟରେ ଡିଭିଜନ ପ୍ରସ୍ତାବ ଗୃହୀତ ନ ହେବାକୁ ନେଇ କ୍ଷୋଭ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ । ପୁନଃଶ୍ଚ ଏହି ଦାବି ଉପରେ ଦୃଷ୍ଟି ଦେବାକୁ ରେଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ।

4-Panchayat Election: ବାଇକରେ ଷ୍ଟଣ୍ଟ କରି ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥୀ

ବରଗଡ଼ ଜିଲ୍ଲା ପଲସାପାଲି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ବାଇକରେ ଷ୍ଟଣ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ।

5-କଟକଣାରେ ପୂଜା ପାଇଲେ ମା’ ବାଗଦେବୀ

କୋଭିଡ କଟକଣା ମଧ୍ୟରେ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବାଗ୍‌ଦେବୀଙ୍କ ପୂଜା ସମ୍ପନ୍ନ ।

6-ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ, 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୃତ ସାମ୍ବାଦିକଙ୍କ ପରିବାରକୁ 13 ଲକ୍ଷର ସହାୟତା ଘୋଷଣା କଲେ ରାଜ୍ୟ ସରକାର । ସାମ୍ବାଦିକ ପାଣ୍ଠିରୁ 13 ଲକ୍ଷ ପ୍ରଦାନ ନେଇ ଘୋଷଣା ।

7-ବସନ୍ତ ପଞ୍ଚମୀରେ ଶାରଳାଙ୍କ ପୀଠରେ ସ୍ବତନ୍ତ୍ର ନୀତି

ମା’ ଶାରଳାଙ୍କ ମନ୍ଦିରରେ ବସନ୍ତ ପଞ୍ଚମୀ ଅବସରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଏ ଅବସରରେ ମାଙ୍କୁ ମହାସ୍ନାନ ପରେ ମହାସରସ୍ୱତୀ ବେଶରେ ସଜ୍ଜିତ କରାଯାଇଥିଲା।

8-PM Inaugurate Statue of Equality: ରାମାନୁଜାଚାର୍ଯ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପ୍ରତୀକ କହିଲେ ମୋଦି

ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦି । Statue of Equalityର କଲେ ଲୋକାର୍ପଣ । ICRISAT) ର 50ତମ ବାର୍ଷିକୋତ୍ସବକୁ ମଧ୍ୟ କଲେ ସମ୍ବୋଧିତ ।

9-Largest Cricket Stadium: ଜୟପୁରରେ ବିଶ୍ବର ତୃତୀୟ ସର୍ବବୃହତ କ୍ରିକେଟ ଷ୍ଟାଡିୟମ

ଜୟପୁର-ଦିଲ୍ଲୀ ବାଇପାସ୍‌ରେ ଶନିବାର ବିଶ୍ବର ତୃତୀୟ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ଉପ-ସଭାପତି ରାଜୀବ ଶୁକ୍ଲା ଓ ସମ୍ପାଦକ ଜୟ ଶାହ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

10-Under 19 World Cup 2022 final: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି ୧୯ ବର୍ଷରୁ କମ କ୍ରିକେଟ ବିଶ୍ବକପ ଫାଇନାଲ ମୁକାବିଲା । ଇଂଲଣ୍ଡ କ୍ୟାପଟେନ୍‌ ଟମ ପ୍ରେଷ୍ଟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.