ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 23, 2021, 9:13 PM IST

୧. Covid Assistance: ଖୁସି ପ୍ରକାଶ କଲେ Newspaper Hawkers

ଖବର କାଗଜ ବିତରକଙ୍କୁ ସ୍ୱତନ୍ତ୍ର କୋଭିଡ ସହାୟତା

୨. ଯନ୍ତ୍ରଣା ଦେଉଛି Vedanta ! ଧୂଳିଧୂଆଁରେ ଅଣନିଶ୍ବାସୀ ବସନ୍ତପଡା

ଦୁଃଖ ବେଦାନ୍ତ ଦେଉଛି । ଧୂଳି, ଧୂଆଁରେ ଦୂଷିତ ହେଉଛି ପୁରା ପରିବେଶ । ଅଣନିଶ୍ବାସୀ ହୋଇପଡୁଛନ୍ତି କଳାହାଣ୍ତି ବସନ୍ତପଡା ଗ୍ରାମବାସୀ ।

୩. ରାଜଧାନୀରେ ମାତିଛନ୍ତି ପକେଟମାର: ବସରେ ଗହଳି ଦେଖି ଯାତ୍ରୀଙ୍କୁ ଲଗାଉଛନ୍ତି ଚୁନ

ବସରେ ଯାତ୍ରା କରୁଥିଲେ ହୁସିଆର । ହୋଇପାରନ୍ତି ଲୁଟର ଶିକାର। ପକେଟ ମାର ଲୁଟି ପାରନ୍ତି ସର୍ବସ୍ବ । କାରଣ ରାଜଧାନୀରେ ଧରାପଡିଛି ଏମିତି ଏକ ଗ୍ୟାଙ୍ଗ ।

୪. ଓଡିଶାରେ ପ୍ରଥମ: ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା ଲୋଗୋ ଉନ୍ମୋଚିତ

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବ ରାଜ୍ୟସ୍ତରୀୟ ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତା । ଏନେଇ ଉନ୍ମୋଚିତ ହେଲା ଓଡ଼ିଶା ଆନ୍ତଃ ବିଶ୍ଵବିଦ୍ୟାଳୟ ପ୍ରତିଯୋଗିତାର ଲୋଗୋ ।

୫. OBC Reservation Politics: ରାଜ୍ୟ ସରକାର OBC ବିରୋଧୀ କହିଲେ ସୁରଥ ବିଶ୍ବାଳ

ନିର୍ବାଚନରେ ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟ ଦେଇଥିବା ରାୟ ରାଜ୍ୟ ସରକାର ଠିକ୍ ତଥ୍ୟ ଉପସ୍ଥାପନ କରିନଥିବାର ପରିଣତି ବୋଲି ଅଭିଯୋଗ କଲେ ରାଜ୍ୟ OBC ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ

୬. Creative Work From Unused Tires: ଅଦରକାରୀ ଟାୟାରରେ ଆଖି ଖୋସି ହେଲା ଭଳି ଡିଜାଇନ

ରାସ୍ତା କଡରୁ ହେଉ କିମ୍ବା ଗ୍ୟାରେଜ, ସାଇକେଲ-ମୋଟର ସାଇକେଲ ଟାୟାରକୁ ନେଇ ଏବେ ପ୍ରସ୍ତୁତ କରାଯାଉଛି ସୁନ୍ଦର ସୁନ୍ଦର ପ୍ରତିକୃତି । ଏହି ପ୍ରତିକୃତି କୌଣସି କୋରିଗର ନୁହେଁ ବରଂ ଏହାକୁ କରିଛନ୍ତି ବ୍ରହ୍ମପୁରର ସରକାରୀ ଶିଳ୍ପ ପ୍ରତିଷ୍ଠାନର ବିଦ୍ୟାର୍ଥୀମାନେ ।

୭. ଆସନ୍ତା ୨୬ରେ କଂଗ୍ରେସର ସଦଦ୍ଭାବନା ସମାବେଶ

ଆସନ୍ତା ୨୬ ତାରିଖରେ କଂଗ୍ରେସର ସଦଦ୍ଭାବନା ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି ।

୮. OBC Reservation Issue: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ

ଓବିସି ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ରାଜ୍ୟ କଂଗ୍ରେସ ଓବିସି ସେଲ ସଭାପତି ଜ୍ଞାନ ରଞ୍ଜନ ବେହୁରା ପ୍ରତିକ୍ରିୟା ରଖିଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ଗ୍ରହଣ କରି ପାରୁନାହୁଁ କହିଲେ ଜ୍ଞାନ ।

୯. SDJM କୋର୍ଟରେ ହାଜର ଗ୍ୟାଙ୍ଗଷ୍ଟାର ଟିଟୋ, ୬ରେ ଶୁଣାଣି

SDJM କୋର୍ଟରେ ହାଜର ହେଲା ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ ।

୧୦. Cricket Controversy 2021: କ୍ରିକେଟରେ ଛାଇଗଲା ବିବାଦ, ପଦ ପାଇଁ ଫାଟ

ବର୍ଷ 2021ରେ କ୍ରୀଡା ଜଗତର ପିଛା ଛାଡିନଥିଲା ବିବାଦ । ବିଶ୍ବ କପ୍ ଟି-୨୦ (T-20 World Cup) ରେ ପାକିସ୍ତାନ ଠୁ ଭାରତୀୟ କ୍ରିକେଟ ଟିମର ପରାଜୟ ଏବଂ ବିଭାଜିତ ନେତୃତ୍ବ ଖବରର ଶିରୋନାମା ପାଲଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.