ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 5, 2021, 9:06 PM IST

1-Governor Puri Visit: ପୁରୀ ଗସ୍ତରେ ରାଜ୍ୟପାଳ, କାଲି କରିବେ ଜଗା ଦର୍ଶନ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପୁରୀ ଗସ୍ତ । ଆସନ୍ତାକାଲି(ସୋମବାର) ରାଜ୍ୟପାଳ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି ।

2-ଅବପାତରେ ପରିଣତ ହେଲା CYCLONE JAWAD : 9 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ

ପୁରୀର ନିକଟତର ହେଉଛି ସାମୁଦ୍ରିକ ଝଡ଼ (ଜଓ୍ବାଦ) jawad। ପୁରୀରୁ ଦକ୍ଷିଣ ପୂର୍ବରେ 50 କିମି ଦୂରରେ ଜଓ୍ବାଦ ରହିଛି । ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ।

3-ବିପଦକୁ ହାତ ଠାରି ଡାକୁଛି NH 49, ଯାଉଛି ନିରୀହ ଜୀବନ

ଝାରସୁଗୁଡା ଜିଲ୍ଲା ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା । ଏହି ରାସ୍ତା ଦେଇ ଶହ ଶହ ଯାନବାହନ ଯାତ୍ରା କରୁଥିବା ବେଳେ ପ୍ରତିଦିନ ଏଠାରେ କିଛି ନା କିଛି ଦୁର୍ଘଟଣା ଘଟୁଛି ।

4-Panchayat Election: ୩୩ ନିର୍ବାଚନ ମଣ୍ଡଳୀରେ ଆନ୍ଦୋଳନ କରିବ ବିଜେପି

ଆଦିବାସୀଙ୍କ ପ୍ରତି ଅବହେଳା କରୁଛନ୍ତି ରାଜ୍ୟ ସରକାର । ଏହାକୁ ନେଇ 33ଟି ନିର୍ବାଚନ ମଣ୍ଡଳୀ ସହ ଆଦିବାସୀ ଅଞ୍ଚଳରେ ଆନ୍ଦୋଳନ କରିବ ବିଜେପି ଅନୂସୁଚିତ ମୋର୍ଚ୍ଚା ।

5-ମହାରାଷ୍ଟ୍ରରେ ଆଉ ୬ Omicron ଆକ୍ରାନ୍ତ ଚିହ୍ନଟ

ମହାରାଷ୍ଟ୍ରର ପୁଣେରେ ଆଉ ୬ omicron ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୫ ନାଇଜେରିଆ ନାଗରିକ ହୋଇଥିବାବେଳେ ଜଣେ ସ୍ଥାନୀୟ ବାସିନ୍ଦା । ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୮ କୁ ବୃଦ୍ଧି ପରେ ବଢିଲା ଚିନ୍ତା

6-Rajasthan Bjp Executive Meeting: ଶାହଙ୍କ ଦମ୍ଭୋକ୍ତି, ରାଜସ୍ଥାନରେ କ୍ଷମତାକୁ ଫେରିବ ଦଳ

ରାଜସ୍ଥାନ ବିଜେପି ରାଜ୍ୟ କାର୍ଯ୍ୟକରିଣୀକୁ ସମ୍ବୋଧିତ କଲେ କେନ୍ଦ୍ର ଗୃହମନ୍ତ୍ରୀ ଶାହ । କଂଗ୍ରେସକୁ ଟାର୍ଗେଟ କରି ବଖାଣିଲେ କେନ୍ଦ୍ରର ଜନ କଲ୍ୟାଣକାରୀ ଯୋଜନା । କହିଲେ ୨୦୨୩ରେ କ୍ଷମତାକୁ ଫେରିବ ବିଜେପି ।

7-Farooq Abdullah: ଜମ୍ମୁ କାଶ୍ମୀର ଅଧିକାର ପାଇଁ କୃଷକ ଭଳି ତ୍ୟାଗ କରିବାକୁ ପ୍ରସ୍ତୁତ

ଜମ୍ମୁକାଶ୍ମୀରକୁ ତାର ହକ ପାଇଁ କୃଷକ ମାନେ ଯେ ଭଳି ଲଢେଇ କରିଛନ୍ତି ଆମେ ମଧ୍ୟ ସେହିଭଳି ଲଢେଇ କରିବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (National Conference) ସଭାପତି ଫାରୁକ ଅବଦୁଲ୍ଲା (Farooq Abdullah) ।

8-Goa Assembly polls: କ୍ଷମତାକୁ ଆସିଲେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୧୦୦୦ ସହାୟତା ଦେବ AAP

Goa Assembly polls 2022 ପାଇଁ AAPର ବଡ ଘୋଷଣା । କ୍ଷମତାକୁ ଆସିଲେ ମହିଳାଙ୍କୁ ମାସିକ 1000 ଟଙ୍କାର ସହାୟତା ଦେବାକୁ ଘୋଷଣା କଲେ AAP ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ।

9-Bigg Boss 15: ୱିକେଣ୍ଡ କା ବାର୍‌ରେ ନଜର ଆସିଲେ ସାରା
ବିଗ ବସ୍‌-୧୫ର ୱିକେଣ୍ଡ କା ବାର୍‌ରେ ଆଜି(ରବିବାର) ନଜର ଆସିବେ ପଟୌଦି ସାରା । 'ନମସ୍ତେ ଦର୍ଶକୋଁ' କହି ମାରିଥିଲେ ଏଣ୍ଟ୍ରି ।

10-IND vs NZ: ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଭାରତ

ମୁମ୍ବାଇ ଟେଷ୍ଟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ବିଜୟ ଠାରୁ ୫ ୱିକେଟ ଦୂରରେ ଟିମ ଇଣ୍ଡିଆ । ତୃତୀୟ ଦିନର ଷ୍ଟମ୍ପ୍‌ ଅପସାରଣ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଟିମ ୧୪୦ ରନ୍‌ରେ ୫ ୱିକେଟ ହରାଇ ସଂଘର୍ଷ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.