ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9 ପିଏମ

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Sep 19, 2021, 8:51 PM IST

1.ଘରେ ରହିବାକୁ କହିଲା ତାଲିବାନ, ତାତିଲେ ଆଫଗାନି ମହିଳା

ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଘରେ ରହିବାକୁ ତାଲିବାନ ଦେଲା ନିର୍ଦ୍ଦେଶ । ତେବେ ଏହାକୁ ବିରୋଧ କରି ଆଫଗାନି ମହିଳାମାନେ ଆନ୍ଦୋଳନ କରିଥିବା ଜଣାପଡ଼ିଛି ।

2.ହାଇକମାଣ୍ଡ କହିଲେ I am sorry, କ୍ୟାପ୍ଟେନ ଦେଇଦେଲେ ଇସ୍ତଫା

କଂଗ୍ରେସ କଳିର ସମାଧାନ ପରିବର୍ତ୍ତେ ଟିମରୁ କ୍ୟାପ୍ଟେନଙ୍କୁ ଆଉଟ ହୋଇଯିବାକୁ ସଙ୍କେତ ଦେଇଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଇସ୍ତଫା ଦେବା ପରେ ସୋନିଆଙ୍କ ସହ ଫୋନରେ ହୋଇଥିବା କଥାବାର୍ତ୍ତାର ଖୁଲାସା କରିଛନ୍ତି ଖୋଦ କ୍ୟାପ୍ଟେନ ଅମରିନ୍ଦର ।

3.ପାଖଉଛି ପିପିଲି ଲଢେଇ, ୩ ପ୍ରମୁଖ ଦଳର ଜୋରଦାର ପ୍ରସ୍ତୁତି ଆରମ୍ଭ

ପିପିଲି ଉପନିର୍ବାଚନ ପୂର୍ବରୁ କ୍ୟାମ୍ପେନିଂକୁ ଜୋରଦାର କଲେଣି ୩ ପ୍ରମୁଖ ଦଳ। ପିପିଲିବାସୀଙ୍କ ଆସ୍ଥା ଭାଜନ ହେବାକୁ ସମସ୍ତଙ୍କ ଦମ୍ଭୋକ୍ତି ।

4.ACF ମୃତ୍ୟୁ ମାମଲା: ବିଦ୍ୟାଭାରତୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ରାଜ୍ୟରେ ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ମୃତକଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଆସନ୍ତାକାଲି(ସୋମବାର) ହେବ ପଲିଗ୍ରାଫ ଟେଷ୍ଟ ।

5.ପୁଣି ରାଜଧାନୀରେ ପ୍ରବଳ ବର୍ଷା: ଜଳବନ୍ଦୀ ତଳିଆ ଅଞ୍ଚଳ, ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି

ଅସରାଏ ବର୍ଷାରେ ପୁଣି ବେହାଲ ହେଲା ରାଜଧାନୀ । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଓ ଟ୍ରାଫିକ ଛକ ଜଳବନ୍ଦୀ ହୋଇ ରହିଛି ।

6.ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗରେ ଭୂକମ୍ପ ଝଟକା

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଭୂକମ୍ପ । ଅପରାହ୍ନ ସମୟରେ ଜିଲ୍ଲାବାସୀ ଭୂକମ୍ପର ଝଟକା ଅନୁଭବ କରିଥିଲେ ।

7.କେଦାରନାଥ ଯାତ୍ରା ପାଇଁ ବୁକିଂ ଶେଷ, ଜାରି ହୋଇଛି ୧୦ ହଜାର ଇ-ପାସ

ବାବା କେଦରାନାଥ ଧାମ ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଅନ୍ୟତମ । ଏବେ ଧିରେ ଧିରେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଅନୁଯାୟୀ ଦର୍ଶନ କରିବା ତୀର୍ଥଯାତ୍ରୀ ।

8.ଆମାଜନରେ ଆଉ ୩ ଭାଷା; ପଞ୍ଜୀକରଣ କରିପାରିବେ ମାଲାୟାଲମ୍, ତେଲୁଗୁ ଓ ବଙ୍ଗଳା ବିକ୍ରେତା

ଆମାଜନରେ ସାମିଲ ହେଲା ଆଉ ୩ ଭାଷା । ଏଣିକି ମାଲାୟାଲମ୍, ତେଲୁଗୁ ଏବଂ ବଙ୍ଗଳାରେ ନିଜ ବ୍ୟବସାୟ ପଞ୍ଜୀକରଣ କରିପାରିବେ ବିକ୍ରେତା ।

9.ଆଜି ରାଜ୍ୟରୁ ସୁସ୍ଥ ହେଲେ 746 କୋରୋନା ଆକ୍ରାନ୍ତ

ରାଜ୍ୟରୁ ଆଜି ଦିନକରେ 746 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 7ହଜାର 66ରେ ପହଞ୍ଚିଲା ।

10.IPL: ପଛରେ ପଡିବେ ବିରାଟ-ରୋହିତ, ଧୋନି ହେବେ ନମ୍ବର ୧

ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସରେ ୨୦୦ଟି ମ୍ୟାଚରେ ଅଧିନାୟକତ୍ବ କରିବାରେ ପ୍ରଥମ ଖେଳାଳି ହେବେ ମହେନ୍ଦ୍ର ସିଂହ ଧୋନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.