ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - 9ଟା ବେଳର ବଡ଼ ଖବର

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Aug 27, 2021, 9:02 PM IST

1.ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ, ଇ-ଯାନ ପଲିସିକୁ ଗ୍ରୀନ ସିଗନାଲ

ସରିଲା ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ୧୪ ଟି ପ୍ରସ୍ତାବରେ ବାଜିଲା ମୋହର ।

2.ତୃତୀୟ ଲହରକୁ ନେଇ ପ୍ରସ୍ତୁତ ବିଏମସି, ଖୁବଶୀଘ୍ର ଶିଶୁଙ୍କୁ ଦିଆଯିବ ଟିକା

ରାଜ୍ୟରେ ତୃତୀୟ ଲହରକୁ ନେଇ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦ୍ୱିତୀୟ ଡୋଜ ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦିଆଯିବା ସହ ଖୁବଶୀଘ୍ର ଶିଶୁଙ୍କ ଟୀକାକରଣ ହେବ କହିଲେ ବିଏମସି କମିଶନର ସଞ୍ଜୟ ସିଂ ।

3.କାବୁଲ ବିସ୍ଫୋରଣରେ ବିଶ୍ବ ଦୋହଲାଇଥିବା ISIS-K କିଏ ?

ଆଫଗାନିସ୍ତାନ ରାଜଧାନୀ କାବୁଲର ବିମାନବନ୍ଦରରେ ବିସ୍ଫୋରଣ ଘଟଣା ପଛରେ ନିଜ ଆତଙ୍କୀଙ୍କ ହାତ ଥିବା ISIS-K ଦାବି କରିବା ପରେ ଏହି ନାଁକୁ ନେଇ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ ।

4.ଏଯାଏଁ 16 ଲକ୍ଷ ଲୋକ ନେଇ ନାହାନ୍ତି ଦ୍ବିତୀୟ ଡୋଜ, ଆଗରେ ମୟୂରଭଞ୍ଜ

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଦ୍ବିତୀୟ ଡୋଜ ନେବାର ଅବଧି ଅତିକ୍ରମ କରିଗଲାଣି । ଏଣୁ ସମସ୍ତଙ୍କୁ ଯଥାଶୀଘ୍ର ଦ୍ବିତୀୟ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ ।

5.ମାଲକାନଗିରି ପୋଷ୍ଟାଲ ଦୁର୍ନୀତି, ପ୍ରେସମିଟ ଜରିଆରେ ସ୍ପଷ୍ଟୀକରଣ ଦେଲେ ପୋଷ୍ଟାଲ ଡିଜି

ମାଲକାନଗିରି ପୋଷ୍ଟାଲ ଦୁର୍ନୀତି ମାମଲାରେ ପୋଷ୍ଟାଲ ଡିଜିଙ୍କ ପ୍ରେସମିଟ୍ । ମାମଲାର ସିବିଆଇ ତଦନ୍ତ ଆଇନ ଅନୁସାରେ ଚାଲିଥିବା ଦେଲେ ସ୍ପଷ୍ଟୀକରଣ ।

6.କେଜ୍ରିୱାଲଙ୍କୁ ଭେଟିଲେ ସୋନୁ, 'Desh ke Mentors'ର ହେବେ ବ୍ରାଣ୍ଡ ଆମ୍ବାସାଡର

ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସାଡର ହେବେ ଅଭିନେତା ସୋନୁ ସୁଦ ।

7.ନବମ ଶ୍ରେଣୀ ଛାତ୍ର 10th ପାସ୍ ଘଟଣା, ଖୋଳତାଡ କରିବ 3 ଜଣିଆ କମିଟି

ନବମ ଶ୍ରେଣୀ ଛାତ୍ର ଦଶମ ପାସ ହେବା ଘଟଣା । ତଦନ୍ତ ପାଇଁ ଗଠନ ହେଲା 3 ଜଣିଆ କମିଟି । ଏନେଇ ରାୟଗଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

8.Tokyo Paralympics: ଭାବିନା ରଚିବେ ଇତିହାସ, କେଉଁ ରଙ୍ଗର ଆସିବ ପଦକ ?

ପାରାଲମ୍ପିକ୍ସର ଟେବୁଲ ଟେନିସ ଇଭେଣ୍ଟରେ ସେମିଫାଇନାଲକୁ ପ୍ରବେଶ କରି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ପେଡଲର ଭାବିନା ପଟେଲ ।

9.Tokyo Paralympics: ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ଟେକ ଚାନ୍ଦ ନିରାଶ

ପାରାଲିମ୍ପିକ୍ସ ସଟଫୁଟ ଥ୍ରୋ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି । F55 କାଟାଗୋରୀରେ ଭାଗ ନେଇଥିବା ଭାରତ ଟେକ ଚାନ୍ଦ କ୍ୟାରିଅରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ ନକଆଉଟ ପର୍ଯ୍ୟାୟ ପାଇଁ ଯୋଗ୍ୟାତ ହାସଲ କରି ପାରିନାହାନ୍ତି ।

10. କେଉଁ ‘ଭୁଲ’ ପାଇଁ ଅନୁତପ୍ତ ଶିଳ୍ପା ?

ଜୀବନରେ ଆମେ କରୁଥିବା 'ଭୁଲ'କୁ ନେଇ ସୋସିଆଲ ମିଡ଼ିଆରେ କିଛି ସିକ୍ରେଟ ମେସେଜକୁ ଇଙ୍ଗିତ କରୁଥିବା ପୋଷ୍ଟ କରିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଜାଣନ୍ତୁ କ'ଣ ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.