ETV Bharat / bharat

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ୯ଟା ବେଳର ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @9PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Aug 23, 2021, 9:00 PM IST

1.NMP Launch: ଘରୋଇ କ୍ଷେତ୍ରକୁ ମିଳିବ ସରକାରୀ ସମ୍ପତ୍ତି, 6 ଲକ୍ଷ କୋଟି ଆୟ ଲକ୍ଷ୍ୟ

National Monetisation Pipeline (NMP) ନୂତନ ମୁଦ୍ରା ସଂଗ୍ରହ ନୀତି, ପ୍ରୋଗ୍ରାମ ଲଞ୍ଚ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । NMP ଜରିଆରେ 2025 ସୁଦ୍ଧା 6 ଲକ୍ଷ କୋଟି ଲକ୍ଷ୍ୟ ରଖିଛନ୍ତି ସରକାର । ଅଧିକ ପଢନ୍ତୁ...

2.ଘାଟିରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଟପ୍‌ ଆତଙ୍କୀ କମାଣ୍ଡର ନିପାତ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ମୃତ ଆତଙ୍କୀ ଆବାସ ଶେଖ ଲସ୍କରର ଟପ କମାଣ୍ଡର ଥିଲା । ସେହିପରି ଅନ୍ୟ ଜଣେ ଆତଙ୍କୀ ସାକିବ ମଞ୍ଜୁର ବୋଲି ଜଣାପଡିଛି । ଅଧିକ ପଢନ୍ତୁ.

3.ବସୁନ୍ଧରା ସ୍କାମ, 5 ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

କୁଜଙ୍ଗ ତହସିଲ ଅଞ୍ଚଳରେ ସରକାରଙ୍କ ବସୁନ୍ଧରା ଯୋଜନାରେ ହୋଇଥିବା ଜମି ଜାଲିଆତି ମାମଲାରେ 5 ଜଣକୁ ଗିରଫ କଲା ଭିଜିଲାନ୍ସ । ଅଧିକ ପଢନ୍ତୁ...

4.ଆସନ୍ତକାଲି ୫ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି RSS ମୁଖ୍ୟ ମୋହନ ଭାଗବତ

୫ ଦିନିଆ ଓଡିଶା ଗସ୍ତରେ ଆସିବେ ସଂଘ ମୁଖ୍ୟ । ମଙ୍ଗଳବାର ସଂଧ୍ୟାରେ ଭାଗବତ ଭୁବନେଶ୍ବରରେ ପହଞ୍ଚିବେ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

5.5Tରେ ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟରେ ୧୦ଟି ସ୍କୁଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

6.ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ଓଡିଶା ପଛୁଆ, ବର୍ଷିଲେ ବିରୋଧୀ

ସାରା ରାଜ୍ୟରେ ପାନୀୟ ଜଳ ଯୋଗାଣରେ ସରକାର ସକ୍ରିୟ । କିନ୍ତୁ ନୀତି ଆୟୋଗ ରିପୋର୍ଟରେ ଜଳ ପରିଚାଳନାରେ ପଛୁଆ ଓଡିଶା । ବର୍ଷିଲେ କଂଗ୍ରେସ ଓ ବିଜେପି, କହିଲା ପ୍ରକୃତ ମୁଖା ଖୋଲିଛି । ଅଧିକ ପଢନ୍ତୁ...

7.IIT Rape Case: ଅଭିଯୁକ୍ତ ଛାତ୍ରକୁ ‘ରାଜ୍ୟର ଭବିଷ୍ୟତ’ ଦର୍ଶାଇ ଜାମିନ ଦେଲେ ହାଇକୋର୍ଟ

IIT ଗୌହାଟୀ ଛାତ୍ରୀଙ୍କ ସହ ଦୁଷ୍କର୍ମ ମାମଲା । ଅଭିଯୁକ୍ତ ଛାତ୍ରକୁ ଜାମିନ ଦେଲେ ଗୌହାଟୀ ହାଇକୋର୍ଟ । କହିଲେ, ପ୍ରତିଭାବାନ ବିଦ୍ୟାର୍ଥୀ କାରଣରୁ ଏମାନେ ରାଜ୍ୟର ଭବିଷ୍ୟତ ସମ୍ପତ୍ତି । ଅଧିକ ପଢନ୍ତୁ...

8.ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟାର ଏହି କାରଣ କହିଲେ ସଲମାନ ବଟ୍ଟ

ବିଗତ କିଛି ଦିନ ହେଲା ଆହତ ଜନିତ ସମସ୍ୟା ଦେଇ ଗତି କରିଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଯାହାଫଳରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବୋଲିଂ କରିବାରେ ସକ୍ଷମ ହୋଇ ପାରିନଥିଲେ । ହାର୍ଦ୍ଦିକଙ୍କ ଆହତ ସମସ୍ୟାର କାରଣ କହିଲେ ପୂର୍ବତନ ପାକିସ୍ତାନ ଅଧିନାୟକ । ଅଧିକ ପଢ଼ନ୍ତୁ..

9.Tokyo Paralympics: ଉଦଘାଟନୀ ସମାରୋହରେ ପ୍ରଦର୍ଶିତ ହେବ ଆଫଗାନିସ୍ତାନ ଜାତୀୟ ପତାକା

ଦୁର୍ଭାଗ୍ୟବଶତଃ ଆଫଗାନିସ୍ତାନରେ ତାଲିବାନର କବଜା ଯୋଗୁଁ ଏହି ଦେଶର ପାରାଲମ୍ପିଆନମାନେ ଟୋକିଓ ପାରାଲମ୍ପିକ୍ସରେ ଯୋଗ ଦେଇ ପାରିବେ ନାହିଁ । ଆଫଗାନିସ୍ତାନ ସମର୍ଥନରେ ପାରାଲମ୍ପିକ୍ସର ଉଦଘାଟନୀ ସମାରୋହରେ ଆଫଗାନିସ୍ତାନ ଜାତୀୟ ପତାକା ପ୍ରଦର୍ଶନ କରାଯିବ ।

10.'ବଡ଼ ଶତକ ହାସଲ କରିବେ ବିରାଟ କୋହଲି'

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ କୋହଲି ଶତକ ହାସଲ କରିବେ ବୋଲି ଆଶାବାଦୀ ଅଛନ୍ତି ବିରାଟ କୋହଲିଙ୍କ ପିଲାଦିନର ରାଜକୁମାର ଶର୍ମା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.