ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ୯

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

author img

By

Published : Jul 17, 2021, 9:14 PM IST

1.ବାୟୁ ସେନାର ଅଭ୍ୟାସ, ରାଜପଥରେ ଲଢୁଆ ହେଲିକପ୍ଟର ଅବତରଣ

ରାଜସ୍ଥାନର ଜଲପୁରରେ ଜାତୀୟ ରାଜପଥରେ ଭାରତୀୟ ବାୟୁ ସେନା ହେଲିକପ୍ଟରର ସଫଳ ଅବତରଣ ।

2.ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ସାମିଲ ହେବ ହେଭି ମେସିନ ଗନ

ଭାରତୀୟ ସୁରକ୍ଷା ବଳକୁ ମିଳିଲା ନୂଆ ଶକ୍ତି । ନୌସେନା ଓ କୋଷ୍ଟଗାର୍ଡରେ ସାମିଲ ହେବ ୨୫ ଅତ୍ୟାଧୁନିକ ହେଭି ମେସିନଗନ ।

3.2 ଥର ସଂକ୍ରମିତ ହେଲେ ଗୁରୁତର ହେଉଛନ୍ତି ରୋଗୀ: ସ୍ବାସ୍ଥ୍ୟ ବିଶେଷଜ୍ଞ

ଦୁଇ ଥର ସଂକ୍ରମିତ ହେଉଥିବା ରୋଗୀ ଗୁରୁତର ହେଉଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ବିଜୟ ମହାପାତ୍ର ।

4.ସୋମବାର ଠୁ ଗଡ଼ିବ ଘରୋଇ ବସ

ସରକାରଙ୍କ ନିକଟରେ ଯେଉଁ ଦାବି ରହିଥିଲା ତାହା ସଫଳ ହେଲା ପରେ ସୋମବାର ଠୁ ରାଜ୍ୟରେ ଘରୋଇ ବସ ଚଳାଚଳ ପାଇଁ ବସ୍‌ ମାଲିକ ସଂଘର ନିଷ୍ପତ୍ତି ।

5.OSWAN ଅପ-ଗ୍ରେଡେସନକୁ କ୍ୟାବିନେଟ ଅନୁମୋଦନ, ଖର୍ଚ୍ଚ ହେବ ୩୩୨.୦୯ କୋଟି

କ୍ୟାବିନେଟ ବୈଠକରେ ଓଡିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱାର୍କ( OSWAN ) ପ୍ରକଳ୍ପର ଅପ-ଗ୍ରେଡେସନକୁ ଅନୁମୋଦନ । ରାଜ୍ୟକୁ ଏକ ମୌଳିକ ସୂଚନା ପ୍ରଯୁକ୍ତିବିଦ୍ୟା ଭିତ୍ତି ଯୋଗାଇବା ପାଇଁ OSWAN ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ।

6.୨୨୪୪ ଜଣ ଦଶମ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା

୨୨୪୪ ଜଣ ଦଶମ ଛାତ୍ରଛାତ୍ରୀ ଅଫଲାଇନରେ ପରୀକ୍ଷା ଦେବେ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ।

7.Jio TVରେ ପ୍ରସାରିତ ହେବ ଅମରନାଥଙ୍କ ଲାଇଭ ଆରତୀ, ଅନଲାଇନ ବୁକିଂରେ ଭକ୍ତ କରିପାରିବେ ଭର୍ଚ୍ଚୁଆଲ ଦର୍ଶନ

ଜିଓ ଟିଭିରେ ଉପଲବ୍ଧ ହେବ ଅମରନାଥଙ୍କ ଲାଇଭ ଆରତୀ । ଅନଲାଇନ ବୁକିଂରେ ଭକ୍ତ କରିପାରିବେ ଭର୍ଚ୍ଚୁଆଲ ଦର୍ଶନ । କରିବାକୁ ପଡିବ ଅଗ୍ରୀମ ବୁକିଂ।

8.ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ 24 MH -୬୦ ରୋମିଓ ହେଲିକପ୍ଟର

ଭାରତୀୟ ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ ଦୁଇ ଅତ୍ୟାଧୁନିକ ୨୪ ଏମଏଚ -୬୦ ରୋମିଓ ହେଲିକପ୍ଟର । ଆସନ୍ତା ବର୍ଷ ମଧ୍ୟ ଭାଗରେ ସାମିଲ ହେବା ନେଇ ସୂଚନା।

9.3RD WAVE CORONA: ସମ୍ଭାବ୍ୟ ତୃତୀୟ ଲହର, ଘରେ ରଖନ୍ତୁ ଏହି ୧୦ଟି ଜିନିଷ

ସାରା ବିଶ୍ବରେ ଦ୍ବିତୀୟ ଲହରର କୋପ କମୁଥିବା ବେଳେ ମାଡି ଆସୁଛି ମହାମାରୀର ତୃତୀୟ ଲହର । ତେବେ ଏଥିଲାଗି ପୂର୍ବ ପ୍ରସ୍ତୁତି ଆବଶ୍ୟକ ।

10.ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ମଞ୍ଜୁଳା, ଆଜି ପ୍ରାଥମିକ ଅସ୍ତ୍ରୋପଚାର ଶେଷ

ସାପ କାମୁଡାରେ ଆହତ ହୋଇଥିବା ନବରଙ୍ଗପୁର ଜିଲ୍ଲା ମଞ୍ଜୁଳାର ପ୍ରାଥମିକ ଅସ୍ତ୍ରୋପଚାର ଏସସିବି ମେଡିକାଲରେ ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.