ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ 9 ପିଏମ

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 7, 2021, 9:03 PM IST

1.ମୋଦି ମନ୍ତ୍ରୀମଣ୍ଡଳର ମେଗା ବିସ୍ତାର; 15 କ୍ୟାବିନେଟ, 28 ରାଷ୍ଟ୍ରମନ୍ତ୍ରୀଙ୍କ ଶପଥ

ବୁଧବାର ବଦଳିଯାଇଛି ମୋଦିଙ୍କ ଟିମ । କେନ୍ଦ୍ର କ୍ୟାବିନେଟର ହୋଇଛି ବିସ୍ତାର(Modi Cabinet Expansion) । 43 ମନ୍ତ୍ରୀ ନେଇଛନ୍ତି ପଦ ଓ ଗୋପନୀୟତାର ଶପଥ । ଏହାପରେ ମୋଦି କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ହୋଇଛି 77 ।

2.Cabinet Reshuffle: ମୋଦିଙ୍କ ନୂଆ ଟିମ୍‌ରେ ମହିଳା ବ୍ରିଗେଡ

ମହିଳାଙ୍କ ଭାଗିଦାରୀକୁ ବିଶେଷ ଧ୍ୟାନ ଦିଆଯାଇ କରାଯାଇଛି କେନ୍ଦ୍ର କ୍ୟାବିନେଟ ବିସ୍ତାର(Cabinet Reshuffle) । ନାରୀ ସଶକ୍ତିକରଣ ଉପରେ ଜୋର ଦେଇଆସୁଥିବା ମୋଦି ସରକାର ଏଥର ବି ନିଜ ମନ୍ତ୍ରୀମଣ୍ଡଳରେ ମହିଳାଙ୍କୁ ଦେଇଛନ୍ତି ଏଣ୍ଟ୍ରି ।

3.ମୋଦି କ୍ୟାବିନେଟରେ ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ

ମୋଦି କ୍ୟାବିନେଟରେ ସାମିଲ ହୋଇଛନ୍ତି ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡୁ । ମନ୍ତ୍ରୀପଦର ଶପଥ ନେଇଛନ୍ତି ବିଶେଶ୍ବର ।

4.ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି, ଶିଶୁଙ୍କ ଲାଗି ରହିଛି 3 ହଜାର ଶଯ୍ୟା

ରାଜ୍ୟରେ କୋରୋନା ରୋଗୀଙ୍କ ନିମନ୍ତେ ଉପଲବ୍ଧ ବେଡ୍ ୯୦ ପ୍ରତିଶତ ଖାଲି ରହିଛି । ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ଲାଗି ୬00 ଆଇସିୟୁ ସଂଯୁକ୍ତ 3 ହଜାର ବେଡ୍ ବନ୍ଦୋବସ୍ତ କରାଯାଇଛି ।

5.ଉପାନ୍ତ ଅଞ୍ଚଳରେ ପାଠ ପଢାଇବେ ‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’ ଛାତ୍ରଛାତ୍ରୀ

ଅନଲାଇନ ଶିକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଗଣଶିକ୍ଷା ବିଭାଗର ନୂଆ ଯୋଜନା । ଇଣ୍ଟରନେଟ ନଥିବା ଉପାନ୍ତ ଅଞ୍ଚଳରେ ଗୁଡ଼ିକରେ ଘରକୁ ଘର ବୁଲି ପାଠ ପଢାଇବେ ‘‘ଡିପ୍ଲୋମା ଏଲିମେଣ୍ଟାରୀ ଏଜୁକେଶନ’’ ଛାତ୍ରଛାତ୍ରୀ ।

6.ରଜୌରୀ ସେକ୍ଟରରେ ଅନୁପ୍ରବେଶକାରୀକୁ ନିପାତ କଲା ସେନା

ଜମ୍ମୁ କାଶ୍ମୀରର ରଜୌରୀ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ ବେଳେ ଗୁଳିମାଡ କରିଛି ସେନା ।

7.ଅଶ୍ବିନୀ ବୈଷ୍ଣବ ହେଲେ କେନ୍ଦ୍ରମନ୍ତ୍ରୀ, କଣ ତାଙ୍କ ରାଜନୈତିକ ପୃଷ୍ଠଭୂମି...ଜାଣନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଡ୍ରିମ ଟିମରେ ଓଡିଶାରୁ 2 ଜଣ ସ୍ଥାନ ପାଇଛନ୍ତି । ତେବେ ପୂର୍ବ ଚର୍ଚ୍ଚା ଅନୁସାରେ ଅଶ୍ବିନୀଙ୍କୁ ମୋଦିଙ୍କ ଟିମରେ ମିଳିଛି ସ୍ଥାନ ।

8.ପିଏମ ଆବାସ ଯୋଜନାରେ ସ୍ବଚ୍ଛତା ପାଇଁ ସମୀର ମହାନ୍ତିଙ୍କ ମନ୍ତବ୍ୟରେ ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ମନ୍ତବ୍ୟରେ କଂଗ୍ରେସ ନେତା ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା ।

9.ଲୁଚକାଳି ଖେଳୁଛି ମୌସୁମୀ, 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ରାଜ୍ୟରେ ଲୁଚକାଳି ଖେଳୁଛି ମୌସୁମୀ । 15 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ବାକି 15 ଜିଲ୍ଲାରେ ବର୍ଷାର ପରିମାଣ ସ୍ବାଭାବିକ ରହିଛି ।

10.TOKYO OLYMPIC: ରାଜ୍ୟପାଳ କହିଲେ ବିଶ୍ବ ବିଜୟୀ ହୁଅ ଦୂତୀ

ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧିତ କରିବା ସହ Tokyo Olympics ପାଇଁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.