ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ଗୁରୁତ୍ବପୂର୍ଣ୍ଣ ଖବର
ଗୁରୁତ୍ବପୂର୍ଣ୍ଣ ଖବର
author img

By

Published : Jun 16, 2021, 9:01 PM IST

1-4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦେଶକଙ୍କ ପଦକ ସମ୍ମାନ

4 ଆରପିଏଫ୍ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକଙ୍କ ପଦକ ସମ୍ମାନରେ ସମ୍ମାନିତ କରାଯାଇଛି ।

2-Bloomberg-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ୫୦ ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତବର୍ଷ ୯୯ଟି ଦେଶ ଭାଗ ନେଇଥିବାବେଳେ, ରାଉରକେଲା ସହର ଚୂଡ଼ାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି ।

3-ଜୁଲାଇ ୨୫ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର

ଜୁଲାଇ ୨୫ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର । ଏଥର ବି ବିନା ଭକ୍ତରେ ହେବ ଦେବସ୍ନାନ ପୂର୍ଣ୍ଣମୀ ।

4-ମହିଳାଙ୍କୁ ବିଧାୟକ ବଦ୍ରୀ ପାତ୍ରଙ୍କ ପୁଅଙ୍କ ଧମକ ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କେନ୍ଦୁଝର ଘଷିପୁରାର ଜଣେ ମହିଳାଙ୍କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରୀ ନାରାୟଣ ପାତ୍ରଙ୍କ ପୁଅ ଧମକ ଦେଇଥିବା ଅଭିଯୋଗ ହୋଇଛି ।

5-ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଖରିଫ ଫସଲ ଋଣ ଯୋଗାଣକୁ ତ୍ବରାନ୍ବିତ କରିବା ପାଇଁ ସମବାୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

6-ବୁଧବାର ରାଜ୍ୟରୁ 5579 ଜଣ ଆକ୍ରାନ୍ତ ସୁସ୍ଥ

ବୁଧବାର ରାଜ୍ୟରେ 5579 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧାରୁ 595 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

7-୨୧ ବର୍ଷ ତଳର ହତ୍ୟାକାଣ୍ଡ ରହସ୍ୟ ଖୋଲିବାକୁ କମିଶନରେଟ ପୋଲିସର ତତ୍ପରତା

ମିଳୁନି ହତ୍ୟାକାରୀ କି ହତ୍ୟାକାଣ୍ଡର ରହସ୍ୟ । ୨୦୦୦ରୁ ୨୦୨୧ ମସିହା ପର୍ଯ୍ୟନ୍ତ କିଛି ରହସ୍ୟମୟ ହତ୍ୟାକାଣ୍ଡର ଗୁମର ଖୋଜୁଛି ପୋଲିସ ।

8-ନକଲି ଔଷଧ କାରବାରରେ କ୍ରାଇମବାଞ୍ଚକୁ ତଦନ୍ତର ନାହିଁ ଅଧିକାର

ନକଲି କୋଭିଡ଼ ଔଷଧ କାରବାର ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ପାଇଁ କୌଣସି ଅଧିକାର ନଥିବା କହିଛନ୍ତି ଆଇନଜୀବୀ ।

9-ଖଣି ମାମଲାରେ ବିଜେପିକୁ ମିଳିଲା କଂଗ୍ରେସର ସମର୍ଥନ

ରାଜ୍ୟରେ ଖଣି ମାମଲାକୁ ନେଇ ରାଜ୍ୟ ବିଜେପି ଆଣିଥିବା ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ନବୀନ ସରକାର ଖଣି ଦୁର୍ନୀତିରେ ସଂପୃକ୍ତ ବୋଲି କଂଗ୍ରେସ କହିଛି ।

10-ଶ୍ରୀମନ୍ଦିରର ଚାରୋଟି ଦ୍ବାର ହେବ ରୂପାଛାଉଣୀ

ଶ୍ରୀମନ୍ଦିର ରୂପାଦ୍ବାର ଛାଉଣୀ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.