ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jun 5, 2021, 9:11 PM IST

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ....

ନଜର ପକାନ୍ତୁ TOP NEWS@9PMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ.

1-Oxygen: ଅକ୍ସିଜେନ କନସେନଟ୍ରେଟର ପାଇଁ ହେବ ଆପ

ଅକ୍ସିଜେନ କନସେନଟ୍ରେଟର ପାଇଁ ହେବ ଆପ ବ୍ୟବସ୍ଥା । ସୂଚନା ଦେଲେ ବିଏମସି କମିଶନର ।

2-ଶସ୍ତାରେ ମିଳିବ Vaccine, 400 ରୁ 500 ଟଙ୍କାରେ ମିଳିବ ଦୁଇଟି ଡୋଜ

ହାଇଦ୍ରାବାଦରେ 'ବାୟୋଲଜିକାଲ E' କମ୍ପାନୀ କୋରବେଭ୍ୟାକ୍ସ(Corbevax) ଟିକା ପ୍ରସ୍ତୁତ କରୁଛି ।

3-ରାଜଧାନୀର ଗହଳି ଅଞ୍ଚଳରେ କରାଯିବ COVID TEST

ରାଜଧାନୀରେ ଲକଡାଉନର ସୁଫଳ ଦେଖିବାକୁ ମିଳୁଛି । ପଜିଟିଭ ରେଟ ଖସି ଆସିଛି ।

4-18 ରୁ 44 ବର୍ଷ ବୟସର ବ୍ୟକ୍ତିଙ୍କୁ ଖୁବଶୀଘ୍ର ମିଳିବ ଟିକା: ବିଏମସି କମିଶନର

ରାଜଧାନୀରେ ଆଗେଇ ଚାଲିଛି ଟୀକାକରଣ। ଜୁନ 4 ତାରିଖରୁ ଏବେ ପର୍ଯ୍ୟନ୍ତ ଭୁବନେଶ୍ୱରରେ 8 ଲକ୍ଷ 57, 330 ଡୋଜ ଦିଆଯାଇଛି ।

5-Vaccination: ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ଏନେଇ ପ୍ରକ୍ରିୟା ଆରମ୍ଭ କରିବ ଭୁବନେଶ୍ବର ମହାନଗର ନିଗମ ।

6-24 ଘଣ୍ଟାରେ ରାଜ୍ୟରେ ଆଉ 7616 ଆକ୍ରାନ୍ତ ସୁସ୍ଥ

ରାଜ୍ୟରେ 24 ଘଣ୍ଟାରେ 7616 କୋଭିଡ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ 732018 ରୋଗୀ ସୁସ୍ଥ ହେଲେଣି ।

7-ଦ୍ବିତୀୟ କୋରୋନା ଲହରରେ ପ୍ରାଣ ହରାଇଲେଣି 646 ଡାକ୍ତର

ଦେଶରେ ଦଖାଯାଇଥିବା କୋଭିଡର ଦ୍ବିତୀୟ ଲହରରେ ଏ ପର୍ଯ୍ୟନ୍ତ ପ୍ରାଣ ହରାଇଲେଣି 6 ଶହ 64 ଡାକ୍ତର । ତଥ୍ୟ ରଖିଲା ଆଇଏମଏ ।

8-ମୋହନ ଭାଗବତଙ୍କ ସମେତ ବହୁ RSS ନେତାଙ୍କୁ ବ୍ଲୁ ଟିକ ଫେରାଇଲା ଟ୍ବିଟର

କେନ୍ଦ୍ରର କଡା ପଦକ୍ଷେପ ପରେ ମୋହନ ଭାଗବତ ସମେତ ବହୁ ଆରଏସଏସ ନେତାଙ୍କ ବ୍ଲୁ ଟିକ ଫେରାଇଲା ଟ୍ବିଟର ।

9-ଫ୍ରେଞ୍ଚ ଓପନ: ଚତୁର୍ଥ ରାଉଣ୍ଡରେ ବିଶ୍ବ ନଂ1 ଜୋକଭିକ

ଚଳିତ ଫ୍ରେଞ୍ଚ ଓପନର ଚତୁର୍ଥ ରାଉଣ୍ଡରେ ଶନିବାର ପ୍ରବେଶ କରିଛନ୍ତି ବିଶ୍ବ ଟେନିସ ମାନ୍ୟତାର ନମ୍ବର 1 ଖେଳାଳି ନୋବାକ ଜୋକୋଭିକ ।

10-ନିଶାଙ୍କ ସମର୍ଥନରେ ବାହାରିଲେ ସୀତା

ଏବେ ଚର୍ଚ୍ଚାରେ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.