1-କୋଭିଡ ମୁକାବିଲା ପାଇଁ ଏକଜୁଟ ବିରୋଧୀ, ପ୍ରଧାନମନ୍ତ୍ରୀଙ୍କୁ 12 ଦଳର ନେତାଙ୍କ ଚିଠି
କୋରୋନାର ମୁକାବିଲା ପାଇଁ 12 ପ୍ରମୁଖ ବିରୋଧୀ ଦଳ ପ୍ରଧାନମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି ।
2-25 ଲକ୍ଷ ଡୋଜ ଟିକା ସହ ଚିକିତ୍ସା ସାମଗ୍ରୀ ଦାବି କଲା ଓଡିଶା
3-1.5 ଲକ୍ଷ DRDO ଅକ୍ସିକେୟାର ସିଷ୍ଟମ କିଣିବେ ସରକାର, ପିଏମ କେୟାରରୁ ହେବ ଖର୍ଚ୍ଚ
4-24 ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହେଲେ ଆଉ 8547 କୋରୋନା ଆକ୍ରାନ୍ତ
5-ପିଡିଏସ ଚାଉଳ ବଣ୍ଟନ ବେଳେ ବାୟୋମେଟ୍ରିକ ମେସିନ ବ୍ୟବହାର ବନ୍ଦ ହେଉ: କଂଗ୍ରେସ
ବାୟୋମେଟ୍ରିକ ମେସିନ ବ୍ୟବହାର ହେଲେ କୋରୋନା ସଂକ୍ରମଣ ଆହୁରି ବଢିବ ।
6-୨୪ ଘଣ୍ଟାରେ କାଳବୈଶାଖୀ, ୨ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରକୋପ ଜାରି ରହିବ । ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ ।
7-ହାଇସିକ୍ୟୁରିଟି ଜୋନରେ ମାତିଲେ ଚୋର, ପୋଲସରା ବିଧାୟକଙ୍କ ଘରୁ ଲୁଟିଲେ ସର୍ବସ୍ବ
ତାଲାବନ୍ଦ ବେଳେ ତାଲା ଭାଙ୍ଗି ପଶିଲେ ଚୋର । ହାଇସିକ୍ୟୁରିଟି ଜୋନରେ ଲୁଟି ନେଲେ ସର୍ବସ୍ବ ।
8-ନିୟମକୁ ଫୁ, ନ୍ୟାୟ ପାଇଁ ସିପିଙ୍କୁ ଦେଖା କରିବାକୁ ବୃଦ୍ଧଙ୍କ ୫ କି.ମି ସାଇକେଲ ଯାତ୍ରା
ବରିଷ୍ଠ ନାଗରିକଙ୍କୁ ପୋଲିସ କରୁଛି ହଇରାଣ । ୫ କି.ମି ଅତିକ୍ରାନ୍ତ କରି ପୋଲିସ ସେବା ଭବନକୁ ଆସିଥିବା ୬୯ ବର୍ଷିୟ ଜଣେ ବ୍ୟକ୍ତି କରିଛନ୍ତି ଅଭିଯୋଗ ।
9-ବିଏମସି କମିଶନର ହେଲେ ସଞ୍ଜୟ; ପ୍ରମୋସନ ନା ଡିମୋସନ ?
1997 ବ୍ୟାଚର ଆଇଏଏସ ଅଫିସର ସଞ୍ଜୟଙ୍କୁ କମିଶନର ଭାବେ ନିଯୁକ୍ତି ଅନେକ ସନ୍ଦେହ ସୃଷ୍ଟି କରିଛି ।
10-5 ଦିନରେ କୋରୋନାକୁ ମାତ ଦେଲା ନବଜାତ