ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Apr 27, 2021, 9:14 PM IST

1-ଲଞ୍ଚ ହେଲା ଇଟିଭି ବାଲ୍ୟ ଭାରତ: ଉଦଘାଟନ କଲେ ଚେୟାରମ୍ୟାନ ରାମୋଜୀ ରାଓ

ଲଞ୍ଚ ହେଲା ଓଡିଆ ଭାଷାରେ ସର୍ବ ପ୍ରଥମ କାର୍ଟୁନ ଚ୍ୟାନେଲ ‘ଇଟିଭି ବାଲ୍ୟ ଭାରତ ’ । ମାତୃଭାଷାରେ ଏହି ଚ୍ୟାନେଲର ପ୍ରସାରିତ ହେଉଛି ଆକର୍ଷଣୀୟ, କୌତୁଳହଳପୂର୍ଣ୍ଣ , ମଜାଦାର ଆନିମେସନ, ଲାଇଭ ଆକ୍ସନ, ଇଣ୍ଟ୍ରେଷ୍ଟିଙ୍ଗ କଣ୍ଟେଣ୍ଟ ।

2. ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ

ଓଡ଼ିଆ ସାହିତ୍ୟ ଜଗତର ବେତାଜ ବାଦଶାହ ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତ

3. କୋଭିଡ ସ୍ଥିତି ସମୀକ୍ଷା କଲେ ନବୀନ, କଟକଣା ମାନିବାକୁ ଅପିଲ୍

ରାଜ୍ୟର କୋରୋନା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସ୍ଥିତିର ସମୀକ୍ଷା କରି ଏହାର ଦୃଢ଼ ମୁକାବିଲା ପାଇଁ ଯୋଜନାବଦ୍ଧ ଭାବେ କାମ କରିବାକୁ ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । କୋରୋନା କଟକଣାକୁ ମାନିବାକୁ ଲୋକଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ।

4. ‘ମୁକ୍ତା’ କୁ ଗ୍ରୀନ ସିଗନାଲ, ସହରୀ ଶ୍ରମିକଙ୍କୁ ମିଳିବ କର୍ମନିଯୁକ୍ତି

କୋରୋନା ଯୋଗୁଁ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ପ୍ରବାସୀ ଶ୍ରମିକ ଜୀବିକା ପ୍ରଭାବିତ ହୋଇଛି । ଏଣୁ ସେମାନଙ୍କୁ ‘ମୁକ୍ତା’ ଜରିଆରେ ନିଯୁକ୍ତି ଯୋଗାଇ ଦିଆଯିବ ।

5. କୋଭିଡ ମୁକାବିଲା ପାଇଁ 12 ଓଏଏସଙ୍କୁ ପଶ୍ଚିମ ଓଡିଶାର ପାଞ୍ଚ ଜିଲ୍ଲା ଦାୟିତ୍ବ

କୋରୋନା ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶାା ଗଲେ ୧୨ OAS ଅଧିକାରୀ । ମୁକାବିଲା ଓ ପରିଚାଳନାରେ ଜିଲ୍ଲା ପ୍ରଶାସନକୁ ସହଯୋଗ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

6.ଯୁକ୍ତଦୁଇ ଆଡମିଶନକୁ ନେଇ ଦ୍ଵନ୍ଦ, ଭବିଷ୍ୟତ ଚିନ୍ତାରେ ଛାତ୍ରଛାତ୍ରୀ-ଅଭିଭାବକ

କରୋନା ମହାମାରୀ ସମୟରେ ଦଶମ ପରୀକ୍ଷା ବାତିଲ କରାଯାଇଛି । ତେବେ ଏହାପରେ ଯୁକ୍ତଦୁଇ ଆଡମିଶନ କିଭଳି ଭାବରେ କରାଯିବ ସେନେଇ ଦ୍ବନ୍ଦରେ ରହିଛନ୍ତି ଛାତ୍ରଛାତ୍ରୀ ।

7. ଦିନକ ଦରମା ଦାନ କରିବେ IAS

ଗୋଟିଏ ଦିନର ଦରମା ଦାନ କରିବେ ରାଜ୍ୟର ସମସ୍ତ ଆଇଏଏସ୍ ଅଧିକାରୀ ।

8. ସିଏମ ରିଲିଫ ପାଣ୍ଠିକୁ 1 କୋଟି ଦେଲା MGM ଗୃପ

ସମସ୍ତଙ୍କ ମାଗଣା ଟୀକାକରଣ ଲାଗି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏ ନେଇ ଖର୍ଚ୍ଚ ହେବ ପ୍ରାୟ 2 ହଜାର କୋଟି ଟଙ୍କା । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ କୋଟିଏ ଟଙ୍କା ଦେଇଛନ୍ତି MGM ଗୃପ ।

9. ବ୍ରେଟ୍‌ ଲି’ଙ୍କ ବଡ ହୃଦୟ, ଅକ୍ସିଜେନ ପାଇଁ ଦାନ କଲେ 1 ବିଟ୍‌ କଏନ

ପାଟ୍‌ କୁମିନ୍ସଙ୍କ ପରେ ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ବ୍ରେଟ ଲି, ମହାମାରୀ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଭାରତକୁ 1 ବିଟ୍‌ କଏନ ଦାନ କରିଛନ୍ତି ।

10. ହନୁମାନ ଚାଳିଶା ଫଟୋ ସେୟାର କଲେ ରିଆ, କହିଲେ ସାହାଯ୍ୟ ପାଇଁ ମେସେଜ କରନ୍ତୁ

କୋରୋନା ମଧ୍ୟରେ ବଲିଉଡ ଅଭିନେତ୍ରୀ ରିଆ ହନୁମାନ ଚାଳିଶାଙ୍କ ଫଟୋ ସେୟାର କରି ଖାସ ବାର୍ତ୍ତା ସମସ୍ତଙ୍କୁ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.