ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 21, 2022, 9:01 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS
TOP NEWS

1.ଯାତ୍ରୀ ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ, ୨ ମୃତ

ଯାଜପୁର କୋରେଇ ଷ୍ଟେସନର ବିଶ୍ରାମଗାରକୁ ମାଡିଗଲା ମାଲବାହୀ ଟ୍ରେନ । 2 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ।

2.Padmapur ByPoll: କାହା ସପକ୍ଷରେ ଯିବ ଆଦିବାସୀଙ୍କ ଭୋଟ, ତେଜୁଛି ରାଜନୀତି

ପଦ୍ମପୁର ଉପନିର୍ବାଚନରେ ଆଦିବାସୀଙ୍କ ଭୋଟ ନେଇ ତେଜୁଛି ରାଜନୀତି । ଆଦିବାସୀଙ୍କ ଭୋଟ ପାଇବା ପାଇଁ ଏବେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା ।

3.ଆଜିଠୁ ପ୍ରାକ ବଜେଟ ଆଲୋଚନା, ଫେବୃଆରୀ ପହିଲାରେ ବଜେଟ

ଆସନ୍ତା ଫେବୃଆରୀରେ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବାକୁ ଥିବାବେଳେ ଆଜିଠୁ ପ୍ରାକ ବଜେଟ ଆଲୋଚନା କରିବେ ଅର୍ଥମନ୍ତ୍ରୀ ।

4.Morbi Bridge Collapsed: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ଗୁଜୁରାଟରେ ମୋର୍ବି ଝୁଲାପୋଲ ଟ୍ରାଜେଡି ଘଟଣା । ଆଜି ନ୍ୟାୟିକ ତଦନ୍ତ କମିଶନ ଗଠନ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ ।

5.ବାଣପୁରରେ 5ଟି ସଚିବ, ଘୋଷଣା ହେବ ଭଗବତୀଙ୍କ ପୀଠ ପାଇଁ ପ୍ୟାକେଜ

ଭଗବତୀ ପୀଠ ପରିଦର୍ଶନ କରିଛନ୍ତି 5ଟି ସଚିବଙ୍କ(5T Secretary VK Pandian) ସହ ପୁର୍ତ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ।

6.ପୁଣି ବଢିଲା ମଦର ଡାଏରୀ କ୍ଷୀର ଦାମ, ଆଜିଠୁ ନୂଆ ଦର ଲାଗୁ

ପୁଣି ଗ୍ରାହକଙ୍କୁ ଝଟକା । ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Miljk Price Hike)। ଆଜି ଠାରୁ ଦିଲ୍ଲୀରେ ଲାଗୁ ହେବ ନୂଆ ଦର ।

7.ଦମନର ଦିୱାନା ହେଲେ ବରିଷ୍ଠ ଅଧିକାରୀ, ପ୍ରତି ଜିଲ୍ଲାରେ ପ୍ରଦର୍ଶିତ ହେବ ସିନେମା

ଦମନ ଫିଲ୍ମ ଦେଖିବା ପରେ ପ୍ରତି ଜିଲ୍ଲାରେ ଏହାକୁ ପ୍ରଦର୍ଶନ ପାଇଁ ପରାମର୍ଶ ଦେଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

8.ଆରମ୍ଭ ହୋଇପାରୁନି ବରଗଡ଼-ନୂଆପଡା ରେଳ ପ୍ରକଳ୍ପ କାର୍ଯ୍ୟ, କେନ୍ଦ୍ରକୁ ବିଜେଡିିର ଟାର୍ଗେଟ

ବରଗଡ଼-ନୂଆପଡା ରେଳ ଲାଇନକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି ।

9.ସୂର୍ଯ୍ୟକୁମାରଙ୍କ ନାମରେ ବିରଳ ରେକର୍ଡ, ଏହି ଚମତ୍କାର କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର

ଆଜି (ରବିବାର) ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିବା ପରେ ସେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇ ଥର ଶତକ ହାସଲ କରିବାରେ ଦ୍ବିତୀୟ ଭାରତୀୟ କ୍ରିକେଟର ହୋଇପାରିଛନ୍ତି ।

10.ଚଳଚ୍ଚିତ୍ରକୁ ଗ୍ରହଣୀୟ କରେ ବାସ୍ତବବାଦୀ କାହାଣୀ: ଅଭିନେତା ଦ୍ଵୀପନ୍ୱିତ ଦାସ

ଆସନ୍ତା 2 ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଏକ ନିଚ୍ଛକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.