ETV Bharat / bharat

TOP NEWS@9AM: ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ବର୍ତ୍ତମାନର ବଡ ଖବର
TOP NEWS@9AM: ବର୍ତ୍ତମାନର ବଡ ଖବର
author img

By

Published : Oct 3, 2022, 9:02 AM IST

1.ପରଲୋକରେ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି

2.ଆଜି ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା, ଉତ୍ସବମୁଖର କଳାହାଣ୍ଡି ଜିଲ୍ଲା

ଆରମ୍ଭ ହୋଇଯାଇଛି କଳାହାଣ୍ଡି ଇଷ୍ଟଦେବୀ ମା' ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ମାଣିକେଶ୍ବରୀଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି ।

3.ଦାଣ୍ଡିଆ ନୃତ୍ୟରେ ଝୁମିଲେ ରେଶମ ସହରବାସୀ

ଦୁସ୍ବପ୍ନର ଦୁଇ ବର୍ଷ ପରେ ଫେରିଛି ପାର୍ବଣ । ଚାଲିଛି ଶାରଦୀୟ ଦୁର୍ଗାପୂଜା । ଏନେଇ ସବୁଠି ଉତ୍ସବର ମାହୋଲ

4.ଦଶହରାରେ ଜାତୀୟ ଦଳ ଘୋଷଣା କରିବେ KCR, TRS ନାମ ବଦଳି ହେବ BRS !

ଦଶହରାରେ ଜାତୀୟ ଦଳ ଘୋଷଣା କରିବେ କେସିଆର(Telengana cm May announce national party ) । TRSର ନାମ ପରିବର୍ତ୍ତନ ହୋଇ ଭାରତ ରାଷ୍ଟ୍ରୀୟ ସମିତି(BRS) ହେବା ନେଇ ଆଲୋଚନା

5.Congress Bharat Jodo Yatra: ପଦଯାତ୍ରାରେ ସାମିଲ ହେବେ ସୋନିଆ ଗାନ୍ଧୀ

କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ଯୋଗ ଦେଇପାରନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ମହୀଶୂରରେ କଂଗ୍ରେସର ଭାରତଯୋଡ଼ ଯାତ୍ରାରେ ସୋନିଆ ଗାନ୍ଧୀ ସାମିଲ ହେବା ନେଇ ସୂତ୍ରରୁ ଖବର ମିଳିଛି ।

6.Bharat Jodo Yatra: ପ୍ରବଳ ବର୍ଷା ସତ୍ତ୍ବେ ଓଦା ହୋଇ ଜନସଭାକୁ ସମ୍ବୋଧିତ କଲେ ରାହୁଲ

କର୍ଣ୍ଣାଟକରେ ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ଯାତ୍ରା । ମହୀଶୂରରେ ପ୍ରବଳ ବର୍ଷା ସତ୍ତ୍ବେ ଜନସଭାକୁ ସମ୍ବୋଧିତ କଲେ ରାହୁଲ ଗାନ୍ଧୀ । କହିଲେ ଭାରତକୁ ନଯୋଡି କୌଣସି ସ୍ଥିତିରେ ଅଟକିବ ନାହିଁ ଯାତ୍ରା

7.Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର

ନଜର ପକାନ୍ତୁ ଆଜି ରାଜ୍ୟର କେଉଁ ସହରରେ କେତେ ରହିଛି ପେଟ୍ରୋଲ ଓ ଡିଜେଲ ଦର

8.ଗୁଜୁରାଟରେ ନବରାତ୍ରୀ ଉତ୍ସବରେ କେଜ୍ରିଓ୍ବାଲଙ୍କୁ ବୋତଲ ମାଡ

ଗୁଜୁରାଟର ରାଜକୋଟରେ ନବରାତ୍ରୀ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା AAP ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ପାଣି ବୋତଲ ମାଡ

9. IND Vs SA: ଗୌହାଟୀ ଟି20ରେ ଭାରତର ବିଶାଳ ସ୍କୋର

ପ୍ରଥମ ବ୍ୟାଟିଂ କରି ଭାରତ 3 ୱିକେଟ ହରଇ ନିର୍ଦ୍ଧାରିତ 20 ଓଭରରେ ବିଶାଳ 237 ରନ୍‌ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍‌ର ବିଶାଳ ଟାର୍ଗେଟ ରହିଛି ।

10.B'day Spl: ସିନେମା ପାଇଁ ମାଆଙ୍କ ବିରୋଧରେ ଯାଇଥିଲେ କଟପ୍ପା, ବିକ୍ରି କରିବାକୁ ପଡିଥିଲା ଜମି

ସତ୍ୟରାଜ (Rangaraj Subbaiah) ଆଜି ତାଙ୍କର 68ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା କିଛି ଅଜଣା କଥା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.