ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Jul 20, 2022, 9:05 AM IST

1. ଢାବାରେ ଭୋଜନ କରି ଖୁସିରେ ଫେରୁଥିଲେ, କାର ଉପରେ ଓଲଟିଲା ଟ୍ରକ 5 ମୃତ

ଉତ୍ତରପ୍ରଦେଶ ପ୍ରୟାଗରାଜ ଜାତୀୟ ରାଜପଥରେ କାର ଉପରେ ଓଲଟିଲା ଟ୍ରକ । ଏହି ଦୁର୍ଘଟଣାରେ ଦୁଇ ଶିଶୁଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି ।

2. ଫୋକସ୍‌ରେ ଦାଦନ ମୁକ୍ତି: ୪ ଜିଲ୍ଲାରେ ମନରେଗାରେ ଅଧିକ ୨୦୦ କାର୍ଯ୍ୟଦିବସ

MNAREGA ଜରିଆରେ ଚାରି ଜିଲ୍ଲାରେ ଅଧିକ ୨୦୦ ଦିନ କାର୍ଯ୍ୟ ଯୋଗାଇବେ ରାଜ୍ୟ ସରକାର ।

3. ପୁରୀରେ ଭକ୍ତଙ୍କ ପାଇଁ ତିଆରି ହେବ ଅତ୍ୟାଧୁନିକ ଧର୍ମଶାଳା

ଶ୍ରୀକ୍ଷେତ୍ରରେ ନିର୍ମାଣ ହେବ ଅତ୍ୟାଧୁନିକ ଧର୍ମଶାଳା । ଏଥିପାଇଁ ରାଜ୍ୟ ସରକାର ଅଭଡ଼ା ଯୋଜନାରେ ୧୩୫ କୋଟି ୬୦ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ।

4. ମୋଟୁରେ ବନ୍ୟା ପାଇଁ ପୋଲାଭରମକୁ ଦାୟୀ କଲା ବିଜେଡି

ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ପାଇଁ ପୋଲାଭରମ ପ୍ରକଳ୍ପକୁ ଦାୟୀ କଲା ବିଜେଡି ।

5. ମାତୃତ୍ୱର ପରାକାଷ୍ଠା ଦେଲା ନାଗୁଣୀ, ଭୋକରେ ମଲା ପଛେ ଛୁଆଙ୍କୁ ଖାଇଲାନି

ସାପ ଭୋକରେ ନିଜ ଛୁଆଙ୍କୁ ଖାଇଯିବାର ନଜିର ରହିଛି । କଟକ ଜିଲ୍ଲା ବାଙ୍କୀର ଦୋଳଣାପୁର ଗ୍ରାମରେ ଦେଖିବାକୁ ମିଳିଛି ଏକ ଚକିତ କରିଦେବା ଭଳି ଘଟଣା । ମା’ ସାପ ଭୋକରେ ମରି ଯାଇଛି ପଛେ ଛୁଆଙ୍କ କିଛି କ୍ଷତି ହେବାକୁ ଦେଇଛି

6. ବ୍ରିଟେନରେ ରେକର୍ଡ ଭାଙ୍ଗିଲା ପାରଦ, ସର୍ବାଧିକ ୪୦ ଡିଗ୍ରୀ ରେକର୍ଡ

ପ୍ରଚଣ୍ଡ ତାତିରେ କଲବଲ ହେଉଛି ପାଶ୍ଚାତ୍ୟ ଦେଶ । ପ୍ରଥମ ଥର ପାଇଁ ବ୍ରିଟେନରେ ରେକର୍ଡ ଭାଙ୍ଗିଲା ପାରଦ । ପ୍ରଥମ ଥର ପାଇଁ ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

7. ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୪ ରେକର୍ଡ

ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଆକଳନ କରାଯାଇଛି ।

8. NSE co-location scam: ପୂର୍ବତନ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ

ପୂର୍ବତନ ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଗିରଫ । ଦୀର୍ଘ ୭ ଘଣ୍ଟା କାଳ ପଚରାଉଚରା ପରେ ED ଗିରଫ କରିଥିବା ସୂଚନା ।

9. OFC ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ

ଓଡିଶା ମୋବାଇଲ ଟାୱାର ଅପଟିକାଲ ଫାଇବର କେବୁଲ୍ ଓ ଟେଲିକମ୍ ଭିତ୍ତିଭୂମି ନୀତି-୨୦୧୭ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ।

10. ଓଡିଶାର ୪୦ ଲକ୍ଷ ୫୨ ହଜାର ପରିବାରକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ

ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.