ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 8, 2022, 9:02 AM IST

ନଜର ପକାନ୍ତୁ NEWS@9AMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Cyclone Update: ବଙ୍ଗୋପସାଗରେ ସୃଷ୍ଟି ହେଲା ବାତ୍ୟା ଅସାନି

ସୃଷ୍ଟି ହେଲା ବାତ୍ୟା ଅସାନି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ ।

2.ବଡଚଣାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବସ୍, 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ବଡଚଣା ଛକ ନିକଟରେ ବସ୍ ଦୁର୍ଘଟଣା । ଭାରସାମ୍ୟ ହରାଇ ତଳକୁ ପଲଟିଲା ବସ୍ । 15ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ।

3.Kulgam Encounter: ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି

ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାରେ ଚେୟାନ ଦେବସରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି ।

4.Tajinder Bagga case: ତାଜିନ୍ଦର ବାଗାଙ୍କ ଗିରଫ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

10 ତାରିଖ ଯାଏଁ ତାଜିନ୍ଦର ବାଗାଙ୍କ ଗିରଫ ଉପରେ ରୋକ୍ ଲଗାଇଲେ ପଞ୍ଜାବ-ହରିୟାଣା ହାଇକୋର୍ଟ ।

5.PCC Race: ଆସିଲା ଡାକରା, ଦିଲ୍ଲୀ ଗଲେ ବିଧାୟକ

ଓଡିଶା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ । ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଫୋନ ଯୋଗେ ଡାକରା ଆସିବା ପରେ ଦିଲ୍ଲୀ ଯାଇଛନ୍ତି କିଛି କଂଗ୍ରେସ ବିଧାୟକ ।

6.ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାର ଗୌରୀ ସ୍ଥଳରେ ହେଲା ଭିଡିଓଗ୍ରାଫି ସର୍ଭେ

ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ସଲଗ୍ନ ଜ୍ଞାନବ୍ୟାପୀ ମସଜିଦ ପରିସରେ ସ୍ଥିତ ଶୃଙ୍ଗାର ଗୌରୀ ଦର୍ଶନ ମାମଲାରେ ଆଜି ଦ୍ୱିତୀୟ ଦିନ ପାଇଁ ଶୁଣାଣି କରିଛନ୍ତି କମିଶନ ।

7.ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସମ୍ପୂର୍ଣ୍ଣ ବୁର୍ଖା ବାଧ୍ୟତାମୂଳକ କଲା ତାଲିବାନ

ଆଫଗାନିସ୍ତାନରେ ସର୍ବସାଧାରଣ ସ୍ଥାନରେ ମହିଳା ପିନ୍ଧିବେ ସମ୍ପୂର୍ଣ୍ଣ ବୁର୍ଖା । ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କଲା ତାଲିବାନ ।

8.Mother's Day 2022: ସ୍ବର୍ଗଠାରୁ ବଡ ମାଆ ପାଇଁ ଦିନଟିଏ

ମାଆ, ଦୁନିଆର ସବୁଠାରୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ ।

9.Terrorists Arrested: ସେନାକୁ ସଫଳତା, ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କବାଦୀ ଗିରଫ

ଉତ୍ତର କାଶ୍ମୀର ବାନ୍ଦିପୋରାରୁ ଦୁଇ ହାଇବ୍ରିଡ ଆତଙ୍କୀ ଗିରଫ(Terrorists Arrested) । ଉଭୟଙ୍କ ନିକଟରୁ ଏକାଧିକ ମାରଣାସ୍ତ୍ର ସହ ଗୁଳିଗୋଳା ମଧ୍ୟ ଜବତ କରିଛି ।

10.ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ: ଫିଲ୍ମ Emancipation ରିଲିଜକୁ ସ୍ଥଗିତ ରଖିଲେ ନିର୍ମାତା

ପୁଣି ବଢିଲା ୱିଲ ସ୍ମିଥଙ୍କ ମୁସ୍କିଲ । ତାଙ୍କ ଆଗାମୀ ଚଳଚ୍ଚିତ୍ର Emancipationର ରିଲିଜ୍ ତାରିଖକୁ ବଢାଇ ଦେଇଛନ୍ତି ନିର୍ମାତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.