ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କେତେକ ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 30, 2022, 9:04 AM IST

1-ନକଲି ଔଷଧ ଜବତ ଘଟଣା, ଅଭିଯୁକ୍ତ ଶିବ ପ୍ରସନ୍ନ ଜେନାଙ୍କୁ ମିଳିଲା ଜାମିନ

କଟକରୁ ନକଲି ଔଷଧ ଜବତ ଘଟଣା । ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଲେ ମୁଖ୍ୟ ଅଭିଯୁକ୍ତ ଶିବ ପ୍ରସନ୍ନ ଜେନା ।

2-ପ୍ରେମିକାକୁ ପ୍ରେମିକର ଅପହରଣ ଉଦ୍ୟମ ! ପୂର୍ବରୁ କରିଥିଲେ ରେଜିଷ୍ଟ୍ରି ବିବାହ

ଭୁବନେଶ୍ବରରେ ଯୁବତୀଙ୍କୁ ହଷ୍ଟେଲରୁ ଅପହରଣ ଉଦ୍ୟମ ପଣ୍ଡ । ଝିଅର ମାମୁଁକୁ ହାତ କରି ପ୍ରେମିକ ଅପହରଣ କରୁଥିବା ଅଭିଯୋଗ ।

3-ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ, ସଫେଇ କର୍ମଚାରୀ ପାଇବେ କ୍ଷତିପୂରଣ

ଦିବ୍ୟାଙ୍ଗ ଓ ଅସୁସ୍ଥ ହେଉଥିବା ସଫେଇ କର୍ମଚାରୀଙ୍କୁ ମିଳିବ କ୍ଷତି ପୂରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କ୍ଷତିପୂରଣ ବ୍ୟବସ୍ଥାକୁ ଅନୁମୋଦନ କରିଛନ୍ତି ।

4-୪ ବର୍ଷର ଶିଶୁକୁ ଦୁଷ୍କର୍ମ: ୨ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

ରାଜସ୍ଥାନର କୋଟା ଜିଲ୍ଲା ଅନ୍ତର୍ଗତ ନାବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଦୁଇ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ ବୁନ୍ଦି ପୋକ୍ସୋ କୋର୍ଟ । ଏହି ଦୁଇ ଅଭିଯୁକ୍ତ ଏକ ୪ ବର୍ଷର ଶିଶୁକୁ ଗଣ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ଏଥିସହ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ସହ ୧ ଲକ୍ଷ ୨୦ ହଜାର ଜୋରିମାନା ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

5-ନବରଙ୍ଗପୁରରେ ହାତୀ ଆତଙ୍କ, ବ୍ୟାପକ ଧନସମ୍ପତ୍ତି ନଷ୍ଟ

ନବରଙ୍ଗପୁରରେ ହାତୀ ଉପଦ୍ରବ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଛାପର ପାନି ଗ୍ରାମରେ ୧୨ରୁ ୧୫ ଗୋଟି ଜଙ୍ଗଲି ହାତୀ ଆସି ଘର ଦ୍ବାର ଭାଙ୍ଗିବା ସହ ବିଭିନ୍ନ ଆସବାବପତ୍ର ନଷ୍ଟ କରି ଦେଇଛନ୍ତି ।

6-ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ସଂଯୁକ୍ତ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦ ଟାରେ ବିଜ୍ଞାନ ଭବନ, ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀକୁ ଉଦଘାଟନ କରିବେ ।

7-Kabul Mosque Blast: ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ ମୃତ

କାବୁଲର ଏକ ସୁନ୍ନି ମସଜିଦରେ ଭୟଙ୍କର ବିସ୍ଫୋରଣ । ଏଥିରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ।

8-Power Crisis: କୋଇଲା ସଙ୍କଟ ପାଇଁ ୬୫୭ ପାସେଞ୍ଜର ଟ୍ରେନ ବାତିଲ୍‌

ଦେଶରେ ଉତ୍କଟ କୋଇଲା ସଙ୍କଟ । ୬୫୭ଟି ପାସେଞ୍ଜର ଟ୍ରେନକୁ ବାତିଲା କଲା ରେଳ ବିଭାଗ ।

9-ଠିକ୍‌ ସମୟରେ ପହଞ୍ଚିଲାନି ବରଯାତ୍ରୀ, ଶିଶୁପାଳ ହୋଇ ଫେରିଲା ବର

ସଠିକ ସମୟରେ ବରଯାତ୍ରୀ ନ ପହଞ୍ଚିବା ପରେ ଉପୁଜିଲା ବିବାଦ । ଫଳରେ ନବବଧୂ ବିନା ଘରକୁ ଫେରିଲା ବର । ଏଭଳି ଏକ ଘଟଣା ମହାରାଷ୍ଟ୍ର ହିଙ୍ଗୋଳି ଜିଲ୍ଲାରେ ଦେଖିବାକୁ ମିଳିଛି ।

10-IPL ୨୦୨୨: ପଞ୍ଜାବକୁ ୨୦ ରନ୍‌ରେ ହରାଇଲା ଲକ୍ଷ୍ନୌ

IPLର ୪୨ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୨୦ ରନରେ ହରାଇ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନକୁ ଉଠିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.