ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Apr 7, 2022, 9:02 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1-ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ଏପ୍ରିଲ 10ରୁ ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ଏପ୍ରିଲ ୧୦ରୁ ଚଳାଚଳ କରିବ । ଟ୍ରେନ ନଂ 18303 ସମ୍ବଲପୁର-ପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ସମ୍ବଲପୁରରୁ ପ୍ରତ୍ୟହ ସକାଳ ୬ ଘଟିକାରେ ଛାଡି ପୁରୀ ଠାରେ ଅପରାହ୍ନ ୧୨ ଘ.୫୦ ମି.ରେ ପହଞ୍ଚିବ । 2-ବନ୍ଧୁକ ମୁନରେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ଲୁଟ୍

ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ଲୁଟ୍ । ପାଖାପାଖି ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ।

3-ତ୍ବରାନ୍ବିତ ହେବ ଶୈବପୀଠ ଧବଳେଶ୍ବରର ଉନ୍ନତିକରଣ କାର୍ଯ୍ୟ

ଓଡିଶାର ସ୍ବକୀୟ କଳା-ସ୍ଥାପତ୍ୟ ଆଧାରରେ ଏହି ବହୁ ପୁରାତନ ଶୈବପୀଠର ଭିତ୍ତିଭୂମିକୁ ବିକାଶ କରିବାକୁ ଅସିତ ପରାମର୍ଶ ଦେଇଛନ୍ତି । ଏହି ଏକାଦଶ ଶତାବ୍ଦୀର ଶୈବପୀଠଟି ଓଡିଆ ସଂସ୍କୃତିର ବାର୍ତ୍ତାବହ । ମହାଶିବ ରାତ୍ରୀ ଓ ବଡଓଷା ସମୟରେ ଏଠାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଏଥି ସହିତ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ପୀଠର ଗୁରୁତ୍ବ ରହିଛି ।

4-RIଙ୍କୁ ପିଟିଲେ ମାଟି ମାଫିଆ

ସରକାରୀ କର୍ମଚାରୀଙ୍କୁ ମାଡ ମାରିଲେ ମାଟି ମାଫିଆ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

5-ସୋଲାର ପ୍ଲାଣ୍ଟକୁ ବିରୋଧ, ପୋଲିସ-ଗ୍ରାମବାସୀ ମୁହାଁମୁହିଁ

ବଲାଙ୍ଗୀର ସଇଁତଳା ବ୍ଲକରେ ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ତୀବ୍ର ବିରୋଧକରି ପୋଲିସ ଓ ତିନି ଖଣ୍ଡ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଯଦି ଜୋରଜବରଦସ୍ତ ସୋଲାର ପ୍ଲାଣ୍ଟ ନିର୍ମାଣ କରାଯାଏ ତେବେ ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ପଞ୍ଚାୟତବାସୀ ।

6-ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଯୁବକକୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଯୁବକଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ।

7-Shopian Encounter: ସୋପିଆନ ଲାରିରେ ଏନକାଉଣ୍ଟର ଜାରି

ପୁଣି ସୀମାରେ ଫୁଟିଲା ଗୁଳି । ଜମ୍ମୁ କାଶ୍ମୀର ସୋପିଆନ ଜିଲ୍ଲାର ଲାରି ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନେଇ ଜମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।

8-ଲୁଟପାଟ ଅଭିଯୋଗରେ BJP ବିଧାୟକଙ୍କ ପୁଅ ନାଁରେ ମାମଲା

ଉତ୍ତରପ୍ରଦେଶ ବିଜେପି ବିଧାୟକଙ୍କ ପୁଅ ବିରୁଦ୍ଧରେ ଲୁଟପାଟ ଅଭଯୋଗ । ମାମଲାରେ ତଦନ୍ତ ଜାରି ।

9-ଭାରତୀୟ ସେନା ନିଯୁକ୍ତି କ୍ଷେତ୍ରରେ ବଡ ସଂସ୍କାର, ଆସୁଛି ଅଗ୍ନିପଥ

ଭାରତୀୟ ସେନା ନିଯୁକ୍ତି କ୍ଷେତ୍ରରେ ବଡ ସଂସ୍କାର ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ବିଶେଷ କରି ସେନା ନିଯୁକ୍ତି କ୍ଷେତ୍ରରେ ଥିବା ବୟସ ସୀମାକୁ ନେଇ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର ।

10-IPL 2022 15th Match: ଆଜି DC-LSG ମୁକାବିଲା

ଆଇପିଏଲର ଆଜି ୧୫ତମ ଲିଗ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ପରସ୍ପରକୁ ଭେଟିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.