ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Mar 21, 2022, 8:57 AM IST

1. India & Australia Bilateral Summit: ଭାରତରେ ୧୫୦୦ କୋଟି ନିବେଶ କରିବ ଅଷ୍ଟ୍ରେଲିଆ

ଭାରତରେ ଅଷ୍ଟ୍ରେଲିଆ ନିବେଶ କରିବ ୧୫ଶହ କୋଟି ଟଙ୍କା । ଏପଟେ ଆଜି( ସୋମବାର) ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ବିପାକ୍ଷିକ ବୈଠକ ଅନୁଷ୍ଠିତ ହେବ । ତେବେ ବୈଠକ ପୂର୍ବରୁ ଅଷ୍ଟ୍ରେଲିଆ ପକ୍ଷରୁ ଏହି ଘୋଷଣା କରାଯାଇଛି ।

2. ବିହାରରେ ପୁଣି ଜୀବନ ନେଲା ବିଷାକ୍ତ ମଦ ! 19 ଜଣ ହରାଇଲେ ପ୍ରାଣ

ବିହାରରେ ବୃଦ୍ଧି ହେବାରେ ଲାଗିଛି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

3. ବେଙ୍ଗାଲୁରୁରେ ପହଞ୍ଚିଲା ନବୀନଙ୍କ ପାର୍ଥିବ ଶରୀର, ଶ୍ରଦ୍ଧାଞ୍ଜଳି ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ଆଜି (ସୋମବାର) ବେଙ୍ଗାଲୁରୁରେ ପହଞ୍ଚି ସାରିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବାରାଜ ବୋମାଇ ଏମବିବିଏସ ଛାତ୍ର ନବୀନଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

4. ସଟଲର ଲକ୍ଷ୍ୟ ସେନଙ୍କୁ ମୋଦିଙ୍କ ପ୍ରଶଂସା

ସମ୍ମାନଜନକ ଟାଇଟଲ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସରେ ଦମଦାର ପ୍ରଦର୍ଶନ ଦେଇଖାଇଛନ୍ତି ୨୦ ବର୍ଷୀୟ ଲକ୍ଷ୍ୟ ସେନ । ଗୋଟିଏ ପରେ ଗୋଟିଏ ପ୍ରର୍ଯ୍ୟାୟ ଉତ୍ତୀର୍ଣ୍ଣ ହୋଇ ଫାଇନାଲରେ ପହଞ୍ଚିଥିଲେ ଭାରତୀୟ ସର୍ଟଲର ଲକ୍ଷ୍ୟ ସେନ ।

5. CBI ଜାଲରେ ଜିଏସଟି ଇଣ୍ଟିଲ୍‌ଜେନ୍ସି ବିଭାଗର ବରିଷ୍ଠ ଅଧିକାରୀ, ୬୦ ଲକ୍ଷ ନେଉଥିଲେ ଲାଞ୍ଚ

ଲାଞ୍ଚ ନେଇ ଧରା ପଡିଲେ ଜଣେ ବରିଷ୍ଠ ଅଧିକାରୀ । ଆଜି ଏହି ବରିଷ୍ଠ ଅଧିକାରୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(CBI) । ତେବେ ଏହି ବରିଷ୍ଠ ଅଧିକାରୀ ଗାଜିଆବାଜଦ୍‌ ସ୍ଥିତ ଡାଇରକ୍ଟେରେଟ୍‌ ଜେନେରାଲ ଅଫ ଜିଏସଟି ଇଣ୍ଟିଲ୍‌ଜେନ୍ସି (Directorate General of GST Intelligence) କାର୍ଯ୍ୟାଳୟରେ କାମ କରୁଛନ୍ତି ।

6. ହନ୍ତସନ୍ତ କରାଉଛି ମାତ୍ରାଧିକ ଗରମ, ୫ ସହରରେ ତାପମାତ୍ରା ୪୦ ଡିଗ୍ରୀ

ରାଜ୍ୟରେ ବାତ୍ୟା ଆଶଙ୍କା ଥିବାବେଳେ ତାପମାତ୍ର କମିବାର ନାଁ ଧରୁନାହିଁ । ରବିବାର ରାଜ୍ୟର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଛି ।

7. ୩ ରାଜ୍ୟରେ ବିଜେପି ସରକାର ଗଠନ, ଶୀର୍ଷ ନେତାଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ

ଉତ୍ତର ପ୍ରଦେଶ, ଗୋଆ ଏବଂ ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ଉଚ୍ଚସ୍ତରୀୟ ବୈଠକ ।

8. ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା

ଭାରତର ବୈଦେଶିକ ନୀତିକୁ ଇମ୍ରାନଙ୍କ ପ୍ରଶଂସା । ଆମେରିକାର ଚାପ ସତ୍ତ୍ବେ ମଧ୍ୟ ଋଷରୁ ତୈଳ ଆଣିବ ଭାରତ । ଏହା ସ୍ବାଧୀନ ବୈଦେଶିକ ନୀତି ବୋଲି ଦର୍ଶାଇ ପ୍ରଶଂସା କଲେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୨୫ରେ ଅନାସ୍ଥାର ସାମ୍ନା କରିବାକୁ ଯାଉଛି ଇମ୍ରାନ ସରକାର ।

9. କମିବ କୋଭିସିଲ୍ଡ ଦ୍ବିତୀୟ ଡୋଜ ସମୟ ବ୍ୟବଧାନ: NTAGI

କୋଭିଡ୍‌ ଟୀକାକରଣକୁ ନେଇ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସ କରି କୋଭିସିଲ୍ଡ ଟିକାକୁ ନେଇ ନିୟମରେ ପରିବର୍ତ୍ତନ କରାଯିବ ।

10. ରାଜଧାନୀରେ ଜାତୀୟ ଭାରୋତ୍ତୋଳନ ଚମ୍ପିଆନସିପ୍ 2021-22ର ଶୁଭାରମ୍ଭ

ଭୁବନେଶ୍ୱରରେ IWLF ପକ୍ଷରୁ ଜୁନିଅର ଏବଂ ସିନିୟର ଜାତୀୟ ଭାରୋତ୍ତୋଳନ ଚାମ୍ପିଅନସିପ୍ ଆରମ୍ଭ ହୋଇଛି । ଏଥିରେ ଅଂଶଗ୍ରହଣ କରିଥିବା 30 ଟି ରାଜ୍ୟରୁ 800 ରୁ ଅଧିକ ଖେଳାଳି ଅଂଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.