ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Jan 1, 2022, 9:18 AM IST

1-ମହୋଦଧିରେ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିଲେ ପର୍ଯ୍ୟଟକ

ନୂଆ ବର୍ଷ 2022ର ପ୍ରଥମ ସୂର୍ଯ୍ୟୋଦୟ। ପୁରୀ ମହୋଦଧିରେ ସକାଳୁ ସକାଳୁ ସ୍ନାନ ସହିତ ଉଦିତ ସୂର୍ଯ୍ୟଙ୍କୁ ଦେଖି ନୂଆ ବର୍ଷ ଆରମ୍ଭ କରିଛନ୍ତି ପର୍ଯ୍ୟଟକ।

2-ନୂଆବର୍ଷରେ ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ, ଦଳାଚକଟାରେ ୧୨ ମୃତ

ଜମ୍ମୁ-କାଶ୍ମୀରର କଟରାରେ ଥିବା ବୈଷ୍ଣୋଦେବୀ ମନ୍ଦିରରେ ଅଘଟଣ । ମନ୍ଦିରରେ ଦଳଚକଟାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ।

3-ନୂଆବର୍ଷରେ ମିଳିବ PM-KISAN ଦଶମ କିସ୍ତି

ଆଜି 10 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାର ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN)ର ଦଶମ କିସ୍ତି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

4-ବର୍ଷ ଆରମ୍ଭରୁ ବାବା ଆଖଣ୍ଡଳମଣିଙ୍କୁ ଦୁଇ ଦିନ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ବର୍ଷ ଆରମ୍ଭର ପ୍ରଥମ ଦୁଇ ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ।

5-ଆଜିଠୁ ମହଙ୍ଗା ହେବ ATM କାରବାର

ଏଟିଏମ(ATM) ବ୍ୟବହାରକାରୀଙ୍କୁ ଝଟକା । ଆଜିଠୁ ଏଟିଏମ(ATM) ବ୍ୟବହାର ଉପରେ ଅଧିକ ଫି ଦେବାକୁ ପଡିବ ।

6-VS Pathania ହେଲ କୋଷ୍ଟଗାର୍ଡର ନୂତନ ଡିଜି

ବୀରନ୍ଦ୍ର ସିଂ ପଠାନିଆ (Virendra Singh Pathania) ହେଲେ ଭାରତୀୟ କୋଷ୍ଟଗାର୍ଡର ନୂତନ ଡିଜି (Indian coast guard DG) ।

7-PM Mission Sport: ୨ ରେ ପଡିବ ମେଜର ଧ୍ୟାନଚାନ୍ଦ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି

ଜାନୁଆରୀ ୨, ୨୦୨୨ ତାରିଖରେ ମୀରଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ସେଠାରେ ମେଜର ଧ୍ୟାନଚାନ୍ଦ କ୍ରୀଡ଼ା ବିଶ୍ବ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି (Modi to visit Meerut on Jan 2) । ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

8-Income Tax Raid: ସମାଜବାଦୀ ପାର୍ଟି ଏମଏଲସିଙ୍କ ଘରେ ଚଢାଉ

କୋଟିପତି ଅତର ବ୍ୟବସାୟୀ ପୀୟୁଷ ଜୈନଙ୍କ ଘରେ ଚଢାଉ ପରେ ଆଉ ଏକ ଅତର ବ୍ୟବସାୟୀଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ । ଶୁକ୍ରବାର ସମାଜବାଦୀ ପାର୍ଟି ଏମଏଲସି ପୁଷ୍ପରାଜ ଜୈନଙ୍କ ଘରେ ଚଢାଉ କରିଛି ଆୟକର ବିଭାଗ ।

9-BJP Mishrana Parba: BJP ରେ ମିଶିଲେ BJDର ଶତାଧିକ କର୍ମୀ

ପଞ୍ଚାୟତ ନିର୍ବାଚନ(Odisha Panchayat Election) ପୂର୍ବରୁ BJP ରେ ଯୋଗଦେଲେ ଶତାଧିକ BJD କର୍ମୀ ।

10-ତିନିରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ ତାଳଚେର ସାରା କାରଖାନା କାମ

ତିନିରୁ ଚାରି ବର୍ଷ ମଧ୍ୟରେ ସରିବ ତାଳଚେର ସାରା କାରଖାନା କାମ । ଏହା ହେବ ଭାରତର ବଡ ସାର କାରଖାନା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.