ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର
author img

By

Published : Dec 25, 2021, 9:01 AM IST

1-Christmas 2021: ଧରାପୃଷ୍ଠରେ ପ୍ରଭୁ ଯୀଶୁ, କେକ-ପିଠା ପଣାରେ ମହକୁଛି ଘର

ଆଜି ପବିତ୍ର ବଡଦିନ ବା ଖ୍ରୀଷ୍ଟମାସ । ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରୀରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ । ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପାଳନ ହେବ ଖ୍ରୀଷ୍ଟମାସ ।

2-ସ୍ମୃତିରେ ଅଟଳ; ୯୮ତମ ଜୟନ୍ତୀରେ ମନେ ପକାଉଛି ଦେଶ

ଅଟଳ ବିହାରୀ ବାଜପେୟୀ । ଜଣେ ଅଜୟ ରାଜନେତା । ଓଜସ୍ବୀନି ବକ୍ତା । ପ୍ରସିଦ୍ଧ ହିନ୍ଦୀ କବି ଓ ସର୍ବୋପରି ଭାରତର ପ୍ରଧାନମନ୍ତ୍ରୀ । ହିନ୍ଦୁସ୍ଥାନର ସଫଳ ପ୍ରଧାନମନ୍ତ୍ରୀ । ୧୯୯୬ ରେ ୧୩ ଦିନ, ୧୯୯୮ ରୁ ୧୯୯୯ ମଧ୍ୟରେ ୧୩ ମାସ ଏବଂ ୧୯୯୯ ରୁ ୨୦୦୪ ପୁରା ୫ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ।

3-Controversy Of OBC Quota: ପଛୁଆବର୍ଗ ସଂରକ୍ଷଣକୁ ନେଇ ହାଇପ୍ରୋଫାଇଲ ଟ୍ବିଟର୍‌ ୱାର୍‌

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ରାଜ୍ୟରେ ରାଜନୀତି ତେଜିବାରେ ଲାଗିଛି । ପଛୁଆବର୍ଗଙ୍କ ସଂରକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ।

4-Phulbani Fast Track Court: ଏଣିକି ମିଛ ଅଭିଯୋଗ କଲେ ମିଳିବ ଦଣ୍ଡ

ଏଣିକି ମିଛ ମାମଲା ରୁଜୁ କଲେ ମିଳିବ କଠୋର ଦଣ୍ଡ । ଏକ ଦୁଷ୍କର୍ମ ମାମଲାର ଶୁଣାଣି ସମୟରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି କନ୍ଧମାଳ ଫାଷ୍ଟଟ୍ରାକ କୋର୍ଟ(Phulbani Fast Track Court) ।

5-Shopian Encounter: ସୋପିଆନରେ ଏନକାଉଣ୍ଟର ଆରମ୍ଭ

ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାର ଚାଓଗାମ ଗ୍ରାମରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ।

6-କିଟ୍ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ହେଲେ ସସ୍ମିତାରାଣୀ ସାମନ୍ତ

କିଟ୍ ବିଶ୍ବବିଦ୍ୟାଳୟ(KIIT University)ର ପ୍ରଥମ ମହିଳା କୁଳପତି ଭାବେ ଦାୟିତ୍ବ ଗ୍ରହଣ କଲେ ପ୍ରଫେସର ସସ୍ମିତାରାଣୀ ସାମନ୍ତ ।

7-Panchayat Election: ନିର୍ବାଚନକୁ ଭୟ କରୁଛି ଶାସକ ଦଳ

ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବା ପାଇଁ ଷଡଯନ୍ତ୍ର କରୁଛି ଶାସକ ଦଳ । ଏଭଳି କହି ନବୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା ।

8-ନୂଆ blue flag ବିଚ୍‌କୁ ବିରୋଧ: ଆନ୍ଦୋଳନକାରୀ ଓ ପ୍ରଶାସନ ଭିତରେ ଆଲୋଚନା ବିଫଳ

ପୁରୀ ଚକ୍ରତୀର୍ଥ ବେଳାଭୂମିରେ ପ୍ରସ୍ତାବିତ ନୂତନ ବ୍ଲୁ ଫ୍ଲାଗ ବିଚ୍‌କୁ ବିରୋଧ ଜାରି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠାଦୋକାନୀଙ୍କ ଅହୋରାତ୍ର ଧାରଣା ।

9-ନବୀନଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ଶିଖର ଛୁଇଁଛି: କ୍ରୀଡା ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ କ୍ରୀଡା ଭିତ୍ତିଭୂମି ନୂଆ ଏକ ଶିଖର ଛୁଇଁଛି । ଏହା କହିଛନ୍ତି କ୍ରୀଡା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ।

10-MiG-21 ଫାଇଟର ଏୟାର କ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ, ପାଇଲଟ ନିଖୋଜ

ଜୟସଲମେରରେ ଭାରତୀୟ ବାୟୁସେନାର ଫାଇଟର ଯୁଦ୍ଧ ବିମାନ କ୍ରାସ (MiG-21 crashes in Jaisalmer ) ହୋଇଥିବା ସୂଚନା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.