ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 18, 2021, 9:01 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ବର୍ତ୍ତମାନର ବଡ଼ ଖବର
ବର୍ତ୍ତମାନର ବଡ଼ ଖବର

1-ଆଜି Ganga Expresswayର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଆଜି (ଶନିବାର) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେ (Ganga Expressway)ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ।

2-Omicron Scare: ୟୁପିରେ ଓମିକ୍ରନର ଏଣ୍ଟ୍ରି, ଭାରତରେ ମୋଟ ମାମଲା ୧୧୩କୁ ବୃଦ୍ଧି

ଦ୍ରୁତଗତିରେ ମାଡି ଚାଲିଛି ଓମିକ୍ରନ ଭାଇରସ । ୧୦ରୁ ଊର୍ଦ୍ଧ୍ବ ରାଜ୍ୟରେ କାୟା ମେଲାଇଲାଣି ନୂଆ ଭାରିଆଣ୍ଟ । ଏବେ ୟୁପିରେ ଓମିକ୍ରନର ପ୍ରବେଶ ପରେ ଦେଶରେ ୧୧୩ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା ।

3-Vigilance Trap: ଲାଞ୍ଚ ନେଇ ଫସିଗଲେ PEO, ମାଡି ବସିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଢେଙ୍କାନାଳ ହିନ୍ଦୋଳ ବ୍ଲକ ଅସରଡ଼ା ପଞ୍ଚାୟତ ଅଫିସର ( Asarada Panchayat Executive Officer) ଶଶିରେଖା ସିଂ । ଲାଞ୍ଚ ନେଉଥିବା ବେଳେ ଗିରଫ କଲା ଭିଜିଲାନ୍ସ ।

4-America Report: ISIS ସହ କାମ କରୁଛନ୍ତି ୬୬ ଭାରତୀୟ

ଆତଙ୍କବାଦୀ ସଂଗଠନ ISISକୁ ନେଇ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ଆମେରିକା ବୈଦେଶିକ ମନ୍ତ୍ରଣାଳୟ । ଏହି ରିପୋର୍ଟ ମୁତାବକ ୬୬ ଜଣ ଭାରତୀୟ ସକ୍ରିୟ ଭାବେ ଆତଙ୍କବାଦୀ ସଂଗଠନ ISIS ସହ କାର୍ଯ୍ୟ କରୁଛନ୍ତି ।

5-Amit Shah rally: ଶାହଙ୍କ ଦମ୍ଭୋକ୍ତି, ନୂଆ ରେକର୍ଡ ସହ କ୍ଷମତା ବଜାୟ ରଖିବେ ବିଜେପି

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Up Assembly Elections) ପୂର୍ବରୁ, ଦଳ ବଦଳ, ରଣନୀତି, ରାଲି, ବିକ୍ଷୋଭ ଓ ପ୍ରସ୍ତୁତି ଜୋରଦାର ହୋଇଛି । ଶୁକ୍ରବାର ଲକ୍ଷ୍ନୌ (Lucknow )ରେ ଆୟୋଜିତ ନିଶାଦ ପାର୍ଟିର କାର୍ଯ୍ୟକ୍ରମ ‘ସରକାର ବନାଓ ଅଧିକାର ପାଓ’ ରାଲି (Nishad Party rally)ରେ ଯୋଗଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Union Home Minister Amit Shah) ।

6-Lakhimpur Kheri Violence: ଓଡିଶାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି

ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା(Lakhimpur Kheri Violence)ରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।

7-ଗୋପାଳପୁର କଂଗ୍ରେସ MLA ପ୍ରାର୍ଥୀ ବିଜେଡିରେ ସାମିଲ

କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଗୋପାଳପୁର କଂଗ୍ରେସର ବିଧାୟକ ପ୍ରାର୍ଥୀଙ୍କ ସମେତ ଶହଶହ କର୍ମୀ ।

8-ପାରାଦ୍ୱୀପରେ ବିଜେପିର କାର୍ଯ୍ୟକାରିଣୀ, ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ସମୀର

ପାରାଦ୍ୱୀପରେ ତୃତୀୟ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇ ଥିଲେ ।

9-ଦୁଇ ଅଧ୍ୟକ୍ଷଙ୍କ କଳିରେ ବଳି ପଡୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ, ଆନ୍ଦୋଳନକୁ ଓହ୍ଲାଇଲେ ଅଭିଭାବକ

କେନ୍ଦ୍ରାପଡାର ସର୍ବ ପୁରାତନ ବୀର ହନୁମାନଜୀଉ କଲେଜରେ ଅଭିଭାବକ ଅଶାନ୍ତି । ଦୁଇ ଅଧ୍ୟକ୍ଷଙ୍କ କଳିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବଳି ପଡୁଥିବା ଅଭିଯୋଗ । କଲେଜ ଆଗରେ ଧାରଣା ଦେଲେ ଅଭିଭାବକ ।

10-World Taekwondo Championships: 22ରୁ ପ୍ରତିଯୋଗିତା, ପିପିଲିରୁ ଭାଗ ନେବେ 11 ପ୍ରତିଯୋଗୀ

ଅନ୍ତର୍ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବେ ପୁରୀ ପିପିଲି ଅଞ୍ଚଳର କ୍ରୀଡ଼ାବିତ୍‌ । ତାଇକୋଣ୍ଡୋର ୧୧ ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.