ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 15, 2021, 9:11 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.ଆଜି BSKY ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେବ ଯାଜପୁର-କେନ୍ଦ୍ରାପଡା

ଗତକାଲି ଜଗତସିଂହପୁର ଓ ନୟାଗଡ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିବାବେଳେ ଆଜି (ବୁଧବାର) ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ସ୍ମାର୍ଟ ହେଲଥ କାର୍ଡ (Smart health card) ବାଣ୍ଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ।
2.ଆଜିଠୁ କୋରାପୁଟରେ Eco Retreat, ପ୍ରାକୃତିକ ସୌନ୍ଦର୍ଯ୍ୟର ଅନୁଭୂତି ସାଉଁଟିବେ ପର୍ଯ୍ୟଟକ

ଦେଓମାଳିର ପାଦଦେଶରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥାର ପ୍ରସ୍ତୁତି ଶେଷ ହୋଇଛି । ଆରମ୍ଭ ହେବାକୁ ଯାଉଛି ଇକୋ ରିଟ୍ରିଟ (Eco Retreat in Koraput) ।

3.ଆଜି ଓଡିଶା ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ, ଫୋକସ୍‌ ଷ୍ଟେଟ ମାନ୍ୟତା ପାଇଁ ଉଠିବ ଦାବି

ଆଜି(ବୁଧବାର)ଠୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ଏହାକୁ ନେଇ ରାଜୀବ କୁମାରଙ୍କ ନିକଟରେ ଫୋକସ୍‌ ଷ୍ଟେଟ୍‌ ମାନ୍ୟତା ଦାବି ଉଠାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସଙ୍କେତ ମିଳିଛି ।

4.ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ରଙ୍ଗବତୀ ଗୀତର ରଚୟିତା କୁଚିଣ୍ଡା ଉପଖଣ୍ଡ ବିଲଙ୍ଗ ଗ୍ରାମର ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଅସୁସ୍ଥ ହୋଇପଡିଛନ୍ତି । ଗତକାଲି(ମଙ୍ଗଳବାର) ହଠାତ୍ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

5.Pulwama Encounter: ସେନା ଗୁଳିରେ ଜଣେ ଆତଙ୍କୀ ସଫା

ମଙ୍ଗଳବାର ମଧ୍ୟରାତ୍ରୀରୁ ଦକ୍ଷିଣ କାଶ୍ମୀର ପୁଲୱାମା ରଜପୋରାର ଉଜରାମ ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାବାହିନୀ (security forces) ସଫଳ ହୋଇଛି । ପୁଣି ଜଣେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି ଭାରତୀୟ ସେନା ।

6.Omicron Alert: ବିଦେଶ ଫେରାନ୍ତାଙ୍କ ପାଇଁ କଡାକଡି ହେଲା ନିୟମ

ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ କଡାକଡି ହେଲା ନିୟମ । ଦେଶର ୬ଟି ପ୍ରମୁଖ ବିମାନବନ୍ଦରରେ ଯାତ୍ରୀଙ୍କୁ ଆଗୁଆ RT-PCR ଟେଷ୍ଟ ବୁକିଂ ବାଧ୍ୟତାମୂଳକ ।

7.IPS Conference: ଫୋକସରେ ମହିଳା ସୁରକ୍ଷା, 2022 ନିର୍ବାଚନ

ଆସନ୍ତାକାଲି(ଗୁରୁବାର)ଠାରୁ ଆରମ୍ଭ ହେବ IPS କନଫରେନ୍ସ(IPS Conference) । DGPଙ୍କ କାର୍ଯ୍ୟକାଳ 15 ଦିନ ମଧ୍ୟରେ ଶେଷ ହେଉଥିବାରୁ ଏଥର ରଣନୀତି ପ୍ରସ୍ତୁତିରେ କିଏ ମଙ୍ଗ ଧରିବେ ସେନେଇ କଳ୍ପନା ଜଳ୍ପନା ।
8.Omicron Scare: ମହାରାଷ୍ଟରେ ୮ ନୂଆ ସଂକ୍ରମିତ, ଦେଶରେ ୫୭କୁ ବଢିଲା ମୋଟ ମାମଲା

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮ ଜଣ ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ । ଦେଶରେ ୫୭କୁ ବୃଦ୍ଧି ପାଇଲା ମୋଟ ମାମଲା । ଅଧିକ ପଢନ୍ତୁ

9.Ind SA Tour: ରୋହିତ-କୋହଲିଙ୍କ ମଧ୍ୟରେ ସବୁ କଛି ଠିକ ଅଛି ତ ? ଏମିତି ହେଉଛି ଆଲୋଚନା

ଦକ୍ଷିଣ ଆଫ୍ରିକା ବିରୋଧରେ ଟେଷ୍ଟ ଟିମ୍‌ରୁ ଉପ ଅଧିନାୟକ ରୋହିତ ଶର୍ମା ଟେଷ୍ଟ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି । ସେପଟେ ଦିନିକିଆ ଶୃଙ୍ଖଳାରୁ ବିଶ୍ରାମ ନେବାକୁ ବିରାଟ କୋହଲି ଆବେଦନ କରିଥିବା ରିପୋର୍ଟରୁ ଜଣାପଡ଼ିଛି ।
10.Miss Universe ହରନାଜ ସାନ୍ଧୁଙ୍କୁ ବାଲୁକା କଳାରେ ଶୁଭେଚ୍ଛା

ପୁରୀ:ଭାରତର ହରନାଜ କୌର ସାନ୍ଧୁ ମିସ ୟୁନିଭର୍ସ 2021 ପ୍ରାପ୍ତ କରିଛନ୍ତି । ଏଥିପାଇଁ ସାରା ଦେଶରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

For All Latest Updates

TAGGED:

TOP NEWS@9AM
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.