ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ପ୍ରମୁଖ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 8, 2021, 9:08 AM IST

1.ଶେଷ ହୋଇପାରେ ଚାଷୀ ଆନ୍ଦୋଳନ, ଆଜି ନିଷ୍ପତ୍ତି ନେବ SKM

ସିଙ୍ଘୁ ସୀମାରେ ବର୍ଷ ହେବ ଚାଲୁଥିବା ଚାଷୀ ଆନ୍ଦୋଳନ (Farmers protest) ଆଜି (ବୁଧବାର) ଶେଷ ହୋଇପାରେ ।

2.ପଞ୍ଚଭୂତରେ ଲୀନ ହେଲେ ପଦ୍ମଶୀ ନନ୍ଦ ସାର, ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସରିଲା ଶେଷକୃତ୍ୟ

ଯାଜପୁରର ଗର୍ବ ଏବଂ ଗୌରବ ପଦ୍ମଶ୍ରୀ ଗୁରୁ ତଥା ବିଶିଷ୍ଟ ସମାଜସେବୀ ନନ୍ଦ କିଶୋର ପୃଷ୍ଟିଙ୍କ ଶେଷକୃତ୍ୟ ସମ୍ପନ୍ନ ।

3.କଟକ ଷ୍ଟେସନରୁ କର୍ଣ୍ଣାଟକ ଯବାନ ନିଖୋଜ, ଥାନାରେ ଏତଲା

କଟକ ରେଳ ଷ୍ଟେସନରୁ ସେନା ବାହୀନିର ଜଣେ ଯବାନ ନିଖୋଜ । ରେଳବାଇ ପୋଲିସ ଷ୍ଟେସନରେ ଏତଲା ।

4.୩୯ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ବାବଦ ଅର୍ଥ

ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍ ବାବଦରେ ଅର୍ଥ । ମୋଟ ୩୯ ହଜାର ପିଲା ପାଇବେ ଏହି ଅର୍ଥରାଶି ।

5.ଖୁବଶୀଘ୍ର ହୋଇପାରେ ଶିକ୍ଷକ ନିଯୁକ୍ତି, ଖାଲି ପଦବୀ ତାଲିକା ମାଗିଲା ଗଣଶିକ୍ଷା ବିଭାଗ

ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ତାଲିକା ପ୍ରଦାନ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଡିଇଓ(DEO )ଙ୍କୁ ନିର୍ଦ୍ଦେଶ ।

6.Cabinet Meeting: ୯ଟି ପ୍ରସ୍ତାବରେ ବାଜିଲା ମୋହର, SHG ମହିଳାଙ୍କୁ ଗାଁ ପୋଖରୀ ଦାୟିତ୍ବ

ରାଜ୍ୟ କ୍ୟାବିନେଟର (Cabinet Meeting) ଗୁରୁତ୍ବପୂର୍ଣ୍ଣ ବୈଠକ । ଭିସି ଯୋଗେ ଅଧକ୍ଷତା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm Naveen Pattnaik) ।

7.Paika Rebellion ପ୍ରସଙ୍ଗରେ ସରକାର ବିରୋଧୀ ମୁହାଁମୁହିଁ

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧିନତା ସଂଗ୍ରାମ ମାନ୍ୟତା ଦାବି କରି ପୁଣି ବିଧାନସଭାରେ ସଂକଳ୍ପ ପାରିତ କଲେ ରାଜ୍ୟ ସରକାର ।

8.ଆନ୍ତଃରାଜ୍ୟ ପର୍ଯ୍ୟଟନ ତାଲିକାରେ ଓଡିଶା ଶ୍ରେଷ୍ଠ, ମୟୂରଭଞ୍ଜ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ

ଆନ୍ତଃରାଜ୍ୟ ପର୍ଯ୍ୟଟନ ରାଜ୍ୟ ତାଲିକାର ଶ୍ରେଷ୍ଠ ସ୍ଥାନରେ ଓଡିଶା । Travel+Leisure India magazine ଦ୍ବାରା କରାଯାଇଥିବା ପର୍ଯ୍ୟଟନ ସର୍ବେକ୍ଷଣର ୧୦ମ ସର୍ବେକ୍ଷଣ ସଂସ୍କରଣ ରିପୋର୍ଟରେ ପ୍ରକାଶିତ ।

9.Foreign Secretary Shringla In Bangladesh: ଦୁଇ ଦେଶର ସଚିବଙ୍କ ମଧ୍ୟରେ ହେଲା ଦ୍ବିପାକ୍ଷିକ ଆଲୋଚନା

ବାଂଲାଦେଶ ଗସ୍ତରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା । ଦୁଇ ଦେଶ ମଧ୍ୟରେ ହେଲା ସଚିବସ୍ତରୀୟ ଦ୍ବିପାକ୍ଷିକ ଆଲୋଚନା ।

10.SAFF U-19 Womens Football Championship: ଭାରତୀୟ ଦଳରେ ଓଡ଼ିଆ ଝିଅ ସାମିଲ

୧୯ ବର୍ଷରୁ କମ୍‌ ସାଫ୍‌ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଓଡ଼ିଆ ଝିଅ ମଞ୍ଜୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.