ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 7, 2021, 9:08 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Modi Visit UP: ଉତ୍ତର ପ୍ରଦେଶକୁ ମିଳିବ ୯ ହଜାର କୋଟି ମୂଲ୍ୟର ପ୍ରକଳ୍ପ

ଆଜି(ମଙ୍ଗଳବାର) ୟୁପି ଗସ୍ତ କରି(Modi visit uttarpradesh) ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2.Vigilance Raid: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ( Gajapati Vigilance ) ରେଡ ।

3.Burla VIMSAR Corona: ଓଡିଶାକୁ ଆଶ୍ବସ୍ତି, 74 କୋରୋନା ସଂକ୍ରମିତଙ୍କ ଠାରେ ନାହିଁ OMICORN

ଭୁବନେଶ୍ୱର ଆଇଏଲଏସକୁ 21 ନମୁନା ପଠାଯାଇଥିଲା । 11 ଟି ନମୁନାର ପରୀକ୍ଷା ହୋଇଥିବା ବେଳେ 2 ଟି ଡେ଼ଲ୍ଟା ଭେରିଏଣ୍ଟ ଓ ବାକି 9ଟି ମାଇନର ଭାରିଏଣ୍ଟ ବୋଲି ଜଣାପଡିଛି ।

4.PUNJAB ELECTION: ପଞ୍ଜାବ ନିର୍ବାଚନ ପାଇଁ ଆପ୍‌ର ପାଗଭିଡା, ଆଜି ଗସ୍ତ କରିବେ କେଜ୍ରିୱାଲ

ଆଜି (ମଙ୍ଗଳବାର) ଦିନିକିଆ ପଞ୍ଜାବ ଗସ୍ତ କରିବେ ଅରବିନ୍ଦ କେଜ୍ରିୱାଲ (Arvind Kejriwal) ।

5.Pathani Samanta Scholarship ପାଇଲେ ୧୦୦୦ ମେଧାବୀ

୧୦୦୦ ଛାତ୍ରଛାତ୍ରୀଙ୍କୁ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି(Pathani Samanta Scholarship) ପ୍ରଦାନ । ଜୁନିଅର ମେରିଟ ସ୍କଲାରସିପ୍ ଆବେଦନ ତାରିଖ ଆସନ୍ତା 27 ଯାଏ ବୃଦ୍ଧି ।

6.Teacher Promotion: 40 ହଜାର ପ୍ରାଥମିକ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି

ରାଜ୍ୟ ସରକାର(Odisha Govt)ଙ୍କ ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(Odisha Department of School and Mass Education) ର ୪୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ପଦୋନ୍ନତି(Teacher Promotion) ।

7.PoKରେ ଖସିପଡିଲା ପାକିସ୍ତାନୀ ସେନା ହେଲିକପ୍ଟର, 2 ପାଇଲଟ ମୃତ

ପାକ ଅଧିକୃତ କାଶ୍ମୀର (POK)ରେ ପାକ ସେନା ହେଲିକପ୍ଟର ଦୁର୍ଘଟଣାରେ 2 ପାକିସ୍ତାନୀ ପଇଲଟଙ୍କ ମୃତ୍ୟୁ । ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିିଥିବା ସନ୍ଦେହ ।

8.Nagaland Firing: ଜୋର ଧରିଲା AFSPA ପ୍ରତ୍ୟାହାର ଦାବି

ନାଗାଲାଣ୍ଡ ଗୁଳିକାଣ୍ଡ ପରେ ଜୋର ଧରୁଛି Armed Forces Special Powers Act (AFSPA) ପ୍ରତ୍ୟାହାର ଦାବି ।

9.Omicron Scare: ଆଉ ଦୁଇ ସଂକ୍ରମିତ ଚିହ୍ନଟ, ମହାରାଷ୍ଟ୍ରରେ ୧୦ ଛୁଇଁଲା ସଂଖ୍ୟା

ମୁମ୍ବାଇରେ ଆଉ 2 omicron ସଂକ୍ରମିତ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଲା । ଦେଶରେ ୨୩ ଛୁଇଁଲାଣି ସଂଖ୍ୟା ।

10.ନ୍ୟୁଜିଲାଣ୍ଡ ସିରିଜ ବିଜୟ ପରେ ନଂ ୧ ଟେଷ୍ଟ ଟିମ ଭାରତ

ICC ଟେଷ୍ଟ ମାନ୍ୟତାରେ ବିରାଟ କୋହଲିଙ୍କ ଟିମ ନ୍ୟୁଜିଲାଣ୍ଡ ଠାରୁ ୩ ପଏଣ୍ଟ ଆଗରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.