ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Dec 3, 2021, 9:25 AM IST

1. Cyclone Jawad Update: ଅବପାତ ରୂପ ନେଲା ଜୱାଦ, 12 ଘଣ୍ଟାରେ ବାତ୍ୟା !

ଅବପାତରେ ରୂପ ନେଲା ବାତ୍ୟା ଜୱାଦ ( cyclone jawad) । ବତ୍ତର୍ମାନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ବାତ୍ୟା ।

2. ଆଜିଠୁ ଗୁଡ୍ ଗଭର୍ନାନ୍ସକୁ ନେଇ ଆଲୋଚନା, ଯୋଗ ଦେବେ ୨ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି(ଶୁକ୍ରବାର) ଭୁବନେଶ୍ବରରେ ରେପ୍ଲିକେସନ ଅଫ ଗୁଡ ଗଭର୍ନାନ୍ସ ପ୍ରାକ୍ଟିସ (Regional conference on Replication of good Governance pratice) ବିଷୟବସ୍ତୁ ଉପରେ ଏକ ସମ୍ମିଳନୀ ଆୟୋଜିତ ହେବ

3. Rare Operation: ବାରିପଦାରେ ବିରଳ ଅସ୍ତ୍ରୋପଚାର, ଯୁବକଙ୍କ ପେଟରୁ ବାହାରିଲା ଭୃଣ

ସଫଳ ହେଲା ବିରଳ ଅସ୍ତ୍ରୋପଚାର(Rare Operation) । ଯୁବକଙ୍କ ପେଟରୁ ବାହାରିଲା ମଣିଷ ଦାନ୍ତ ଓ ଚୁଟି ।

4. Delta ଓ Omicron ଲଢେଇ ପାଇଁ ବାଇଡେନ ସରକାରଙ୍କ ବୁଷ୍ଟର ପ୍ଲାନ

Delta ଓ Omicron ବିରୋଧରେ ଲଢିବା ପାଇଁ ବାଇଡେନ ପ୍ରଶାସନର ପ୍ରସ୍ତୁତି । ଆମେରିକା ପାଇଁ ରାଷ୍ଟ୍ରପତି ବାଇଡେନ କରିପାରନ୍ତି ନୂଆ ଘୋଷଣା ।

5. Bride Dharna: ତପସ୍ଵିନୀଙ୍କ ତପସ୍ୟା ସଫଳ, ୭ ଦିନ ଦମ୍ପତିଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

୧୧ ଦିନ ଧରି ସ୍ବାମୀଙ୍କ ସହ ରହିବାକୁ ଧାରଣାରେ ବସିଥିବା ଯୁବତୀଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି ବ୍ରହ୍ମପୁର SJDM କୋର୍ଟ ।

6. 2019ରେ ରାଜପଥରେ ଘଟିଛି ମୋଟ 1,37,191 ଦୁର୍ଘଟଣା: ଗଡକରୀ

ବର୍ଷ 2019ରେ ଜାତୀୟ ରାଜପଥରେ ଘଟିଛି ମୋଟ 1,37,191 ଦୁର୍ଘଟଣା । ସଂସଦରେ ସୂଚନା ଦେଲେ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ।

7. DBT ରେ ଅବହେଳା କରୁଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ: ମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Chief Minister Naveen Patnaik ) ଙ୍କ ଯୁଗାନ୍ତକାରୀ କାର୍ଯ୍ୟକ୍ରମ ୫-‘ଟି’ ମାଧ୍ୟମରେ କର୍ମକ୍ଷେତ୍ରରେ ସ୍ବଚ୍ଛତା ଓ କର୍ମଚାରୀମାନଙ୍କ ଦକ୍ଷତା ଉପରେ ନିରପେକ୍ଷ ଆଲୋକପାତ କରାଯିବ ।

8.ବୋମାମାଡ଼ ପରେ ଖୋଦ୍ଧାରେ ବନ୍ଧୁକ ଦେଖାଇ ସୁନା ଦୋକାନ ଲୁଟ୍‌

ଖୋର୍ଦ୍ଧା ନାରାୟଣୀ ଜୁଏଲାରୀରେ ବୋମାମାଡ଼ ପରେ ବନ୍ଧୁକ ଦେଖାଇ ସୁନା ଓ ରୂପା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।

9. Param Bir Singh; ମୁମ୍ବାଇ ପୂର୍ବତନ ପୋଲିସ କମିଶନର ନିଲମ୍ବିତ

ପରମବୀର ସିଂ ନିଲମ୍ବିତ । ନିଲମ୍ବନ କଲେ ମହାରାଷ୍ଟ୍ର ସରକାର । ଏବେ ଏକାଧିକ ମାମଲାରେ ଜେରାର ସମ୍ମୁଖୀନ ହେଉଛନ୍ତି ପରମବୀର ।

10. ବଦଳିବ ସେନା ୟୁନିଫର୍ମ, ବ୍ୟବହାର ହେବ ଡିଜିଟାଲ ପ୍ରତିରୋଧୀ ପୋଷାକ

ଭାରତୀୟ ସେନାକୁ ମିଳିବ ନୂଆ ତଥା ଅତ୍ୟାଧୁନିକ ଡ୍ରେସକୋଡ । ଜଳବାୟୁ ଅନୁକୂଳ ସହ ରହିବ ଡିଜିଟାଲ ପ୍ରତିରୋଧୀ କ୍ଷମତା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.