୧.Mahanadi Tragedy: ମହାନଦୀରୁ ମିଳିଲା 3 ଛାତ୍ରଙ୍କ ମୃତଦେହ, ଏବେବି ଜଣେ ନିଖୋଜ
ମହାନଦୀ(Mahanadi)ରେ ବୁଡି ଯାଇଥିବା 4 ସ୍କୁଲ୍ ଛାତ୍ରଙ୍କ ମଧ୍ୟରୁ 3 ମୃତ, ଜଣଙ୍କ ପତ୍ତା ମିଳୁନି ।
୨.BSKY: ଆଜି ବାଲେଶ୍ବର ଓ ଭଦ୍ରକରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିବେ ନବୀନ
ଆଜି(ଶୁକ୍ରବାର) ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ ହେବ।
୩.Anubhav Controversy: ନକଲି ପ୍ରମାଣପତ୍ର ଅଭିଯୋଗରେ ଅନୁଭବ ବାପାଙ୍କ ପଦନ୍ନୋତି ବାତିଲ
ସାଂସଦ ଅନୁଭବ ମହାନ୍ତି(MP Anubhab Mohanty)ଙ୍କ ପରେ ଅଡୁଆରେ ପଡିିଛନ୍ତି ତାଙ୍କ ବାପା ଅଭୟ କୁମାର ମହାନ୍ତି ।
୪.Tweet War: ବିଜେଡ଼ି ମୁଖିଆଙ୍କ ଚଟୁ ଆଇଁଷ, ବେଣ୍ଟ ନିରାମିଷ ଟ୍ବିଟ କରି କଟାକ୍ଷ କଲା ବିଜେପି
୫.ଅଶାନ୍ତ ରାଜଧାନୀ ରାଜନୈତିକ ପାଣିପାଗ, ସାଂସଦଙ୍କୁ ଘେରିଲା BJD !
ବିଗୁଡିଛି ରାଜଧାନୀରେ ରାଜନୈତିକ ପାଣିପାଗ। ଲାଠି ଓ ଢେଲା ସହ ସାଂସଦଙ୍କୁ ଘେରିଲା ବିଜେଡି ।
୬.Egg Hurled: ବୌଦ୍ଧରେ ଦୁଇମନ୍ତ୍ରୀଙ୍କୁ ଅଣ୍ଡା ମାଡ ସହ କଳାପତାକା ପ୍ରଦର୍ଶନ
୭.Earthquake: ମିଜୋରମରେ ୬.୧ ତୀବ୍ରତାର ଭୂମିକମ୍ପ
୮.Smart School: ସ୍ମାର୍ଟସ୍କୁଲର ପରିଚାଳନା ପାଇଁ 6 ଟାସ୍କଫୋର୍ସ ଗଠିତ
୯.Palishree Mela: ରାଜ୍ୟସ୍ତରୀୟ ପଲ୍ଲିଶ୍ରୀ ମେଳା ଆରମ୍ଭ, ଭଲ ବେପାର ଆଶାରେ ବ୍ୟବସାୟୀ
୧୦.Junior Hockey WC: କଳିଙ୍ଗରେ ଓଡିଆ ପୁଅ ଅଭିଶେକଙ୍କ କମାଲ୍, ଟିମ ଇଣ୍ଡିଆର ବୃହତ ବିଜୟ
ଜୁନିଅର ହକି ବିଶ୍ବକପରେ ଟିମ ଇଣ୍ଡିଆର ଦମଦାର ବିଜୟ । କାନାଡକୁ 13-1 ଗୋଲ୍ରେ ହରାଇଲା ଆୟୋଜକ ଭାରତ ।