ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 25, 2021, 9:03 AM IST

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବରTOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

1.Noida International Airport; ଆଜି ହେବ ଭିତ୍ତିପ୍ରସ୍ତର ସ୍ଥାପନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରସ୍ଥିତ ଜେୱର ଠାରେ ଆଜି (ଗୁରୁବାର) ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ( Noida International AirPort) ନିର୍ମାଣ ପାଇଁ ଶିଳାନ୍ୟାସ କରିବେ।

2. Padmashree Usha Chaumar: ମଇଳା ଟାଙ୍କି କରୁଥିଲେ ସଫା, ଆଜି ପାଲଟିଗଲେ ଅନନ୍ୟ ଆଦର୍ଶ

ଘରକୁ ଘର ବୁଲି ମଇଳା ଟାଙ୍କି ସଫା କରୁଥିଲେ । କେବଳ ହାତରେ ନୁହେଁ, ମୁଣ୍ଡରେ ମଧ୍ୟ ବୋହୁଥିଲେ ମଇଳା । ପରିବାର ପ୍ରତିପୋଷଣ ପାଇଁ ମଇଳା ଟାଙ୍କିରେ ପଶି ଘଣ୍ଟା ଘଣ୍ଟା ଧରି ମଳ ସଫା କରନ୍ତି ।

3. Egg Hurled CM Carcade: ଅଣ୍ଡା ମାଡ ଫଣ୍ଡାକୁ ସୌମ୍ୟଙ୍କ ନାପସନ୍ଦ

ମୁଖ୍ୟମନ୍ତ୍ରୀଙ୍କ କାରକେଡ଼(Egg Hurled CM Carcade) ଉପରକୁ ବିରୋଧୀଙ୍କ ଆଣ୍ଡାମାଡ଼ ପ୍ରସଙ୍ଗକୁ ନାପସନ୍ଦ କଲେ ବିଜେଡି ବିଧାୟକ ସୋମ୍ୟ ରଞ୍ଜନ ପଟ୍ଟନାୟକ ।

4. ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ପ୍ରୋଟୋକଲ ତଥ୍ୟ ଲିକ୍, ୟୁପି ପୋଲିସର ତଦନ୍ତ ନିର୍ଦ୍ଦେଶ

୨ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ପ୍ରୋଟୋକଲର ତଥ୍ୟ ଲିକ୍ । ତତ୍କାଳ ତଦନ୍ତ ନିର୍ଦ୍ଦେଶ ଦେଲା ଉତ୍ତରପ୍ରଦେଶ ପୋଲିସ ।

5. Mukul Sangma Join TMC; ଟିଏମସିରେ ମିଶିଲେ ମେଘାଳୟ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସର ୧୧ ବିଧାୟକ

ମେଘାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀ(former Meghalaya CM Mukul Sangma) ମୁକୁଲ ସଂଗମାଙ୍କ ସମେତ ୧୧ ବିଧାୟକଙ୍କ ଟିଏମସିରେ ଯୋଗ ।

6. 5T programs ଜରିଆରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଦୁଇଟି ଗୁରୁତ୍ବପୂର୍ଣ୍ଣ ୱେବ୍‌ ପୋର୍ଟାଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ । କହିଲେ 5T programs ଜରିଆରେ ଲୋକ ଘର ପାଖରେ ମିଳିବ ତ୍ବରିତ ସେବା ।

7. Kotia Controversy; ଗଠନ ହେଲା ଉଚ୍ଚସ୍ତରୀୟ କମିଟି

ସମାଧାନ ହେବ କୋଟିଆ ସମସ୍ୟା । ଦ୍ବିପାକ୍ଷିକ ବୁଝାମଣାରେ ତୁଟିବ ଓଡିଶା-ଆନ୍ଧ୍ର କୋଟିଆ ବିବାଦ । ଏନେଇ ଆଜି (ବୁଧବାର) ରାଜ୍ୟ ସରକାର ଗଠନ କରିଛନ୍ତି ଏକ ଉଚ୍ଚସ୍ତରୀୟ କମିଟି ।

8. Rajendra Gudha controversial statement: କହିଲେ କ୍ୟାଟ୍ରିନାଙ୍କ ଗାଲ ପରି ହେବ ରାସ୍ତା

ବିବାଦରେ ରାଜସ୍ଥାନର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ହୋଇଥିବା ରାଜେନ୍ଦ୍ର ଗୁଡ୍ଡା (Rajasthan minister Rajendra Gudha) ।

9. ACB Raid in Karnataka: ଡ୍ରେନ ପାଇପରୁ ଜବତ ହେଲା ବିପୁଳ ଟଙ୍କା

କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଦୁର୍ନୀତି ନିବାରଣ ବ୍ୟୁରୋ Anti-Corruption Bureau (ACB)ର ଚଢାଉ । କୋଟିକୋଟି ଟଙ୍କା ଆୟବର୍ହିଭୂତ ସମ୍ପତ୍ତି ଜବତ ।

10. ପୂର୍ତ୍ତମନ୍ତ୍ରୀଙ୍କ ସମୀକ୍ଷା; ୫T ଆଧାରରେ ପ୍ରସ୍ତାବିତ ପ୍ରକଳ୍ପକୁ ଶେଷ କରିବାକୁ ନିର୍ଦ୍ଦେଶ

ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ(Prafulla Kumar Mallik) ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.