ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 8, 2021, 9:00 AM IST

1. CRPF ଶିବିରରେ ଗୁଳିକାଣ୍ଡ: ଯବାନଙ୍କ ଗୁଳିରେ 4 ଯବାନ ମୃତ, 4 ଗୁରୁତର

ଛତିଶଗଡ଼ ସୁକମା ଜିଲ୍ଲାର ଲିଙ୍ଗମପଲ୍ଲୀ CRPF ଶିବିରରେ ଗୁଳିକାଣ୍ଡ । ଯବାନଙ୍କ ଗୁଳିରେ 4 ଯବାନ ମୃତ, 4 ଗରୁତର ।

2. ଆଉ ନାହାନ୍ତି କାର୍ଟୁନିଷ୍ଟ କିଶୋର ରଥ

ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ । ୫୮ ବର୍ଷ ହୃଦ୍‌ଘାତ ତାଙ୍କର ପରଲୋକ ହୋଇଛି ।

3. ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବାଣ୍ଟିବେ BSKY ସ୍ମାର୍ଟ କାର୍ଡ

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସ୍ଥାନୀୟ ଓୟୁଏଟି ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
4. T-20WC, ଆଜି ସମ୍ମାନ ପାଇଁ ନାମ୍ବିଆ ସହ ଖେଳିବ ଭାରତ

ଆଜି(ସୋମବାର) ସୁପର-୧୨ ରାଉଣ୍ଡରେ ଭାରତ ଓ ନାମ୍ବିଆ ମଧ୍ୟରେ ଏକ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ଫଳାଫଳ କିଛି ପ୍ରଭାବ ପକାଇବ ନାହିଁ ।

5. ଆଜି ସୁପ୍ରିମକୋର୍ଟରେ ଲଖିମପୁର ଖେରୀ ହିଂସା ମାମଲାର ଶୁଣାଣି

ଆଜି (ସୋମବାର) ସୁପ୍ରିମ କୋର୍ଟରେ ହେବ ଉତ୍ତର ପ୍ରଦେଶ ଲଖିମପୁର ହିଂସା ମାମଲାର ଶୁଣାଣି । ଘଟଣାରେ ପ୍ରାଣ ହରାଇଥିଲେ ଚାଷୀଙ୍କ ସମେତ ମୋଟ ୮ ଜଣ ।

6. T-20WC, ଅପରାଜେୟ ସହ ସେମିରେ ପାକିସ୍ତାନ

ଚଳିତ ଟି-ଟେଣ୍ଟି ବିଶ୍ବକପରେ ସବୁ ମ୍ୟାଚ ଜିତି ଅପରାଜେୟ ରହିଛି ବାବର ବାହିନୀ ।

7.ଖୋଜା ପଡିଛି ରକ୍ତଚରିତ୍ର ଗ୍ୟାଙ୍ଗ୍, ଖଟି ଉପରେ ପୋଲିସର ନଜର

ସାବାଡ ହେବେ ରାତି ଅଧରେ ରାଜଧାନୀର ଛାତି ଉପରେ ଆତଙ୍କ ଖେଳାଉଥିବା କ୍ରିମିନାଲ ଗ୍ୟାଙ୍ଗ । ଏନେଇ ଆରମ୍ଭ ହୋଇଛି ଅପରେସନ ‘ଅପରେସନ ଥାର୍ଡ ଆଇ’ ।

8. ଟ୍ବିନ୍‌ସିଟିରେ ନୂଆ ମୁଖିଆଙ୍କ ନୂଆ ଯୋଜନା, ବର୍ଷେ ପରେ ଲୋକଙ୍କ କାମରେ ଆସେନା

ସହରରେ ବିଗୁଡ଼ୁଥିବା ଅପରାଧ ପ୍ରତି ଛବି ସୁଧାରିବା ପାଇଁ ପୋଲିସ ଖୋଜିଛି ବସ୍ତିର ସହାୟତା । ବସ୍ତିରେ ବନ୍ଧୁତ୍ବରେ ହାତ ବଢ଼ାଇବା ପାଇଁ ପୋଲିସ ମିତ୍ରଙ୍କ ସହାୟତା ନେଇଛି ।

9. ପଶ୍ଚିମ ନୌସେନା କମାଣର ଚିଫ ଅଫ୍‌ ଷ୍ଟାଫ ହେଲେ କ୍ରୀଷ୍ଣା ସ୍ବାମୀନାଥନ

ନୌସେନାର ଉପ ଆଡମିରାଲ୍ କ୍ରୀଷ୍ଣା ସ୍ବାମୀନାଥନଙ୍କୁ ପଦୋନ୍ନତି । ପଶ୍ଚିମ ନୌସେନା କମାଣର ଚିଫ ଅଫ ଷ୍ଟାଫ ଭାବେ ତୁଲାଇବେ ଦାୟିତ୍ବ ।

10. ଆର୍ଯ୍ୟନ ଖାନଙ୍କୁ ଜ୍ବର, ଜେରା ପାଇଁ ହେଲେନି ହାଜର

ଜେରା ପାଇଁ NCBରେ ହାଜର ହେଲେନି ଆର୍ଯ୍ୟନ ଖାନ । ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଅନୁପସ୍ଥିତ ଥିବା ଏନସିବି ପକ୍ଷରୁ ସୂଚନା । '

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.