ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Nov 5, 2021, 8:59 AM IST

1. ଉତ୍ତରାଖଣ୍ଡରେ ମୋଦି, ୧୩୦ କୋଟି ପ୍ରକଳ୍ପର କରିବେ ଉଦଘାଟନ

ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ୧୩୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ ।

2. ବ୍ରହ୍ମପୁର ITI ଛାତ୍ରଙ୍କ କମାଲ୍‌, ଇ-ୱେଷ୍ଟରୁ ତିଆରି କଲେ ରୋବୋ

ଇ-ୱେଷ୍ଟ ରୋବୋ ପ୍ରସ୍ତୁତ କଲେ ବ୍ରହ୍ମପୁର ସରକାରୀ ଆଇଟିଆଇ ଶିକ୍ଷାନୁଷ୍ଠାନ ଛାତ୍ର । ୩ ଟନରୁ ଅଧିକ ଆବର୍ଜନାରୁ ଏହି ରୋବ ତିଆରି କରିଛନ୍ତି ଶିକ୍ଷାର୍ଥୀ ।

3. କ୍ରିକେଟରୁ ଅଲରାଉଣ୍ଡର ବ୍ରାଭୋଙ୍କ ଅବସର ଘୋଷଣା

ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡୁଏନ ବ୍ରାଭୋଙ୍କ ଅବସର ଘୋଷଣା । ଚାଲିଥିବା ଟି-୨୦ ବିଶ୍ବକପ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବ୍ରାଭୋ ।

4. ହୃଦଘାତରେ ପଶ୍ଚିମବଙ୍ଗ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଦେହାନ୍ତ

ପଶ୍ଚିମବଙ୍ଗ ମନ୍ତ୍ରୀ ତଥା TMC ନେତା ସୁବ୍ରତ ମୁଖାର୍ଜୀଙ୍କ ହୃଦଘାତରେ ମୃତ୍ୟୁ । ସୁବ୍ରତଙ୍କ ନିଧନ ବହୁତ ବଡ କ୍ଷତି ବୋଲି କହିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

5. ଦୀପାବଳିରେ ଆଖଣ୍ଡଳମଣିଙ୍କ ମନ୍ଦିରରେ ଉଠିଲା ମହାଦୀପ

ପବିତ୍ର ଦୀପାବଳି ଉତ୍ସବ ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଉଠିଲା ମହାଦୀପ ।

6. T-20 WC: ୨୦ ରନରେ ଜିତିଲା ଶ୍ରୀଲଙ୍କା, ସେମି ଦୌଡରୁ ବିଦା ଇଣ୍ଡିଜ

ଗୁରୁବାର ଅନୁଷ୍ଠିତ ଏକ ମ୍ୟାରେ ଶ୍ରୀଲଙ୍କା ଦମଦାର ପ୍ରଦର୍ଶନ କରି ଇଣ୍ଡିଜକୁ ୨୦ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଟି-ଟ୍ବେଣ୍ଟି ସେମିଫାଇନାଲ ରେସରୁ ବାଦ ପଡିଛି ୱେଷ୍ଟଇଣ୍ଡିଜ ।

7. ବାପ ପରେ ଜେରା ହେବେ ପୁଅ, ଆଜି ଇଡିରେ ହାଜର ହେବାକୁ ହ୍ରିଷିକେଶ ଦେଶମୁଖଙ୍କୁ ସମନ

ଅନିଲ ଦେଶମୁଖଙ୍କ ପୁଅ ହ୍ରିଷିକେଶ ଦେଶମୁଖଙ୍କୁ EDର ସମନ । ଆଜି ବାପ-ପୁଅଙ୍କୁ ସାମ୍ନାସାମ୍ନି ଜେରା କରିବ ED ।

8. ମନ୍ଦିର ମଧ୍ୟକୁ ଚପଲ ପିନ୍ଧି ପ୍ରବେଶ କରିବା ପଡିଲା ମହଙ୍ଗା, ୪ ଯୁବକ ଗିରଫ

ମନ୍ଦିର ମଧ୍ୟକୁ ଚପଲ ପିନ୍ଧି ପ୍ରବେଶ କରିବାରୁ ୪ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି ।

9. କାନପୁରରେ ବେକାବୁ ଜିକା, ଆକ୍ରାନ୍ତ ସଂଖ୍ୟା 66କୁ ବୃଦ୍ଧି

କାନପୁରରେ ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା 66 କୁ ବୃଦ୍ଧି ପାଇଛି ।

10. ତୈଳଦର ବୃଦ୍ଧି ଚିନ୍ତା, ଦୀପାବଳିରେ କର୍ମଚାରୀଙ୍କୁ ଇ-ସ୍କୁଟର ଭେଟି ଦେଲେ ମାଲିକ

ଗୁଜୁରାଟ ସୁରଟର ଏକ ଘରୋଇ କମ୍ପାନି କର୍ମଚାରୀଙ୍କୁ ଦୀପାବଳିରେ ଇଲେକ୍ଟ୍ରିକ ସ୍କୁଟର ଉପହାର କରି ଚର୍ଚ୍ଚାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.